ନେପାଳରେ ଶକ୍ତ ଭୂକମ୍ପ ଝଟକା, ଥରିଲା ଉତ୍ତର ଭାରତ

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.2 ମ୍ୟାଗ୍ନେଚ୍ୟୁଡ୍ ହୋଇଥିବା ସୂଚନା। ଭାରତର ପଡୋଶୀ ରାଷ୍ଟ୍ରରେ ଭୂକମ୍ପ ନେଇ ପୂର୍ବାନୁମାନ କରିଥିଲେ ନେଦରଲାଣ୍ଡ ବୈଜ୍ଞାନିକ।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Tuesday, 03 October 2023
  • Updated: 03 October 2023, 04:23 PM IST

Sports

Latest News

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ତୀବ୍ର ଭୂକମ୍ପ ଅନୁଭୂତ। ଘର ଛାତ ଦୋହଲିବାରୁ ଭୟଭିତ ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.2 ମ୍ୟାଗ୍ନେଚ୍ୟୁଡ୍ ହୋଇଥିବା ସୂଚନା।

ହଠାତ୍ ମାଟି ଥରିଉଠିବାରୁ ଲୋକମାନେ ଭୟଭୀତ ହୋଇପଡିଥିଲେ। ଦିନ 2ଟା 35 ମିନିଟରେ ଭୂକମ୍ପ ଝଟକା ଲାଗିଥିଲା। ଲାଇଟ୍, ଫ୍ୟାନ୍ ସମେତ ଘରେ ଥିବା ବିଭିନ୍ନ ଆସବାବପତ୍ର ଥରି ଉଠିଥିଲା। ଫଳରେ ଅଫିସରେ ଥିବା କର୍ମଚାରୀ ଏବଂ ସାଧାରଣ ଲୋକେ ଅଫିସ୍ ଏବଂ ଘରୁ ଭୟରେ ବାହାରକୁ ଚାଲି ଆସିଥିଲେ।

ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା ବୋଲି କୁହାଯାଉଛି। ନେପାଳରେ ଅଧ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ଝଟକା ଲାଗିଥିଲା। ମାତ୍ର ଏପର୍ଯ୍ୟନ୍ତ ସୁଦ୍ଧା ସେଠାକାର କୌଣସି କ୍ଷତିକ୍ଷତି ବାବଦରେ ରିପୋର୍ଟ ମିଳିପାରି ନାହିଁ।

ରିପୋର୍ଟ ଅନୁସାରେ ଦିଲ୍ଲୀ ନୋଏଡାରେ 10 ରୁ 15 ସେକେଣ୍ଡ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭୂକମ୍ପ ଅନୁଭୂତ ହୋଇଥିଲା। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଏବଂ ବରେଲିରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏସବୁ ମଧ୍ୟରେ ଭୂକମ୍ପ ନେଇ ଜଣେ ନେଦରଲ୍ୟାଣ୍ଡର ବୈଜ୍ଞାନିକ କରିଥିବା ପୂର୍ବାନୁମାନକୁ ନେଇ ବେଶ୍ ଚର୍ଚ୍ଚା ହୋଇଛି। ସେ ପୂର୍ବାନୁମାନ କରି କହିଥିଲେ ଯେ, ଭାରତର ପଡୋଶୀ ଦେଶରେ ଭୂକମ୍ପ ହେବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ, ନେଦରଲାଣ୍ଡର ବୈଜ୍ଞାନିକ ଫ୍ରାଙ୍କ ହୁଗରବିଟ୍ସ ସୋମବାର (ଅକ୍ଟୋବର 2) ପୂର୍ବାନୁମାନ କରି କହିଥିଲେ ଯେ, ପାକିସ୍ତାନରେ ଭୂକମ୍ପ ହୋଇପାରେ। କିନ୍ତୁ ଭାରତରେ କମ୍ପନ ଅନୁଭୂତ ହୋଇଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଚଳିତ ବର୍ଷ ଆରମ୍ଭରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପର ମଧ୍ୟ ପୂର୍ବାନୁମାନ କରିଥିଲେ ଫ୍ରାଙ୍କ୍ ହୁଗରବିଟ୍ସ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story