ଗ୍ରହ ଲଗାଇ ଦେବ ଗ୍ରହଣ; ଚାଲିଯିବ ୟେଦ୍ୟୁରପ୍ପାଙ୍କ ଚୌକି!

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ରାଜ୍ୟବାସୀ କୌଣସି ନିର୍ଦ୍ଦିଷ୍ଟ ଦଳକୁ ବହୁମତ ନଦେବା ପରେ ଚାଲିଛି ରାଜନୈତିକ ଟଣାଓଟରା। ଏହା ମଧ୍ୟରେ ନିର୍ବାଚନରେ ୧୦୪ ସିଟ୍‌ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ୟେଦ୍ୟୁରପ୍ପାଙ୍କ ଉପରେ ହୋଇଥିବା ଭବିଷ୍ୟତବାଣୀକୁ ନେଇ ଚିନ୍ତାପଡ଼ିଯାଇଛି ବିଜେପି। ଜ୍ୟୋତିଷଙ୍କ କହିବା ଅନୁସାରେ ୟେଦ୍ୟୁରପ୍ପାଙ୍କ ଜନ୍ମ କୁଣ୍ଡଳୀରେ ସାଢ଼େ ସାତ […]

YEDURAPPA

YEDURAPPA

Rakesh Mallick
  • Published: Friday, 18 May 2018
  • Updated: 18 May 2018, 11:36 AM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ରାଜ୍ୟବାସୀ କୌଣସି ନିର୍ଦ୍ଦିଷ୍ଟ ଦଳକୁ ବହୁମତ ନଦେବା ପରେ ଚାଲିଛି ରାଜନୈତିକ ଟଣାଓଟରା। ଏହା ମଧ୍ୟରେ ନିର୍ବାଚନରେ ୧୦୪ ସିଟ୍‌ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ୟେଦ୍ୟୁରପ୍ପାଙ୍କ ଉପରେ ହୋଇଥିବା ଭବିଷ୍ୟତବାଣୀକୁ ନେଇ ଚିନ୍ତାପଡ଼ିଯାଇଛି ବିଜେପି।

ଜ୍ୟୋତିଷଙ୍କ କହିବା ଅନୁସାରେ ୟେଦ୍ୟୁରପ୍ପାଙ୍କ ଜନ୍ମ କୁଣ୍ଡଳୀରେ ସାଢ଼େ ସାତ ଶନି ଚଳନ କରୁଛି। ୟେଦ୍ୟୁରପ୍ପା ଯେଉଁ ସମୟରେ ଶପଥ ନେଲେ ସେତେବେଳେ ରାହୁ ଓ ମଙ୍ଗଳର ପ୍ରକୋପ ହେତୁ ରାଜ୍ୟରେ ବିଜେପି ସରକାର ସଂଖ୍ୟା ଗରିଷ୍ଠତା ପାଇବାରେ ଅସଫଳ ହେବ ବୋଲି ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି।

ଏହା ପୂର୍ବରୁ  ୨୦୦୭ ମସିହାରେ ନଭେମ୍ବର ମାସରେ ଅନୁରୂପ ଗ୍ରହଦୋଷ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୭ ଦିନ ମଧ୍ୟରେ ତାଙ୍କ ସରକାର ବହୁମତ ହାସଲ ନ କରିପାରିବାରୁ ଭାଙ୍ଗିଯାଇଥିଲା। ଏହାପରେ  ୨୦୦୮ ମସିହାରେ ୟେଦ୍ୟୁରପ୍ପା ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ସେହି ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ୨୦୧୧ ମସିହା ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେହିବର୍ଷ ୟେଦ୍ୟୁରପ୍ପା ଭ୍ରଷ୍ଟାଚାର ଓ ଦୁର୍ନୀତି ମାମଲାରେ  ଜେଲ ମଧ୍ୟ ଯାଇଥିଲେ। ଏହି ସବୁ ଘଟଣାକ୍ରମ ପଛରେ ୟେଦ୍ୟୁରପ୍ପାଙ୍କ  ଜନ୍ମ କୁଣ୍ଡଳୀ ଦାୟୀ ବୋଲି କୁହାଯାଇଛି। ସେହି ସମୟରେ ତାଙ୍କକୁଣ୍ଡଳୀରେ ସୂର୍ଯ୍ୟଙ୍କ ମହାଦଶା ଥିଲା।

ମକର ରାଶିରେ ମଙ୍ଗଳ ଓ କେତୁର ଚଳନ ହେତୁ କର୍ଣ୍ଣାଟକରେ ରାଜନୈତିକ ହିଂସା ଦେଖାଯିବ ବୋଲି ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି। ସେହିପରି ଆଗାମୀ ୩୩ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ  ସୁପ୍ରିମକୋର୍ଟଙ୍କଠାରୁ ଶକ୍ତ ଧକ୍କା ମିଳିବାର ସଙ୍କେତ ଦେଖାଦେଇଥିବା କିଛି ଜ୍ୟୋତିଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story