ଜେଇଇ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର:ଇଞ୍ଜିନିୟରିଂ ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇର ମୁଖ୍ୟ ପରୀକ୍ଷା ଫଳ ପ୍ରକାଶତ  । ଜେଇଇ ମେନ୍ ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ସିବିଏସଇ ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପାଇଁ ଗତ ଏପ୍ରିଲ ୪ ତାରିଖରେ ହୋଇଥିଲା ପରୀକ୍ଷା । ଓଡ଼ିଶାରୁ ପ୍ରାୟ ୫୦ହଜାର ପରୀକ୍ଷାର୍ଥୀ ଏଥର ଦେଇଥିଲେ ଏହି ପ୍ରବେଶିକା ପରୀକ୍ଷା ।  ସାରାଦେଶରେ ୧୩ ଲକ୍ଷ ୫୦ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଛାତ୍ରଛାତ୍ରୀ କେତେ ମାର୍କ ରହିଛନ୍ତି […]

engineering

engineering

Rakesh Mallick
  • Published: Sunday, 26 April 2015
  • Updated: 27 April 2015, 11:40 AM IST

Sports

Latest News

ଭୁବନେଶ୍ୱର:ଇଞ୍ଜିନିୟରିଂ ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇର ମୁଖ୍ୟ ପରୀକ୍ଷା ଫଳ ପ୍ରକାଶତ  । ଜେଇଇ ମେନ୍ ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ସିବିଏସଇ ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପାଇଁ ଗତ ଏପ୍ରିଲ ୪ ତାରିଖରେ ହୋଇଥିଲା ପରୀକ୍ଷା । ଓଡ଼ିଶାରୁ ପ୍ରାୟ ୫୦ହଜାର ପରୀକ୍ଷାର୍ଥୀ ଏଥର ଦେଇଥିଲେ ଏହି ପ୍ରବେଶିକା ପରୀକ୍ଷା ।  ସାରାଦେଶରେ ୧୩ ଲକ୍ଷ ୫୦ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଛାତ୍ରଛାତ୍ରୀ କେତେ ମାର୍କ ରହିଛନ୍ତି ତାହା ମଧ୍ୟ ଜଣାପଡିବ । ତେବେ ଏଣ୍ଟ୍ରାସର ମାର୍କ ଓ ଯୁକ୍ତ ଦୁଇ ମାର୍କ ମିଶି ରାଙ୍କିଙ୍ଗ୍ କାର୍ଡ ବାହାରିବ । ଜେଇଇ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ ଦେଢ ଲକ୍ଷ ପିଲାଙ୍କୁ ଜେଇଇ ଆଡଭାନ୍ସ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବ । ଜେଇଇ ଆଡଭାନ୍ସ ପରୀକ୍ଷାରେ ଭଲ ରାଙ୍କ୍ ରଖିଥିବା ପିଲାଙ୍କୁ ଆଇଆଇଟିରେ ନାମ ଲେଖାଇବାର ସୁଯୋଗ ମିଳିବ। କେବଳ ଆଇଆଇଟି ବ୍ୟତୀତ ଦେଶର ସମସ୍ତ ଏନଆଇଟି, ଟ୍ରିପିଲ ଆଇଟି ଭଳି ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ସାଙ୍ଗକୁ ସରକାରୀ ଓ ବେସରକାରୀ ଇଂଞ୍ଜିନିୟରିଂ କଲେଜରେ ଆଡମିଶନ କରିବାରକୁ ହେଲେ  ଜେଇଇ ମେନରେ ଯୋଗ୍ୟ ବିବେଜିତ ହେବା ଜରୁରୀ। ରାଜ୍ୟର ରାଙ୍କ୍ ଅନୁସାରେ ସାରାଦେଶର ଥିବା ଇଂଞ୍ଜିୟନିରିଂ କଲେଜରେ ଆଡମିଶନ କରିବାର ସୁଯୋଗ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story