ନୂଆ ଭାଇରସ୍‌ ଆତଙ୍କ, ଚୀନ୍‌ରେ ୩୫ ଜଣ ସଂକ୍ରମିତ

ବେଜିଂ: ଚୀନ୍‌ରୁ ଉତ୍ପନ୍ନ ହୋଇଥିବା କରୋନା ଭାଇରସ ସାରା ବିଶ୍ୱକୁ କଲବଲ କରିସାରିଲାଣି। ୨ ବର୍ଷ ହେଲାଣି ଏହି ମହାମାରୀ ସମସ୍ତଙ୍କୁ ସଂକ୍ରମିତ କରୁଛି। ଏହାରି ଭିତରେ ଆଉ ଏକ ନୂଆ ଭାଇରସର ଆତଙ୍କ ସୃଷ୍ଟି ହୋଇଛି। ଏହି ନୂଆ ଭାଇରସ ନାଁ ‘ଲିଙ୍ଗୟା’ ରଖାଯାଇଛି। ଏହି ଭାଇରସ ଏବେ ଚୀନର ଚିନ୍ତା ବଢ଼ାଇ ଦେଇଛି। ଶାନ୍‌ଡୋଙ୍ଗ୍‌ ଏବଂ ହେନାନ୍‌ ପ୍ରଦେଶରେ ଏଯାବତ୍‌ ୩୫ଜଣ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗ୍ଲୋବାଲ ଟାଇମ୍ସର […]

New virus-langya

New virus-langya

Madhupriya Mistry
  • Published: Wednesday, 10 August 2022
  • Updated: 10 August 2022, 10:50 AM IST

Sports

Latest News

ବେଜିଂ: ଚୀନ୍‌ରୁ ଉତ୍ପନ୍ନ ହୋଇଥିବା କରୋନା ଭାଇରସ ସାରା ବିଶ୍ୱକୁ କଲବଲ କରିସାରିଲାଣି। ୨ ବର୍ଷ ହେଲାଣି ଏହି ମହାମାରୀ ସମସ୍ତଙ୍କୁ ସଂକ୍ରମିତ କରୁଛି। ଏହାରି ଭିତରେ ଆଉ ଏକ ନୂଆ ଭାଇରସର ଆତଙ୍କ ସୃଷ୍ଟି ହୋଇଛି। ଏହି ନୂଆ ଭାଇରସ ନାଁ 'ଲିଙ୍ଗୟା' ରଖାଯାଇଛି। ଏହି ଭାଇରସ ଏବେ ଚୀନର ଚିନ୍ତା ବଢ଼ାଇ ଦେଇଛି। ଶାନ୍‌ଡୋଙ୍ଗ୍‌ ଏବଂ ହେନାନ୍‌ ପ୍ରଦେଶରେ ଏଯାବତ୍‌ ୩୫ଜଣ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ଗ୍ଲୋବାଲ ଟାଇମ୍ସର ରିପୋର୍ଟ ମୁତାବକ, ‘ହେନିପାଭାଇରସ୍‌’ ପ୍ରଜାତିର ଏହି ଭୂତାଣୁକୁ ଏଲ୍‌ଏବି ମଧ୍ୟ କୁହାଯାଏ। ଏହି ନୂତନ ପ୍ରଜାତିର ‘ହେନିପାଭାଇରସ୍’ ପୂର୍ବାଞ୍ଚଳ ଚୀନ୍‌ରେ ଜ୍ୱରରେ ପୀଡ଼ିତ ରୋଗୀମାନଙ୍କ ତଣ୍ଟିରୁ ସଂଗୃହୀତ 'ସ୍ୱାବ୍‌ ସାମ୍ପଲ୍‌’ରେ ଚିହ୍ନଟ କରାଯାଇଛି।

ରୋଗୀମାନଙ୍କ ନମୂନା ପ୍ରାଣୀ ଦେହରୁ ଆସିଛି ବୋଲି ମନେ ହେଉଥିବା ଏହି ‘ହେନିପାଭାଇରସ୍‌’ର ସମ୍ପୃକ୍ତି ଜ୍ୱର ସହ ରହୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ୱର, ଥକାପଣ, କାଶ, ଅରୁଚି, ମାଂସପେଶୀରେ ଯନ୍ତ୍ରଣା  ଏବଂ ବାନ୍ତି ଆଦି ଲକ୍ଷଣ ଦେଖାଯାଉଛି।

ଏହି ଭାଇରସର କୌଣସି ଚିକିତ୍ସା ନାହିଁ କିମ୍ବା ଏଥିପାଇଁ କୌଣସି ଟିକା ମଧ୍ୟ ନାହିଁ। ଏହି ଭୂତାଣୁରେ ସଂକ୍ରମିତ ରୋଗୀଙ୍କ କେବଳ ସଠକ୍‌ ଦେଖାରେଖାରେ ଚିକିତ୍ସା କରାଯାଇପରି।  ‘ହେନିପାଭାଇରସ୍‌’ ସଂକ୍ରମଣ ଯୋଗୁଁ  ଏପର୍ଯ୍ୟନ୍ତ କାହାରି ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇ ନାହିଁ, କି, କେହି ମରି ନାହାନ୍ତି। ତେଣୁ, ଏଥିପାଇଁ ଆତଙ୍କିତ ହେବା ଅନାବଶ୍ୟକ ନାହିଁ ବୋଲି ‘ଡ୍ୟୁକ୍‌-ଏନ୍‌ୟୁସି ମେଡିକାଲ୍‌ ସ୍କୁଲ୍‌’ର ‘ଏମର୍ଜିଙ୍ଗ୍‌ ଇନ୍‌ଫେକ୍‌ସିୟସ୍‌ ଡିଜିଜ୍‌ ପ୍ରୋଗ୍ରାମ୍‌’ର ପ୍ରଧ୍ୟାପକ ୱାଙ୍ଗ୍‌ ଲିନ୍‌ଫା କହିଛନ୍ତି। କିନ୍ତୁ, ଏହାକୁ ହାଲ୍‌କାରେ ନେବା ଉଚିତ ନୁହେଁ। ଏଥିପ୍ରତି ଜାଗ୍ରତ ଓ ସଚେତନ ରହିବା ଜରୁରୀ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story