ଧମକ ଦେଲେ ଇମ୍ରାନ ଖାନ, କହିଲେ ଏବେ ଅଧିକ ବିପଜ୍ଜନକ ହୋଇପାରେ

ଇସଲାମାବାଦ: ଅନାସ୍ଥା ଭୋଟରେ ହାରି ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ହରାଇଥିବା ଇମ୍ରାନ ଖାନ ହେବେ ସମସ୍ତଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କ୍ଷମତାରୁ ହଟି ଯାଇଥିବାରୁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ବୋଲି କହିଛନ୍ତି। ପେଶାୱରରେ ଆୟୋଜିତ ଗୋଟିଏ ରାଲିରେ ଇମ୍ରାନ ଖାନ କହିଛନ୍ତି, “ମୁଁ ଯେତେବେଳେ ସରକାରର ଅଂଶବିଶେଷ ଥିଲି ସେତେବେଳେ କାହା ପାଇଁ ବିପଜ୍ଜନକ ନ ଥିଲି। କିନ୍ତୁ ଏବେ ମୁଁ ଅଧିକ ବିପଜ୍ଜନକ ହୋଇପାରେ।” ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପଛରେ ଗଭୀର […]

Pakistan

Pakistan

Hemant Lenka
  • Published: Thursday, 14 April 2022
  • Updated: 14 April 2022, 01:15 PM IST

Sports

Latest News

ଇସଲାମାବାଦ: ଅନାସ୍ଥା ଭୋଟରେ ହାରି ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ହରାଇଥିବା ଇମ୍ରାନ ଖାନ ହେବେ ସମସ୍ତଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କ୍ଷମତାରୁ ହଟି ଯାଇଥିବାରୁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ବୋଲି କହିଛନ୍ତି। ପେଶାୱରରେ ଆୟୋଜିତ ଗୋଟିଏ ରାଲିରେ ଇମ୍ରାନ ଖାନ କହିଛନ୍ତି, “ମୁଁ ଯେତେବେଳେ ସରକାରର ଅଂଶବିଶେଷ ଥିଲି ସେତେବେଳେ କାହା ପାଇଁ ବିପଜ୍ଜନକ ନ ଥିଲି। କିନ୍ତୁ ଏବେ ମୁଁ ଅଧିକ ବିପଜ୍ଜନକ ହୋଇପାରେ।”

ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ଇମ୍ରାନ ଖାନ ପୁଣିଥରେ ଅଭିଯୋଗ କରିଛନ୍ତି। ସଂସଦରେ ଅନାସ୍ଥା ପ୍ରସ୍ତାବ ପାରିତ ପୂର୍ବରୁ କାହିଁକି ମଧ୍ୟରାତ୍ରରେ ସୁପ୍ରିମକୋର୍ଟର ଶୁଣାଣି ଆରମ୍ଭ ହୋଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟରାତ୍ରରେ ଶୁଣାଣି ଆରମ୍ଭ କରିଥିଲେ ହେଁ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ କୌଣସି ପ୍ରକାରର ରାୟ ଶୁଣାଇ ନଥିଲେ।

କାରଣ ଏହାପୂର୍ବରୁ ହିଁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା। ଏଥିରେ ଇମ୍ରାନ ଖାନ ପରାସ୍ତ ହୋଇଥିଲେ। କେବଳ ସୁପ୍ରିମକୋର୍ଟ ନୁହେଁ, ଇସଲାମାବାଦ ହାଇକୋର୍ଟ ମଧ୍ୟ ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଆବେଦନର ଶୁଣାଣି କରିବାକୁ ମଧ୍ୟ ରାତ୍ରରେ କାର୍ଯ୍ୟ ଆରମ୍ଭ କରିଥିଲା।

ଏସବୁ ପ୍ରସଙ୍ଗରେ ଇମ୍ରାନ ଖାନ କହିଛନ୍ତି, “କୋର୍ଟଗୁଡ଼ିକ ମଧ୍ୟରାତ୍ରରେ ଖୋଲିଥିଲା। କାହିଁକି? କ’ଣ ମୁଁ କୌଣସି ଆଇନ ଭାଙ୍ଗିଥିଲି? ଆମେ କେବେ ହେଲେ କୌଣସି ଆମଦାନୀ ସରକାରଙ୍କୁ ଗ୍ରହଣ କରିବୁ ନାହିଁ। ପାକିସ୍ତାନର ଲୋକମାନେ ଏପରି ଆଚରଣକୁ ବିରୋଧ କରୁଥିବା ସେମାନଙ୍କ ବିକ୍ଷୋଭରୁ ପ୍ରମାଣ ମିଳିଛି

ପ୍ରତିଥର ଦେଶରେ କ୍ଷମତାରେ ଥିବା ଲୋକଙ୍କୁ ବିଦା କରାଯାଇଛି। ସେମାନେ ଉତ୍ସବ ମଧ୍ୟ ମନାଉଛନ୍ତି। ହେଲେ ଏଥର ଲୋକମାନେ ଏହାକୁ ବିରୋଧ କରି ବିକ୍ଷୋଭ କରିଛନ୍ତି। ଆମେରିକା ଆମ ଉପରେ ଏପରି ନୂଆ ସରକାର ଲଦି ଦେଇ ଅପମାନିତ କରିଛି। ଜୁଲଫିକର ଅଲୀ ଭୁଟୋ ଆମେରିକାର ଷଡ଼ଯନ୍ତ୍ର ଯୋଗୁ ବିହିଷ୍କୃତ ହୋଇଥିଲେ। ଏହା ୧୯୭୦ର ପାକିସ୍ତାନ ନୁହେଁ। ଏହା ନୂଆ ପାକିସ୍ତାନ। ଭାରତ ଓ ଇସ୍ରାଏଲ ମଧ୍ୟ ମୁଁ କ୍ଷମତାରୁ ହଟିବା ପରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି।”

ପାକିସ୍ତାନ ନ୍ୟାୟପାଳିକା ନିରପେକ୍ଷ ଭାବେ ତା’ର ଦାୟିତ୍ୱ ସମ୍ପାଦନ କରୁ ନଥିବା ମଧ୍ୟ ଇମ୍ରାନ ଖାନ ଅଭିଯୋଗ କରିଛନ୍ତି। ଏଥିସହ ସେ ତାଙ୍କ ରାଜନୀତିକ କ୍ୟାରିୟର ମଧ୍ୟରେ କେବେ ହେଲେ ଲୋକମାନଙ୍କୁ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ବିରୋଧରେ ଉସକାଇ ନଥିବା ମଧ୍ୟ କହିଛନ୍ତି।

ଅନ୍ୟପକ୍ଷରେ ପିପିପି ଓ ପିଏମଏଲ(ଏନ୍‌) ଭଳି ଦଳର ନେତାମାନେ ଇମ୍ରାନଙ୍କ ଖାନଙ୍କ ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି। ନ୍ୟାୟପାଳିକାକୁ ସମାଲୋଚନା କରିବା ଠିକ୍‌ ନୁହେଁ ଓ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ କରାଯାଉଥିବାରୁ କୋର୍ଟ ମଧ୍ୟରାତ୍ରରେ ଖୋଲିଥିଲା ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story