ବଲାଙ୍ଗୀର: ଜଣ୍ଡିସରେ ଆଉ ଜଣଙ୍କର ମୃତ୍ୟୁ

ବଲାଙ୍ଗୀର: ଜଣ୍ଡିସରେ ବଲାଙ୍ଗୀର ଜିଲ୍ଲାରେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଆଜି ସକାଳୁ ସମ୍ବଲପୁର ବୁର୍ଲା ମେଡିକାଲ୍ ରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ବୁର୍ଲା ମେଡିକାଲରେ ଗୁରୁତର ଭାବେ ଗତ ପାଞ୍ଚ ତାରିଖରେ ଭର୍ତ୍ତୀ କରାଯାଇଥିଲା। ସେତେବେଳେ ତାଙ୍କ ଅବସ୍ଥା ଗୁରୁତର ଥିଲା। ଏହି ବ୍ୟକ୍ତିଙ୍କୁ ମିଶାଇ ଜଣ୍ଡିସ୍ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି। ଅନ୍ୟପକ୍ଷରେ ଗତ ୫ ତାରିଖରେ ଜଣଙ୍କକର ମୃଚ୍ୟୁ ହାଇଥିଲା। ମୃତକଙ୍କ ନାଁ ଥିଲା ରାଜେନ୍ଦ୍ର ସାହୁ। ତାଙ୍କ ଘର ଚିମିନିଭାଟିପଡ଼ାରେ। […]

BDA

BDA

Rakesh Mallick
  • Published: Friday, 08 May 2015
  • Updated: 08 May 2015, 03:03 AM IST

Sports

Latest News

ବଲାଙ୍ଗୀର: ଜଣ୍ଡିସରେ ବଲାଙ୍ଗୀର ଜିଲ୍ଲାରେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଆଜି ସକାଳୁ ସମ୍ବଲପୁର ବୁର୍ଲା ମେଡିକାଲ୍ ରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ବୁର୍ଲା ମେଡିକାଲରେ ଗୁରୁତର ଭାବେ ଗତ ପାଞ୍ଚ ତାରିଖରେ ଭର୍ତ୍ତୀ କରାଯାଇଥିଲା। ସେତେବେଳେ ତାଙ୍କ ଅବସ୍ଥା ଗୁରୁତର ଥିଲା। ଏହି ବ୍ୟକ୍ତିଙ୍କୁ ମିଶାଇ ଜଣ୍ଡିସ୍ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି।

ଅନ୍ୟପକ୍ଷରେ ଗତ ୫ ତାରିଖରେ ଜଣଙ୍କକର ମୃଚ୍ୟୁ ହାଇଥିଲା। ମୃତକଙ୍କ ନାଁ ଥିଲା ରାଜେନ୍ଦ୍ର ସାହୁ। ତାଙ୍କ ଘର ଚିମିନିଭାଟିପଡ଼ାରେ। ବୁର୍ଲା ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତ ମଙ୍ଗଳବାର ଦିନ ବଲାଙ୍ଗୀର ସହରରେ ଜଣ୍ଡିସ ସ୍ଥିତିର ସମୀକ୍ଷା କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ। ଏହାପରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ କହିଥିଲେଯେ ବଲାଙ୍ଗୀରରେ ମୋଟ ୫୦ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଜଣ୍ଡିସରେ ଆକ୍ରାନ୍ତ ହୋଇ ୬ଜଣ ଡାକ୍ତରଖାନା ନିଆଯାଇଥିଲା ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଫେରିଛନ୍ତି। ଦୂଷିତ ଜଳ ପିଇବା ଯୋଗୁଁ ଜଣ୍ଡିସ ବ୍ୟାପିଛି ଓ ବ୍ୟବସ୍ଥାରେ ସୁାଧାର ଆଣିବା ପାଇଁ ପୁରୁଣା ପାଣି ପାଇପକୁ ପର୍ଯ୍ୟାୟକ୍ରମେ ବଦଳାଯିବ ବୋଲି ଦୁଇ ମନ୍ତ୍ରୀ କହିଥିଲେ।

 ସେହିଭଳି ଜଣ୍ଡିସ ମୁକାବିଲା ପାଇଁ ଗତକାଲି ବଲାଙ୍ଗୀର ଜିଲ୍ଲାପାଳ ଏମ ମୁଥୁକୁମାରଙ୍କ ତତ୍ୱାବଧାନରେ ଏକ ଟାକ୍ସଫୋର୍ସ ଗଠନ କରାଯାଇଛି। ଜନସ୍ୱାସ୍ଥ୍ୟ, ପୌରସଂସ୍ଥା, ସ୍ୱାସ୍ଥ୍ୟ, ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ନେଇ ଏହି ଟାକ୍ସଫୋର୍ସ ଗଠିତ ହୋଇଛି। ଏହି ଟିମ୍ ଜିଲ୍ଲାରେ ବିଭିନ୍ନ ଅଞ୍ଚଳକୁ ଗସ୍ତକରି ସମୀକ୍ଷା କରିଛନ୍ତି।

ସରକାରୀ ଭାବେ ଜିଲ୍ଲାରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ୫୦ ବୋଲି କୁହାଯାଉଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story