ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ବହୁତ ଯାତ୍ରୀଙ୍କ ପରିଚୟ ମିଳିପାରିନି । ଭୁବନେଶ୍ୱରର ୬ଟି ହସ୍ପିଟାଲରେ ଏହି ଶବକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖାଯାଇଛି ଓ ସେମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରେଳବାଇ ବିଭାଗ ପକ୍ଷରୁ ୮ଟି ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ତେବେ ବାୟୋମେଟ୍ରିକ ଡିଭାଇସ୍ ସ୍କାନିଂ(ଆଧାର)କୁ ଉପଯୋଗ କରି କାହିଁକି ଶବ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉନି ସେ ନେଇ ସାଧାରଣରେ ଚର୍ଚ୍ଚା ଚାଲିଥିବାବେଳେ ଆଜି ଭୁବନେଶ୍ୱର ଏମସରେ ଏକ ଡିଏନଏ ଟେଷ୍ଟିଂ ସେଂଟର ଖୋଲିଛି, ଯେଉଁଠି ସମ୍ପର୍କୀୟମାନେ ନିଜର ଡିଏନଏ ନମୂନା ପରୀକ୍ଷା କରିପାରିବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
'ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଅଛନ୍ତି'
ଗତ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ଲୋକଙ୍କୁ ଦେଖିବାକୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିଥିଲେ।
Odisha
'ହଠାତ ବ୍ରେକ ମାରି ମୋଡି ହେଲା ମୁଁ ଜାବୁଡି ଧରିଥାଏ'
ବାହାନଗା ଟ୍ରେନ୍ ଟ୍ରାଜେଡିରେ ଆହତ ହୋଇ କ୍ଷତିପୂରଣ ପାଇଁ ଆସିଥିବା ବ୍ୟକ୍ତିଙ୍କ ମୁହଁରୁ ଶୁଣନ୍ତୁ ସେ ସମୟର ଛାତିଥରା କାହାଣୀ।
Odisha
ଶବ ନେବାକୁ ନେପାଳରୁ ଆସି ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି ପରିବାର ଲୋକ
ନେପାଳରୁ ଆସି ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି ପରିବାର ଲୋକ। ପୁଅର ମୃତଦେହ ଚିହ୍ନିବା ହୋଇପଡିଛି କଷ୍ଟକର। ମୃତ ପ୍ରିୟଜନଙ୍କ ଶବ ନେବା ପାଇଁ ଭୁବନେଶ୍ୱର AIIMS ସମେତ ବିଭିନ୍ନ ଡାକ୍ତରଖାନାରେ ଜମିଛି ସମ୍ପର୍କୀୟଙ୍କ ଗହଳି।
Odisha
ମୁଁ ବାହାନଗାର ଶବ କହୁଛି..
ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ୧୦୧ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି ।