ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ

ଲଣ୍ଡନ: ଧୀରେ ଧୀରେ ଘାତକ ହେଉଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଠାରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି। ଏନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ବ୍ରିଟେନର ଟିକାକେନ୍ଦ୍ରରେ ଭିଡ ଜମିଛି। ଓମିକ୍ରନ ଠାରୁ ଦୂରେଇ ରହିବା ପାଇଁ ଲୋକେ ବୁଷ୍ଟର ଡୋଜ ନେବା […]

Omicron

Omicron

Madhupriya Mistry
  • Published: Monday, 13 December 2021
  • Updated: 13 December 2021, 06:19 PM IST

Sports

Latest News

ଲଣ୍ଡନ: ଧୀରେ ଧୀରେ ଘାତକ ହେଉଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଠାରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି। ଏନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଏହି ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ବ୍ରିଟେନର ଟିକାକେନ୍ଦ୍ରରେ ଭିଡ ଜମିଛି। ଓମିକ୍ରନ ଠାରୁ ଦୂରେଇ ରହିବା ପାଇଁ ଲୋକେ ବୁଷ୍ଟର ଡୋଜ ନେବା ଲାଗି ଲମ୍ବା ଧାଡି ଲଗାଇଛନ୍ତି।

https://twitter.com/ANI/status/1470362096734912520?s=20

ଉଲ୍ଲେଖଯୋଗ୍ୟ ଯେ, ଓମିକ୍ରନର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବ୍ରିଟେନରେ କରୋନା ଟିକାର ବୁଷ୍ଟର ଡୋଜ ନେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରବିବାର ଦିନ କରୋନାର ପରବର୍ତ୍ତୀ ଲହର ବିଷୟରେ ଚେତାବନୀ ଦେଇଥିବା ଜନସନ ଗଣମାଧ୍ୟମକୁ କହିଛନ୍ତି ଯେ ଓମିକ୍ରନ୍ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି, ଯାହା ବେଶ୍‌ ଦୁଃଖଦାୟକ।

ଓମିକ୍ରନ୍‌ ଭାଇରସ ବେଶ୍‌ ମାଇଲ୍ଡ, ଏହା ଅଧିକ ବିପଜ୍ଜନକ ନୁହେଁ ବୋଲି ଯଦି ଆଣମାନେ ଭାବୁଛନ୍ତି ତେବେ ତାହା ଭୁଲ୍‌।  ଏହି ଚିନ୍ତାଧାରା ବଦଳାଇ ଦିଅନ୍ତୁ।  ଦ୍ରୁତ ଗତିରେ ବ୍ୟାପୁଥିବା ଏହି ଭାଇରସର ଗତିକୁ ଚିହ୍ନିବା ଉଚିତ୍। ଏହା ଲୋକଙ୍କ ମଧ୍ୟରେ ବେଶ୍‌ ଦ୍ରୁତ ଗତିରେ ବ୍ୟାପୁଛି। ଏବଂ ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆମେ ସମସ୍ତେ ବୁଷ୍ଟର୍ ଡୋଜ ନେବା ଉଚିତ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି।

ବ୍ରିଟେନ୍‌ରେ ଓମିକ୍ରନ୍‌ ଆକ୍ରାନ୍ତ ମାମଲା ଧୀରେ ଧୀରେ ବଢ଼ି ଚାଲିଛି। ହସ୍ପିଟାଲଗୁଡିକରେ ମଧ୍ୟ ରୋଗୀ ସଂଖ୍ୟା ବଢ଼ିଛି। ଏଥିପାଇଁ ଇଂଲଣ୍ଡରେ ୩୦ ବର୍ଷ ଏବଂ ତା'ଠାରୁ ଅଧିକ ବୟସ୍କ ବ୍ୟକ୍ତି ପାଇଁ କରୋନା ଟିକାର ବୁଷ୍ଟର ଡୋଜ୍‌ ପାଇଁ ସୋମବାର ଠାରୁ ବୁକିଂ ଆରମ୍ଭ ହେଉଛି। ଏନେଇ ଅଧିକାରୀଙ୍କ ପକ୍ଷରୁ ରବିବାର ସୂଚନା ଦିଆଯାଇଥିଲା।

ଇଂଲଣ୍ଡରେ ୩୦ରୁ ୩୯ ବର୍ଷ ବୟସର ୭୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି। ଏଥିରୁ ୩୫ ଲକ୍ଷ ଲୋକ ସୋମବାର ବୁଷ୍ଟର ଡୋଜ୍‌ ନେବେ। ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଇଂଲଣ୍ଡର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା ଅଧିକାରୀ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story