ପୁଟିନ୍‌ଙ୍କ ପ୍ରେମିକା ଉପରେ କଟକଣା ଲଗାଇଲେ ବାଇଡେନ୍‌!

ୱାଶିଂଟନ୍‌: ରୁଷ ଉପରେ ପୁଣି କଟକଣା ଜାରି କଲା ଆମେରିକା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ ତଥାକଥିତ ପ୍ରମିକାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। କେବଳ ପୁଟିନଙ୍କ ପ୍ରେମିକା ନୁହେଁ ରୁଷର କିଛି ବଛା ବଛା ବ୍ୟକ୍ତିଙ୍କ ଉପରେ ମଧ୍ୟ ଅଙ୍କୁଶ ଲଗାଇଛି ଆମେରିକା। ଆମେରିକାର ଅର୍ଥ ମନ୍ତ୍ରାଳୟ ମଙ୍ଗଳବାର ଦେଇଥିବା ସୂଚନା ମୁତାବକ, ଆମରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ପ୍ରଶାସନ ପୂର୍ବତନ ଅଲିମ୍ପିକ୍ ଜିମ୍ନାଷ୍ଟ ଓ ରାଜ୍ୟ ଡ୍ୟୁମାର ପୂର୍ବତନ ସଦସ୍ୟ […]

vladimir-putin and joe biden

vladimir-putin and joe biden

Madhupriya Mistry
  • Published: Wednesday, 03 August 2022
  • Updated: 03 August 2022, 12:16 PM IST

Sports

Latest News

ୱାଶିଂଟନ୍‌: ରୁଷ ଉପରେ ପୁଣି କଟକଣା ଜାରି କଲା ଆମେରିକା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ ତଥାକଥିତ ପ୍ରମିକାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। କେବଳ ପୁଟିନଙ୍କ ପ୍ରେମିକା ନୁହେଁ ରୁଷର କିଛି ବଛା ବଛା ବ୍ୟକ୍ତିଙ୍କ ଉପରେ ମଧ୍ୟ ଅଙ୍କୁଶ ଲଗାଇଛି ଆମେରିକା।

ଆମେରିକାର ଅର୍ଥ ମନ୍ତ୍ରାଳୟ ମଙ୍ଗଳବାର ଦେଇଥିବା ସୂଚନା ମୁତାବକ, ଆମରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ପ୍ରଶାସନ ପୂର୍ବତନ ଅଲିମ୍ପିକ୍ ଜିମ୍ନାଷ୍ଟ ଓ ରାଜ୍ୟ ଡ୍ୟୁମାର ପୂର୍ବତନ ସଦସ୍ୟ (ରୁଷ ସଂସଦର ନିମ୍ନ ଗୃହ) ଆଲିନା କାବେଭାଙ୍କ ଭିସା ସିଜ୍‌ କରିବା ସହ ତାଙ୍କ ସମ୍ପତ୍ତି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି। କାବେଭା ରୁଷର ଏକ ମିଡିଆ କମ୍ପାନୀର ମୁଖ୍ୟ ଅଟନ୍ତି, ଯିଏ ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣକୁ ସମର୍ଥନ କରୁଥିବା ଆମେରିକା ମନ୍ତ୍ରାଳୟ କହିଛି।

ଜେଲରେ ବନ୍ଦୀ ଥିବା ପୁଟିନଙ୍କ ସମାଲୋଚକ ଆଲେକ୍ସି ନାଭାଲନି ଦୀର୍ଘ ଦିନରୁ କବେଭାଙ୍କ ବିରୋଧରେ କଟକଣା ଦାବି କରିଆସୁଥିଲେ। ତାଙ୍କ କହିବା କଥା ଥିଲା, କାବେଭାଙ୍କ ମିଡିଆ କମ୍ପାନୀ ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ନେଇ ପଶ୍ଚିମ ଦେଶଗୁଡିକୁ ଟିପ୍ପଣୀ କରିବା ସିହ ଦୁଃଷ୍ପ୍ରଚାର ମଧ୍ୟ କରୁଥିଲେ। ତେଣୁ ମେ' ମାସରେ ବ୍ରିଟେନ୍‌ କାବେଭାଙ୍କ ଉପରେ କଟକଣା ଲଗାଇବା ପାଇଁ ମଞ୍ଜୁରୀ ଦେଇଥିଲା। ସେହିପରି ୟୁରୋପୀୟ ସଙ୍ଘ ମଧ୍ୟ ଜୁନ୍‌ ମାସରେ ତାଙ୍କ ଯାତ୍ରା ଓ ସମ୍ପତ୍ତି ଉପରେ କଟକଣା ଲଗାଇବା ପାଇଁ ଘୋଷଣା କରିଥିଲା।

ଆମରିକାର ଅର୍ଥ ମନ୍ତ୍ରାଳୟ  ୱିଟନହର୍ଷ୍ଟ ଇଷ୍ଟେଟର ମାଲିକ ଆଣ୍ଡ୍ରେ ଗ୍ରିଗୋରିଭିଚ୍ ଗୁରେଭଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି। ପଚିଶ କୋଠରୀ ବିଶିଷ୍ଟ ୱିଟନହର୍ଷ୍ଟ ଇଷ୍ଟେଟ୍ ହେଉଛି ବକିଙ୍ଗହମ୍ ପ୍ୟାଲେସ୍ ପରେ ଲଣ୍ଡନର ଦ୍ୱିତୀୟ ବୃହତ୍ତମ ପ୍ରାସାଦ। ତାଙ୍କର ୧୨ କୋଟି ଡଲାରର ଦାମ୍‌ର ନୌକା ଆଲଫା ନେରୋ ମଧ୍ୟ ଏହି କଟକଣା ଅଧୀନରେ ରହିଛି। ଆଣ୍ଡ୍ରେଙ୍କ ପୁଅ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

ଏହାପୂର୍ବରୁ ଏପ୍ରିଲ ମାସରେ ଆମେରିକା ପୁଟିନଙ୍କ ଦୁଇ ଝିଅ କ୍ୟାଟ୍ରିନା ଭ୍ଲାଦିମିରୋଭନା ତିଖୋନୋଭା ଏବଂ ମାରିଆ ଭ୍ଲାଦିମିରୋଭନା ଭୋରୋତ୍ସୋଭାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହା ବ୍ୟତୀତ ଆମେରିକାର ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ ୮୯୩ଟି ରୁଷିଆ ସଙ୍ଘୀୟ ଅଧିକାରୀଙ୍କ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏହି ଅଧିକାରୀମାନଙ୍କ ମଧ୍ୟରେ ରୁଷର ବରିଷ୍ଠ ସୈନିକମାନେ ମଧ୍ୟ ସାମିଲ ଅଛନ୍ତି। ଏହି ସମସ୍ତ ଅଧିକାରୀଙ୍କ ଭିସାକୁ ଅଚଳ କରିଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story