ଟ୍ୱିଟର ସହ ସମ୍ପର୍କ ତୁଟାଇବେ ଏଲନ ମସ୍କ, ଫାଇନାଲ ହେବନି ଡିଲ୍‌

ନୂଆଦିଲ୍ଲୀ:ମାଇକ୍ରୋ ବ୍ଲଗିଂ ତଥା ସୋଶାଲ ନେଟୱର୍କିଂ ସେବା ପ୍ରଦାନକାରୀ ଟ୍ୱିଟର ସହ ସମ୍ପର୍କ ତୁଟାଇବେ ଏଲନ ମସ୍କ। ଗତ ମାର୍ଚ୍ଚ ମାସରେ ଟ୍ୱିଟରକୁ ନିଜ ଅକ୍ତିଆରକୁ ନେବାକୁ ଡିଲ କରିଥିବା ମସ୍କଙ୍କ ଏବେ ମୋହ ଭଙ୍ଗ ହୋଇଛି। ଏନେଇ ମସ୍କ ଚେତବାନୀ ଦେଇଛନ୍ତି। ମୁଖ୍ୟତଃ ଟ୍ୱିଟର ପକ୍ଷରୁ ସ୍ପାମ ଏବଂ ଫେକ ଅକାଉଣ୍ଟକୁ ନେଇ ତଥ୍ୟ ପ୍ରଦାନ କରାଯାଉ ନଥିବାରୁ ମସ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେଥିପାଇଁ ସେ ୪୪ ବିଲିଅନ୍‌ ଡଲାରରେ କରିଥିବା ଚୁକ୍ତିକୁ ବାତିଲ […]

elon-musk

elon-musk

Tapas Behera
  • Published: Monday, 06 June 2022
  • Updated: 06 June 2022, 09:04 PM IST

Sports

Latest News

ନୂଆଦିଲ୍ଲୀ:ମାଇକ୍ରୋ ବ୍ଲଗିଂ ତଥା ସୋଶାଲ ନେଟୱର୍କିଂ ସେବା ପ୍ରଦାନକାରୀ ଟ୍ୱିଟର ସହ ସମ୍ପର୍କ ତୁଟାଇବେ ଏଲନ ମସ୍କ। ଗତ ମାର୍ଚ୍ଚ ମାସରେ ଟ୍ୱିଟରକୁ ନିଜ ଅକ୍ତିଆରକୁ ନେବାକୁ ଡିଲ କରିଥିବା ମସ୍କଙ୍କ ଏବେ ମୋହ ଭଙ୍ଗ ହୋଇଛି। ଏନେଇ ମସ୍କ ଚେତବାନୀ ଦେଇଛନ୍ତି। ମୁଖ୍ୟତଃ ଟ୍ୱିଟର ପକ୍ଷରୁ ସ୍ପାମ ଏବଂ ଫେକ ଅକାଉଣ୍ଟକୁ ନେଇ ତଥ୍ୟ ପ୍ରଦାନ କରାଯାଉ ନଥିବାରୁ ମସ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେଥିପାଇଁ ସେ ୪୪ ବିଲିଅନ୍‌ ଡଲାରରେ କରିଥିବା ଚୁକ୍ତିକୁ ବାତିଲ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏନେଇ ସେ ଟ୍ୱିଟରକୁ ଏକ ଚିଠି ଲେଖିଛନ୍ତି। ସେଥିରେ ଲେଖିଛନ୍ତି ଯେ, ଟ୍ୱିଟର ନିଜର ପ୍ରତିଶ୍ରୁତିକୁ ପାଳନ କରୁ ନାହିଁ।  ଫେକ୍‌ ଆକାଉଣ୍ଟ ନେଇ ତଥ୍ୟ ଦେଉ ନାହିଁ। ତେଣୁ କମ୍ପାନୀ ସହ ହୋଇଥିବା ଚୁକ୍ତିକୁ ସେ ବାତିଲ କରିବେ।

ଜ୍ୟାକ୍ ଡୋରସେ ଟ୍ୱିଟର ଛାଡ଼ିବା ପରେ ଗତବର୍ଷ ନଭେମ୍ବର୍‌ରେ ଭାରତର ପରାଗ ଏହାର ସିଇଓ ହୋଇଥିଲେ। ପରେ ଏଲନ ମସ୍କ ଟ୍ୱିଟଟରର ସିଂହ ଭାଗ ଶେୟାର କିଣିଥିଲେ। ଏହାପରେ ସେ ପୂରା ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନର ଡିଲ କରିଥିଲେ। ସ୍ପାମ ଆକାଉଣ୍ଟର ତଥ୍ୟ ଦେଲେ ସେ ଡିଲ ଫାଇନାଲ କରିବେ ବୋଲି ସର୍ତ୍ତ ରଖିଥିଲେ।

ଟ୍ୱିଟରରେ ସ୍ପାମ ଆକାଉଣ୍ଟର ସଂଖ୍ୟା ୫ ପ୍ରତିଶତରୁ କମ୍ ନହେବା ପର୍ଯ୍ୟନ୍ତ  ଡିଲକୁ ଆଗକୁ ନେବେ ନାହିଁ ବୋଲି ଏଲନ୍ ମସ୍କ କହିଥିଲେ। ଆନ୍ତର୍ଜାତୀୟ ସେୟାର ବଜାରରେ ଟ୍ୱିଟରର ସେୟାର ୨୦ ପ୍ରତିଶତ ହ୍ରାସ ପାଇଛି । ଟ୍ୱିଟରରୁ ସ୍ପାମ ଭଳି ସମସ୍ୟା ଦୂର କରିବା ଲକ୍ଷ୍ୟ ରଖିଥିଲେ ମସ୍କ । ହେଲେ ଡିଲ୍ ଫାଇନାଲ୍ ଷ୍ଟେଜରେ ପହଞ୍ଚିଥିଲେ ବି ଏହା ହୋଇପାରିନଥିବାରୁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇ ଥିଲା । ଗତ ମାର୍ଚ୍ଚ ମାସରେ ଶେଷ ସପ୍ତାହରେ ଡିଲ୍ ଫାଇନାଲ୍ ହୋଇଥିଲା ବୋଲି ନିଜେ ମସ୍କ ଘୋଷଣା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story