ପୁଣି ତୁର୍କୀ ସହ ପୂର୍ଣ୍ଣ କୂଟନୀତିକ ସମ୍ପର୍କ ଯୋଡ଼ିଲା ଇସ୍ରାଏଲ

ଜେରୁଜେଲମ: ପୁଣିଥରେ ତୁର୍କୀ ସହ କୂଟନୀତିକ ସମ୍ପର୍କ ଯୋଡ଼ିଛି ଇସ୍ରାଏଲ। ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷ ଧରି ତିକ୍ତତା ଚାଲିଥିବାରୁ କୂଟନୀତିକ ସମ୍ପର୍କଚ୍ଛିନ୍ନ ହୋଇଥିଲା। ହେଲେ ଏବେ ତୁର୍କୀ ସହ ପୂର୍ଣ୍ଣ କୂଟନୀତିକ ସମ୍ପର୍କ ଆରମ୍ଭ କରାଯାଇଥିବା ଇସ୍ରାଏଲ ପକ୍ଷରୁ ଘୋଷଣା କରାଯାଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାରି ଲାପିଡ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ ତୁର୍କୀର ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନଙ୍କ ସହ ମୁଁ କଥାବାର୍ତ୍ତା ହୋଇଛି। ଏହାପରେ ଇସ୍ରାଏଲ […]

yari-lapid

yari-lapid

Hemant Lenka
  • Published: Wednesday, 17 August 2022
  • Updated: 17 August 2022, 09:05 PM IST

Sports

Latest News

ଜେରୁଜେଲମ: ପୁଣିଥରେ ତୁର୍କୀ ସହ କୂଟନୀତିକ ସମ୍ପର୍କ ଯୋଡ଼ିଛି ଇସ୍ରାଏଲ। ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷ ଧରି ତିକ୍ତତା ଚାଲିଥିବାରୁ କୂଟନୀତିକ ସମ୍ପର୍କଚ୍ଛିନ୍ନ ହୋଇଥିଲା। ହେଲେ ଏବେ ତୁର୍କୀ ସହ ପୂର୍ଣ୍ଣ କୂଟନୀତିକ ସମ୍ପର୍କ ଆରମ୍ଭ କରାଯାଇଥିବା ଇସ୍ରାଏଲ ପକ୍ଷରୁ ଘୋଷଣା କରାଯାଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାରି ଲାପିଡ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ ତୁର୍କୀର ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନଙ୍କ ସହ ମୁଁ କଥାବାର୍ତ୍ତା ହୋଇଛି। ଏହାପରେ ଇସ୍ରାଏଲ ଓ ତୁର୍କୀ ସେମାନଙ୍କ ରାଷ୍ଟ୍ରଦୂତ ଓ କୂଟନୀତିକ ଅଧିକାରୀମାନଙ୍କୁ ପଠାଇବାକୁ ରାଜି ହୋଇଛନ୍ତି। ଆଞ୍ଚଳିକ ସ୍ଥିରତା ପାଇଁ ତୁର୍କୀ ସହ ଏହି ନୂଆ ସମ୍ପର୍କ ବେଶ ସହାୟକ ହେବ। ସେହିପରି ଇସ୍ରାଏଲ ଲୋକଙ୍କ ଅର୍ଥନୀତିକ ଫାଇଦା ଦୃଷ୍ଟିରୁ ଏ ସମ୍ପର୍କ ବେଶ ମହତ୍ତ୍ୱପୂର୍ଣ୍ଣ। ଆମେ ନିୟମିତ ଭାବେ ଇସ୍ରାଏଲର ଅନ୍ତର୍ଜାତୀୟ ସ୍ଥିତାବସ୍ଥାରୁ ସଶକ୍ତ କରିବାକୁ କାର୍ଯ୍ୟ କରିବୁ।”

ନିକଟରେ ପ୍ରଧାନମନ୍ତ୍ରୀ ୟାରି ଲାପିଡ ତୁର୍କୀର ରାଜଧାନୀ ଅଙ୍କରା ଯାଇଥିଲେ। ସେଠାରେ ଦୁଇ ଦେଶ ମଧ୍ୟରେ ଲାଗିଥିବା ତିକ୍ତତା ସମ୍ପର୍କରେ ସେ ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭଲୁଟ କାଭଉଲୋଙ୍କ ସହ କଥା ହୋଇଥିଲେ। ଉକ୍ତ ବୈଠକରେ ଦୁଇ ଦେଶ ପୁଣିଥରେ କୂଟନୀତିକ ସମ୍ପର୍କ ଆରମ୍ଭ କରିବେ ବୋଲି ପ୍ରାୟତ ସ୍ଥିର କରିଥିଲେ।

ଏହାପରେ ୟାରି ଲାପିଡ ଫୋନ ଯୋଗେ ତୁର୍କୀର ରାଷ୍ଟ୍ରପତି ଏର୍ଡୋଗନଙ୍କ ସହ ମଧ୍ୟ କଥା ହୋଇଥିଲେ। ଏହି ସମୟରେ ହିଁ ଉଭୟ ଦେଶ ସବୁ ତିକ୍ତତାକୁ ଭୁଲି ପୁଣିଥର ପୂର୍ଣ୍ଣ କୂଟନୀତିକ ସମ୍ପର୍କ ଆରମ୍ଭ କରିବାକୁ ରାଜି ହୋଇଥିଲେ।

ଗତ ରାତିରେ ଇସ୍ରାଏଲର ଡିରେକ୍ଟର ଜେନେରାଲ ଆଲୋନ ଉଶପିଜ ତୁର୍କୀର ଡେପୁଟି ରାଷ୍ଟ୍ରଦୂତ ସାଦତ ଓନାଲଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ଆଲୋଚନା ମାଧ୍ୟମରେ ସମାପ୍ତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story