ଚାନ୍ଦିପୁରରୁ ‘ଧନୁଷ’ର ସଫଳ ପରୀକ୍ଷଣ

ବାଲେଶ୍ୱର(ଓଡିଶା ରିପୋର୍ଟର): ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଶୁକ୍ରବାର ବାଲାଷ୍ଟିକ୍‌ ମିସାଇଲ ‘ଧନୁଷ’ର ସଫଳ ପରୀକ୍ଷଣ ହୋଇଛି। ଡିଆରଡିଏ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରାୟ ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରୁଥିବା ଏହି ମିସାଇଲ୍‌ ପରମାଣୁ ସକ୍ଷମ। ଡିଆଡିଏର ଅଧିକାରୀଙ୍କ ଉପସ୍ଥିତିରେ ପୂର୍ବାହ୍ନ ୧୦ଟା ୫୨ ମିନିଟରେ ଏହି ଉତ୍‌କ୍ଷେପଣ କରାଯାଇଥିଲା । ଧନୁଷ ହେଉଛି ‘ପୃଥ୍ଵୀ’ର ଅନ୍ୟତମ ସଂସ୍କରଣ। ମିସାଇଲ ‘ଧନୁଷ’ ୫୦୦ କିଲୋ ନେଇ ଉଭୟ ଭୂପୃଷ୍ଠ ଓ ସମୁଦ୍ର ଭିତରୁ […]

c4ho

c4ho

Rakesh Mallick
  • Published: Friday, 23 February 2018
  • Updated: 23 February 2018, 06:48 PM IST

Sports

Latest News

ବାଲେଶ୍ୱର(ଓଡିଶା ରିପୋର୍ଟର): ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଶୁକ୍ରବାର ବାଲାଷ୍ଟିକ୍‌ ମିସାଇଲ ‘ଧନୁଷ’ର ସଫଳ ପରୀକ୍ଷଣ ହୋଇଛି। ଡିଆରଡିଏ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରାୟ ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରୁଥିବା ଏହି ମିସାଇଲ୍‌ ପରମାଣୁ ସକ୍ଷମ। ଡିଆଡିଏର ଅଧିକାରୀଙ୍କ ଉପସ୍ଥିତିରେ ପୂର୍ବାହ୍ନ ୧୦ଟା ୫୨ ମିନିଟରେ ଏହି ଉତ୍‌କ୍ଷେପଣ କରାଯାଇଥିଲା । ଧନୁଷ ହେଉଛି ‘ପୃଥ୍ଵୀ’ର ଅନ୍ୟତମ ସଂସ୍କରଣ।

ମିସାଇଲ ‘ଧନୁଷ’ ୫୦୦ କିଲୋ ନେଇ ଉଭୟ ଭୂପୃଷ୍ଠ ଓ ସମୁଦ୍ର ଭିତରୁ ଥାଇ ଉତ୍‌କ୍ଷେପଣ କରିବାର କ୍ଷମତା ରଖିଛି।  ପରୀକ୍ଷାକୁ ନେଇ ଯେମିତି ଲକ୍ଷ୍ୟ ରଖାଯାଇଥିଲା ତାହା ମିଳିଛି। ପୂର୍ବରୁ ଏହି ମିସାଇଲକୁ ୨୦୧୫ ଏପ୍ରିଲ ୯ରେ ସଫଳ ପରୀକ୍ଷା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story