ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ସଦର ସଦେଇପାଲିରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଅଛନ୍ତି କଣ୍ଟାବାଞ୍ଜି ନଗର ବିଜେପି ସଭାପତି ମୁରାରିଲାଲ ଅଗ୍ରୱାଲ ଏବଂ ତାଙ୍କ ପୁଅ ମହେଶ ଅଗ୍ରୱାଲ। ଜବତ ବିସ୍ଫୋରକର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ</p> <p>ସଦେଇପାଲିର ସୁଦାମ ମହାଲିଙ୍ଗ ବେଆଇନ୍ ଭାବରେ ବିସ୍ଫୋରକ ବ୍ୟବସାୟ କରୁଥିଲେ। ଗତକାଲି ବେଆଇନ୍ ଭାବେ ବିସ୍ଫୋରକ ଚାଲାଣ ବେଳେ ପୋଲିସ ମହେଶ, ମୁରାରିଲାଲ ଏବଂ ସୁଦାମ ମହାଲିଙ୍ଗଙ୍କୁ ଗିରଫ କରିଥିଲା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।