ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ରେ ପହଞ୍ଚିଯାଇଛି।
ନୂଆ ଆକ୍ରନ୍ତଙ୍କ ମଧ୍ୟରୁ ୨୨୮୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୫୨୪ଟି ହେଉଛି ଲୋକାଲ୍ କେସ୍।
Covid-19 Report For 5th September
New Positives Cases: 3810
In quarantine: 2286
Local contacts: 1524(Details of local contacts will be shared by concerned Dist Administration)
District Wise Cases
1. Angul: 73
2. Balasore: 120
3. Bargarh: 396
4. Bhadrak: 107
5. Balangir: 43— I & PR Department, Odisha (@IPR_Odisha) September 6, 2020
୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ନୂଆ ୩,୮୧୦ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୭ ଜଣ ଅଛନ୍ତି। ସେହିପରି ବରଗଡ଼ ଜିଲ୍ଲାରୁ ୩୯୬ ଜଣ ଥିବା ବେଳେ କଟକରୁ ୩୨୨ ଓ ଯାଜପୁରରୁ ୨୫୨ ଜଣ ଅଛନ୍ତି।
22. Mayurbhanj: 142
23. Nawarangpur: 78
24. Nayagarh: 62
25. Nuapada: 93
26. Puri: 117
27. Rayagada: 101
28. Sambalpur: 83
29. Sonepur: 106
30. Sundargarh: 34New Recoveries: 3443
Cumulative Tested: 2098401
Positive: 124031
Recovered: 93774
Active Cases: 29658— I & PR Department, Odisha (@IPR_Odisha) September 6, 2020
ରାଜ୍ୟର ୧,୨୪,୦୩୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୩,୭୭୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୯,୬୫୮ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୫୪୬ରେ ପହଞ୍ଚିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।