ଚଢ଼ଉ ବେଳେ ପୁଲିସକୁ ପିଟିଲେ ମଦ୍ୟପ

ମୋହନା(ମିହିର ଜତି): ‘କରୋନା’ ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡ଼ା ବଜାର ପୂରା ବନ୍ଦ ରହିଛି। ନିଶା କାରବାର ଉପରେ ପୂରା ରୋକ୍‌ ଲାଗିଛି। ଏପରିସ୍ଥିତିରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଚାଲିଥିଲା ବେଆଇନ୍‌ ମଦ କାରବାର। ଏ ସମ୍ପର୍କରେ ପୁଲିସ ଜାଣିପାରି ଅଚାନକ ଚଢ଼ଉ କଲା ବେଳେ ମଦ୍ୟପମାନେ ଆକ୍ରମଣ କରିଥିଲେ। ଫଳରେ ୭ ପୁଲିସ କର୍ମଚାରୀ ଆହତ ହୋଇଛି। ଏହି ଘଟଣାରେ ପୁଲିସ ୨୭ ଜଣଙ୍କୁ ଗିରଫ […]

mohana

mohana

Manoranjan Sial
  • Published: Thursday, 16 April 2020
  • Updated: 16 April 2020, 04:13 PM IST

Sports

Latest News

ମୋହନା(ମିହିର ଜତି): ‘କରୋନା’ ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡ଼ା ବଜାର ପୂରା ବନ୍ଦ ରହିଛି। ନିଶା କାରବାର ଉପରେ ପୂରା ରୋକ୍‌ ଲାଗିଛି। ଏପରିସ୍ଥିତିରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଚାଲିଥିଲା ବେଆଇନ୍‌ ମଦ କାରବାର। ଏ ସମ୍ପର୍କରେ ପୁଲିସ ଜାଣିପାରି ଅଚାନକ ଚଢ଼ଉ କଲା ବେଳେ ମଦ୍ୟପମାନେ ଆକ୍ରମଣ କରିଥିଲେ। ଫଳରେ ୭ ପୁଲିସ କର୍ମଚାରୀ ଆହତ ହୋଇଛି। ଏହି ଘଟଣାରେ ପୁଲିସ ୨୭ ଜଣଙ୍କୁ ଗିରଫ କରିଛି।

ସୂଚନାରୁ ପ୍ରକାଶ, ଗତକାଲି ‘କରୋନା’ ପାଇଁ ପୁଲିସ ବିରିକୋଟ‌୍‍ ଗାଁରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ବେଆଇନ ମଦ କାରବାର ସମ୍ପର୍କରେ ସୂଚନା ପାଇ ଚଢଉ କରିଥିଲା। ଏପରିକି ମଦ ବ୍ୟବସାୟୀଙ୍କୁ ଗିରଫ କରି ଆଣୁଥିବା ବେଳେ କେତେକ ଅସାଧୁ ବ୍ୟକ୍ତି ପୁଲିସ ଉପରକୁ ଆକ୍ରମଣ କରିଥିଲେ। ପୁଲିସ ଗାଡିକୁ ଭଙ୍ଗାରୁଜା କରିଥିଲେ। ଫଳରେ ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୁଲିସ କର୍ମୀ ଗୁରୁତର ଆହତ ହୋଇଛି। ଆଜି ସକାଳେ ପୁଲିସ ଉକ୍ତ ଗାଁରେ ଚଢ଼ଉ କରି ୧୩ ଜଣଙ୍କୁ ଗିରଫ କରିଛି। ଏହାଛଡ଼ା ମଦ କାରବାର ଅଭିଯୋଗରେ ସମ୍ପୃକ୍ତ ଗାଁର ଆଉ ୧୪ ଜଣଙ୍କୁ ପୁଲିସ ଗିରଫ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story