ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣା, ସାମ୍ନାକୁ ଆସିଲା ସ୍ୱଚ୍ଛତାର ନଗ୍ନ ଚିତ୍ର

ଡାକ୍ତରଖାନା କ୍ୟାଣ୍ଟିନ ନିକଟରେ ଥିବା ଏକ ନାଳରେ ଘୁଷୁରିମାନେ ବୁଲାବୁଲି କରୁଛନ୍ତି, ଯାହା ଅତ୍ୟନ୍ତ ଅପରିଷ୍କାର। ଆଉ ଏହିଠାରେ ହିଁ ରୋଗୀଙ୍କ ସମ୍ପର୍କୀୟ ଦାନ୍ତ ଘଷୁଛନ୍ତି, ବାସନ ମାଜୁଛନ୍ତି।

Incident Picture

ଡାକ୍ତରଖାନା କ୍ୟାଣ୍ଟିନ ନିକଟ ଦୃଶ୍ୟ

Debibandita Barick
  • Published: Wednesday, 04 October 2023
  • Updated: 04 October 2023, 02:24 PM IST

News Highlights

  • କ୍ୟାଣ୍ଟିନ ନିକଟରେ ବୁଲୁଛନ୍ତି ଘୁଷୁରି, ସେହିଠାରେ ନିତ୍ୟକର୍ମ କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ
  • ଦୁଇ ଦିନରେ ଏଠାରେ ପ୍ରାଣ ହରାଇଥିଲେ 31 ରୋଗୀ
  • ଡାକ୍ତରଖାନା ଡିନ୍ କହିଥିଲେ ଔଷଧ, ଡାକ୍ତର ସବୁ ସୁବିଧା ଅଛି, ରୋଗୀଙ୍କ ଉପରେ ଚିକିତ୍ସା ରେସ୍ପଣ୍ଡ କରୁନି

Sports

Latest News

ମହାରାଷ୍ଟ୍ର ନାନ୍ଦେଡ ସ୍ଥିତ ଡ. ଶଙ୍କରରାଓ ଚୌହ୍ୱାନ ମେଡିକାର କଲେଜ ଏବଂ ହସ୍ପିଟାଲର ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ। ଏଠାରେ ଦୁଇ ଦିନରେ 48 ରୋଗୀଙ୍କର ମୃତ୍ୟୁ ଘଟି ସାରିଥିଲେ ବି ସ୍ୱଚ୍ଛତାକୁ ଯେପରି ଫୁ କରିଦେଇଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। କାରଣ ଏପରି ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯେ କେହିବି ଛିଃ ଛିଃ କହିବ।

ଡାକ୍ତରଖାନା କ୍ୟାଣ୍ଟିନ ନିକଟରେ ଥିବା ଏକ ନାଳରେ ଘୁଷୁରିମାନେ ବୁଲାବୁଲି କରୁଛନ୍ତି, ଯାହା ଅତ୍ୟନ୍ତ ଅପରିଷ୍କାର। ଆଉ ଏହିଠାରେ ହିଁ ରୋଗୀଙ୍କ ସମ୍ପର୍କୀୟ ଦାନ୍ତ ଘଷୁଛନ୍ତି, ବାସନ ମାଜୁଛନ୍ତି। ଗାଁ ସୁନ୍ଦର ଧୋବା ତୁଠରୁ ଭଳି ଯଦି ଡାକ୍ତରଖାନା ବାହାରେ ଏପରି ଚିତ୍ର ତେବେ ଭିତରେ ସ୍ୱଚ୍ଛତାକୁ ନେଇ କେତେ ଗୁରୁତ୍ୱ ଦିଆଯାଉଥିବ ତାହା ଏଥିରୁ ଅନୁମେୟ।

Also Read

ମହାରାଷ୍ଟ୍ର ଏହି ସରକାରୀ ଡାକ୍ତରଖାନାରେ 24 ଘଣ୍ଟାରେ 31 ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଏଥିରେ 16ରୁ ଅଧିକ କମ୍ ବୟସର ପିଲା ଏବଂ ନବଜାତ ଶିଶୁ ଅଛନ୍ତି। ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ପାଇଁ ଡାକ୍ତରଖାନାର ଅବହେଳାକୁ ଦାୟୀ କରାଯାଉ ଥିବାବେଳେ ଏହାକୁ ଖଣ୍ଡନ କରିଥିଲେ ଡିନ୍। ପର୍ଯ୍ୟାପ୍ତ ଔଷଧ, ଡାକ୍ତର ଅଛନ୍ତି। କିନ୍ତୁ ରୋଗୀଙ୍କ ଶରୀରରେ ଚିକିତ୍ସା କାମ ଦେଉନଥିବାରୁ ମୃତ୍ୟୁ ଘଟୁଥିବା ସେ କହିଥିରେ। 

ଯଦି ଏପରି ପରିବେଶରେ ଡାକ୍ତରଖାନା ରହେ, ତେବେ ରୋଗୀଙ୍କ ଶରୀରରେ କିପରି ଔଷଧର ପ୍ରତିକ୍ରାୟା ପଡିବ, ଏହା ଏକ ମୁଖ୍ୟ ପ୍ରଶ୍ନ। ମହାରାଷ୍ଟ୍ର ଭଳି ଜନ ବହୁଳ ସହରରେ ଏପରି ଅବ୍ୟବସ୍ଥା ନିଶ୍ଚିତ ରୂପେ ନିନ୍ଦନୀୟ। 

ଡାକ୍ତରଖାନା ପରିବେଶ ସବୁବେଳେ ଏହିପରି ରହେ ବୋଲି ଜଣେ ମହିଳା କହିଛନ୍ତି। ଅନ୍ୟ ଜଣେ ଅଭିଯୋଗ କରିଛନ୍ତି, "ଆମେ ଶୌଚାଳୟ ବ୍ୟବହାର କରିପାରୁ ନାହୁଁ। ଆମେ ଏଠାରେ କିଛି ପାଉନାହିଁ। ଔଷଧ ପାଇଁ ବି ବାହାରକୁ ଯିବାକୁ ପଡୁଛି, ଗରିବ ଲୋକ କରିବେ କଣ?"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story