କୁନିହାତୀକୁ ମିଳିଲା ପୁନର୍ଜନ୍ମ:୨ଘଣ୍ଟାର ସଂଘର୍ଷ ପରେ ଖାତରୁ ହେଲା ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ରେଙ୍ଗାଳି ରେଞ୍ଜ ଅଞ୍ଚଳରୁ ଏକ ହାତୀ ଛୁଆ ଉଦ୍ଧାର କରାଯାଇଛି। ଆଜି ସକାଳେ ଏକ ଖାତ ଭିତରେ ହାତୀ ଛୁଆଟି ଖସି ପଡ଼ିଥିବା ଖବର ପାଇ ରେଙ୍ଗାଳି ରେଞ୍ଜ ଅଫିସର ଓ ପାଣ୍ଡିଆପଲ୍ଲୀ ଫରେଷ୍ଟଙ୍କ ସମେତ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଜେସିବି ମେସିନ ଲଗାଇ ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଛୁଆହାତୀ ପାଖ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଗତକାଲି ରାତିରୁ ହାତିଛୁଆଟି ଖାତ ଭିତରେ ପଡି ଯାଇଥିବା ଅନୁମାନ କରାଯାଉଛି। ତେବେ ଜଙ୍ଗଲି ହାତୀ ପଲ ଛାଡି କେମିତି ଏକା ଏକା ଆସି ଯାଇଥିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

Ordigital Desk
• Published: Saturday, 20 May 2017
• Updated: 20 May 2017, 12:54 PM IST

ସମ୍ବଲପୁର : ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ରେଙ୍ଗାଳି ରେଞ୍ଜ ଅଞ୍ଚଳରୁ ଏକ ହାତୀ ଛୁଆ ଉଦ୍ଧାର କରାଯାଇଛି। ଆଜି ସକାଳେ ଏକ ଖାତ ଭିତରେ ହାତୀ ଛୁଆଟି ଖସି ପଡ଼ିଥିବା ଖବର ପାଇ ରେଙ୍ଗାଳି ରେଞ୍ଜ ଅଫିସର ଓ ପାଣ୍ଡିଆପଲ୍ଲୀ ଫରେଷ୍ଟଙ୍କ ସମେତ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଜେସିବି ମେସିନ ଲଗାଇ ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଛୁଆହାତୀ ପାଖ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଗତକାଲି ରାତିରୁ ହାତିଛୁଆଟି ଖାତ ଭିତରେ ପଡି ଯାଇଥିବା ଅନୁମାନ କରାଯାଉଛି। ତେବେ ଜଙ୍ଗଲି ହାତୀ ପଲ ଛାଡି କେମିତି ଏକା ଏକା ଆସି ଯାଇଥିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos