ବ୍ରହ୍ମପୁରରେ ଗୁଳିମାଡ,୨ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପାଲି ବାଇପାସ ନିକଟରେ ଗୁଳମାଡ ହୋଇଛି। ଏହି ଗୁଳିମାଡରେ ଦୁଇଜଣଙ୍କର ପ୍ରାଣହାନି ହୋଇଛି। ଗୁଳିମାଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଗୁଳିମାଡରେ ମୃତାହତ ହୋଇଥିବା ଦୁଇଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।