ବନ୍ୟାରେ ଉବୁଟୁବୁ ଦୁବାଇ, ବୁଡ଼ିଲା ଶହ ଶହ ଲଗ୍‌ଜୁରୀ କାର୍‌   

ଆବୁଧାବି: ଉବୁଟୁବୁ ଦୁବାଇ। ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଆଉ ପାଣି। ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି। କେଉଁଠି ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ଶହ ଶହ ଲଗ୍‌ଜୁରୀ କାର୍‌ ବୁଡି ଯାଇଛି। ସଂଯୁକ୍ତ ଆରବ ଏମିରାଟରେ ଗୁରୁବାର ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଲାଗି ଅନେକ ଅଞ୍ଚଳରେ ଲୋକେ ପାଣି ଘରେ ଥିବା ଦୃଶ୍ୟ ସାମ୍ନାକୁ ଆସିଛି। ବିଶେଷ କରି ଶରଜାହା ଓ ଫୁଜେରିଆ ଅଞ୍ଚଳ […]

flash-floods-in-uae

flash-floods-in-uae

Madhupriya Mistry
  • Published: Saturday, 30 July 2022
  • Updated: 30 July 2022, 09:49 AM IST

Sports

Latest News

ଆବୁଧାବି: ଉବୁଟୁବୁ ଦୁବାଇ। ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଆଉ ପାଣି। ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି। କେଉଁଠି ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ଶହ ଶହ ଲଗ୍‌ଜୁରୀ କାର୍‌ ବୁଡି ଯାଇଛି। ସଂଯୁକ୍ତ ଆରବ ଏମିରାଟରେ ଗୁରୁବାର ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଲାଗି ଅନେକ ଅଞ୍ଚଳରେ ଲୋକେ ପାଣି ଘରେ ଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ବିଶେଷ କରି ଶରଜାହା ଓ ଫୁଜେରିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପାଣି ଘରେ, ଆପାର୍ଟମେଣ୍ଟ, ସପିଂ ମଲ୍‌ ଓ କାରଖନାରେ ପସି ଯାଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଠାରେ ସରକାର ତରଫରୁ ଉଦ୍ଧାର କାର୍ଯ୍ୟ ଜରି ରହିଛି। ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏଥିଲାଗି ୫୦ଟି ସ୍ୱତନ୍ତ୍ର ବସ୍‌କୁ ନିୟୋଜିତ କରାଯାଇଛି।

https://twitter.com/TheInsiderPaper/status/1552657612927250432?s=20&t=4ZmdT4TgrBbf6TgLRTI6sw

ସେହିପରି ଦୁଇବା ଓ ଆବୁଧାବିରେ ଏହି ଦୁଇ ଅଞ୍ଚଳ ତୁଳନାରେ କମ୍‌ ବର୍ଷା ହୋଇଛି। ଅନେକ ଲୋକଙ୍କୁ ହୋଟେଲ ଓ ବିଭିନ୍ନ ସ୍ଥାନରେ ରଖାଯାଇଛି। ଫୁଜେରିୟା ସଡକ ଉପରେ ଠିଆ ହୋଇଥିବା କିଛି କାର୍‌ ପାଣିରେ ବୁଡି ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସହରକୁ ପ୍ରବେଶ କରୁଥିବା ପଥଗୁଡିକ ମଧ୍ୟ ପାଣିରେ ଧୋଇ ଯାଇଛି। କିଛି ସ୍ଥାନକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ଉଦ୍ଧାରକାରୀ ଦଳ ପ୍ରାୟ ୯୦୦ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଶରଜାହ ଓ ଫୁଜେରିୟାରେ ୩,୮୯୭ ଲୋକଙ୍କୁ ଉଦ୍ଧାର କରି ଅସ୍ଥାୟୀ ରୂପେ ତିଆରି ହୋଇଥିବା ଶିବିରରେ ରଖାଯାଇଛି।

ଖଲିଜ ଟାଇମ୍ସ ଅନୁସାରେ ୟୁଏଇର ପୂର୍ବାଞ୍ଚଳରେ ବର୍ଷା ଯୋଗୁ ଅଚାନକ ବନ୍ୟା ପାଣି ମାଡି ଆସିଛି। ଏହି କାରଣରୁ ଲୋକେ ପ୍ରବାଭିତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିୟୋଜିତ ଥିବା ସେନା ଗାଡିଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ପରେ ବନ୍ୟା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ରାସ୍ତାଘାଟ ଧୋଇଯିବା ସହ ବିତ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ତୁରନ୍ତ ମରାମତି ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମି କିଛି ଦିନ ଯାଏଁ ଏଠାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

https://twitter.com/sirajnoorani/status/1552664095609929733?s=20&t=hwiHWxDPnqw1IN9Bzn4bmg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story