ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଏଆଇଆଇ ଅଧ୍ୟକ୍ଷ

ଭୁବନେଶ୍ୱର:ଭୁବନେଶ୍ୱରରେ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଚେୟାରମ୍ୟାନ ଆର.କେ ଶ୍ରୀବାସ୍ତବ ପହଞ୍ଚିଛନ୍ତି। ରାଜ୍ୟରେ ଥିବା ବିଭିନ୍ନ ବିମାନବନ୍ଦର ଲାଗି ଜମି ଅଧିଗ୍ରହଣ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା ଲାଗି ସେ ଭୁବନେଶ୍ୱର ଆସିଛନ୍ତି। ଏନେଇ ସେ ଭୁବନେଶ୍ୱର ବିମାନବନ୍ଦର ପରିସରରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି  ଓ ଅନ୍ୟ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ମେମ୍ବର ଅପରେସନ ଜି.ଜେ.ଚୌକିଆ ଓ କୋଲକାତାସ୍ଥିତ ରିଜିଓନାଲ ଏକଜି୍କୁ୍ୟଟିଭ ଡିରେକ୍ଟର […]

AAI

AAI

Rakesh Mallick
  • Published: Wednesday, 22 April 2015
  • Updated: 22 April 2015, 11:22 AM IST

Sports

Latest News

ଭୁବନେଶ୍ୱର:ଭୁବନେଶ୍ୱରରେ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଚେୟାରମ୍ୟାନ ଆର.କେ ଶ୍ରୀବାସ୍ତବ ପହଞ୍ଚିଛନ୍ତି। ରାଜ୍ୟରେ ଥିବା ବିଭିନ୍ନ ବିମାନବନ୍ଦର ଲାଗି ଜମି ଅଧିଗ୍ରହଣ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା ଲାଗି ସେ ଭୁବନେଶ୍ୱର ଆସିଛନ୍ତି। ଏନେଇ ସେ ଭୁବନେଶ୍ୱର ବିମାନବନ୍ଦର ପରିସରରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି  ଓ ଅନ୍ୟ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି।

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ମେମ୍ବର ଅପରେସନ ଜି.ଜେ.ଚୌକିଆ ଓ କୋଲକାତାସ୍ଥିତ ରିଜିଓନାଲ ଏକଜି୍କୁ୍ୟଟିଭ ଡିରେକ୍ଟର ମଧ୍ୟ ଭୁବନେଶ୍ୱର ଆସିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଶ୍ରୀବାସ୍ତବ ଝାରସୁଗୁଡା ଯାଇ ସେଠାରେ ବିମାନବନ୍ଦର ନିର୍ମାଣ କାର୍ଯ୍ୟର ତଦରଖ କରିଛନ୍ତି ।ପ୍ରଥମ ପର୍ଯ୍ୟୟରେ ସେଠାରେ ପାଚେରୀ ନିର୍ମାଣ କାମର ଶୁଭାରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story