ଅପରେସନ୍‌ ଜୱାହିରୀ: ଅଲ୍‌ କଏଦା ମୁଖ୍ୟକୁ ହତ୍ୟା ପାଇଁ କ'ଣ ଥିଲା ପ୍ଲାନିଂ?

ନୂଆଦିଲ୍ଲୀ: ଆମେରିକାକୁ ମିଳିଛି ବଡ ସଫଳତା। କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜୱାହିରୀ ନିହତ ହୋଇଛି। ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏ ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ଅଲ୍-ଜୱାହିରୀକୁ ନିହତ କରିଥିବା ଦାବି କରିଛି। ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦାକୁ ଏବେ ସବୁଠାରୁ ବଡ଼ ଝଟକା ଲାଗିଛି । ୭୧ ବର୍ଷୀୟ ଜୱାହିରୀ ଏକ ସମୟରେ ଲାଡେନର ଘରୋଇ ଡାକ୍ତର ଭାବେ କାମ କରୁଥିଲା। ଏବେ ଏହି ମୋଷ୍ଟ […]

decoding-operation-al-zawahiri-1

decoding-operation-al-zawahiri-1

Madhupriya Mistry
  • Published: Tuesday, 02 August 2022
  • Updated: 02 August 2022, 12:41 PM IST

ନୂଆଦିଲ୍ଲୀ: ଆମେରିକାକୁ ମିଳିଛି ବଡ ସଫଳତା। କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜୱାହିରୀ ନିହତ ହୋଇଛି। ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏ ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ଅଲ୍-ଜୱାହିରୀକୁ ନିହତ କରିଥିବା ଦାବି କରିଛି। ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦାକୁ ଏବେ ସବୁଠାରୁ ବଡ଼ ଝଟକା ଲାଗିଛି । ୭୧ ବର୍ଷୀୟ ଜୱାହିରୀ ଏକ ସମୟରେ ଲାଡେନର ଘରୋଇ ଡାକ୍ତର ଭାବେ କାମ କରୁଥିଲା। ଏବେ ଏହି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ସଫା କରିଛି ଆମେରିକା। ତେବେ ଜୱାହିରୀକୁ କିଭଳି ମରିଥିଲା ଆମେରିକା କ'ଣ ଥିଲା ପ୍ଲାନିଂ।

ଅଲ୍ କଏଦା ମୁଖ୍ୟ ଅଲ୍‌ ଜୱାହିରୀ ବିରୋଧରେ ୬ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଅପରେସନ୍। ୨ ମାସ ତଳେ ଜୱାହିରୀକୁ ଖୋଜିବା ଅଭିଯାନ ଜୋରଦାର ହୋଇଥିଲା। ଜୁଲାଇ ୧ ତାରିଖରେ ବାଇଡେନଙ୍କୁ ଅପରେସନର ପୂରା ପ୍ଲାନ୍ ଦିଆଯାଇଥିଲା। ଆମେରିକୀୟ ଏଜେନ୍ସିମାନେ ମହିଳାମାନଙ୍କୁ ତାଲିମ ଦେଇଥିଲେ। ଯାହାଫଳରେ ଯେତେବେଳେ ସେମାନେ ସୂଚନା ସଂଗ୍ରହ କରିବାକୁ ସ୍ଥାନକୁ ଯାଆନ୍ତି, ସେତେବେଳେ କେହି ସନ୍ଦେହ କରନ୍ତି ନାହିଁ।

ଜୁଲାଇ ୩୦ରେ ଜୱାହିରୀକୁ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ବାଇଡେନଙ୍କ ନିର୍ଦ୍ଦେଶ ମିଳିବା ପରେ ଜୱାହିରୀକୁ ଏନକାଉଣ୍ଟର କରାଯାଇଛି। ତାଲିବାନର ହକ୍କାନୀ ନେଟୱର୍କକୁ ଜୱାହିରୀର ଲୋକେସନ୍ ଜଣାଥିଲା। ତାଲିବାନୀ ନେତା ସିରାଜୁଦ୍ଦିନ୍ ହକ୍କାନୀଙ୍କ ନିକଟ ସମ୍ପର୍କୀୟ ମାବଜୀ ହମ୍‌ଜା ଘରେ ରହୁଥିଲା ଜୱାହିରୀ।

ଜୱାହିରୀ ରହୁଥିବା ଘର ଛାତ ଉପରେ ସଶସ୍ତ୍ର ତାଲିବାନୀ ଜଗି ରହୁଥିଲେ। ଯେଉଁ ଘଣେ ଜୱାହିରୀ ରହୁଥିଲା ତା'ର ଏକ ମଡେଲ୍‌ ମଧ୍ୟ ତିଆରି କରାଯାଇଥିଲା। ଆମେରିକାର ଅପରେସନ୍ ସମୟରେ ଜୱାହିରୀ ବାଲକୋନୀରେ ଛିଡା ହୋଇଥିଲା। ଏହି ସମୟରେ ତା'ଉପରକୁ ଡ୍ରୋନ୍ ସାହାଯ୍ୟରେ ୨ଟି ହେଲ୍‌ଫାୟାର ମିସାଇଲ୍ ମାଡ ହୋଇଥିଲା। ସେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲା।

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ହୋଇଥିବା ବିମାନ ଆକ୍ରମଣରେ ଅଲ୍-ଜୱାହିରୀ ଥିଲା ମାଷ୍ଟର ମାଇଣ୍ଡ। ଏହି ଆତଙ୍କୀ ଆକ୍ରମଣରେ ପାଖାପାଖି ୩ ହଜାର ଲୋକ ପ୍ରାଣ ହରାଇଥିଲେ। ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଜୱାହିରୀ କାବୁଲର ଏକ ସୁରକ୍ଷିତ ଘରେ ଶରଣ ନେଇଥିଲା। ତେବେ ଆମେରିକା କୌଣସି ସୂତ୍ରରୁ ଖବର ପାଇ ଜୁଲାଇ ୩୧ ତାରିଖ ରାତି ପାଖାପାଖି ୧୦ଟା ବେଳେ ଆକାଶମାର୍ଗରୁ ଡ୍ରୋନ୍ ଦ୍ୱାରା ମିସାଇଲ୍ ଆକ୍ରମଣ କରିଥିଲା। ଷ୍ଟ୍ରାଇକ୍ ବେଳେ କାବୁଲରେ କୌଣସି ଆମେରିକୀୟ କର୍ମୀ ଆଖପାଖରେ ନଥିଲେ। ଏହି ଆକ୍ରମଣକୁ ନେଇ କଡ଼ା ନିନ୍ଦା କରିଛି ତାଲିବାନ। ସେପଟେ ସାଉଦି ଆରବ ଆମେରିକାର ଏଭଳି ଏନ୍‌କାଉଣ୍ଟରକୁ ସ୍ୱାଗତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story