ପସ୍କୋ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ: ବିଜୟ

ଭୁବନେଶ୍ୱର: ପସ୍କୋ ପ୍ରକଳ୍ପ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ ଅଭିଯୋଗ କରିଛନ୍ତିଯେ, ପ୍ରକଳ୍ପ ଳାଗି ସରକାରଙ୍କର ଆନ୍ତରିକତା ନାହିଁ। ଏନେଇ ଶିଳ୍ପମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କ ବୟାନ ମଧ୍ୟ ବିଭ୍ରାନ୍ତିକର ବୋଲି ସେ କହିଛନ୍ତି। କ୍ୟାବିନେଟ ଡାକି ସରକାର ସ୍ପଷ୍ଟ ନୀତି ଘୋଷଣା କରନ୍ତୁ। ସରକାର ପସ୍କୋ ପାଇଁ କ’ଣ କରିଛନ୍ତି ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲେ।

bm

bm

Rakesh Mallick
  • Published: Monday, 27 April 2015
  • Updated: 27 April 2015, 11:34 AM IST

Sports

Latest News

ଭୁବନେଶ୍ୱର: ପସ୍କୋ ପ୍ରକଳ୍ପ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ ଅଭିଯୋଗ କରିଛନ୍ତିଯେ, ପ୍ରକଳ୍ପ ଳାଗି ସରକାରଙ୍କର ଆନ୍ତରିକତା ନାହିଁ। ଏନେଇ ଶିଳ୍ପମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କ ବୟାନ ମଧ୍ୟ ବିଭ୍ରାନ୍ତିକର ବୋଲି ସେ କହିଛନ୍ତି। କ୍ୟାବିନେଟ ଡାକି ସରକାର ସ୍ପଷ୍ଟ ନୀତି ଘୋଷଣା କରନ୍ତୁ। ସରକାର ପସ୍କୋ ପାଇଁ କ’ଣ କରିଛନ୍ତି ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos