ଗୁଗଲ ବିଲ୍ଡିଂରେ ବିସ୍ଫୋରଣ, ୩ ଗୁରୁତର

ୱାଶିଂଟନ: ଗୁଗଲ ବିଲ୍ଡିଂରେ ବିସ୍ଫୋରଣ। ସର୍ଚ୍ଚ ଇଞ୍ଜିନ୍‌ ଗୁଗଲର ଆମେରିକା ସ୍ଥିତ କାଉନ୍‌ସିଲ୍‌ ବ୍ଲଫ୍ସ ଡାଟା ସେଣ୍ଟରରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଡାଟା ସେଣ୍ଟର ବିଲ୍ଡିଂ ନିକଟସ୍ଥ ସବ୍‌ଷ୍ଟେସନ୍‌ରେ ତିନି ଜଣ ଇଲେକ୍ଟ୍ରିସିଆନ୍‌ କାମ କରୁଥିଲେ। ଏହି ସମୟରେ ଏକ ଆର୍କ ଫ୍ଲାସ୍‌ରେ ବିସ୍ଫୋରଣ ଘଟିଥିଲା। ଯେଉଁଥିରେ […]

Fire at google office

Fire at google office

Madhupriya Mistry
  • Published: Tuesday, 09 August 2022
  • Updated: 09 August 2022, 12:23 PM IST

ୱାଶିଂଟନ: ଗୁଗଲ ବିଲ୍ଡିଂରେ ବିସ୍ଫୋରଣ। ସର୍ଚ୍ଚ ଇଞ୍ଜିନ୍‌ ଗୁଗଲର ଆମେରିକା ସ୍ଥିତ କାଉନ୍‌ସିଲ୍‌ ବ୍ଲଫ୍ସ ଡାଟା ସେଣ୍ଟରରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଡାଟା ସେଣ୍ଟର ବିଲ୍ଡିଂ ନିକଟସ୍ଥ ସବ୍‌ଷ୍ଟେସନ୍‌ରେ ତିନି ଜଣ ଇଲେକ୍ଟ୍ରିସିଆନ୍‌ କାମ କରୁଥିଲେ। ଏହି ସମୟରେ ଏକ ଆର୍କ ଫ୍ଲାସ୍‌ରେ ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ତିନି ଜଣ ଇଲେକ୍ଟ୍ରିସିଆନ୍‌ ଗୁରୁତର ଭାବେ ଆହତ ହୋଇଥିଲେ। ବର୍ତ୍ତମାନ ତିନି ଗୁରୁତରଙ୍କ ଅବସ୍ଥା ସ୍ଥିର ଥିବା ପୁଲିସ କହିଛି। ସଟ୍‌ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ଗୁଗଲ ଏହି ଭଳି ଡାଟା ସେଣ୍ଟରରେ ବଡ ବଡ ଡ୍ରାଇବସ୍‌ ଏବଂ କମ୍ପ୍ୟୁଟରରେ ଡାଟା ଷ୍ଟୋର କରି ରଖେ। ଆମେରିକାର ବିଭିନ୍ନ ସହରରେ ଗୁଗଲ ତା'ର ଏଭଳି ଅନେକ ଡାଟା ସେଣ୍ଟର ତିଆରି କରିଛି। ଉତ୍ତର ଆମେରିକାର ବର୍କଲେ କାଉଣ୍ଟି, କାଉନ୍‌ସିଲ ବ୍ଲଫ୍ସ, ଡଗଲସ କାଉଣ୍ଟି, ଜ୍ୟାକସନ କାଉଣ୍ଟି, ଲେନୋଇର, ମଣ୍ଟଗୋମେରି କାଉଣ୍ଟି, ମାଏଜ କାଉଣ୍ଟି, ଦ ଡେଲସେସ, ହ୍ୟାଣ୍ଡରସନ ଓ ରନୋରେ ଗୁଗଲର ଏହି ଡାଟା ସେଣ୍ଟର ରହିଛି। ସେହିପରି ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ଗୁଗଲ ତାର ଡାଟା ସେଣ୍ଟର ତିଆରି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story