ମା’ କାନ୍ଧରେ ଭେଣ୍ଡିଆ ପୁଅ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପାରଳାଖେମୁଣ୍ଡି (ଆଦର୍ଶ ଦାଶ) ପୁଅ ବଡ ହେଲେ ବାପା ମା’ଙ୍କ ସହାୟତା କରିବ । ଫଳରେ ସେମାନେ ଶାନ୍ତିରେ ରହିବେ। ଏହା ପ୍ରତ୍ୟେକ ବାପା ମାଙ୍କ ସ୍ୱପ୍ନ।  କିନ୍ତୁ ଏହି ଆଶା ସବୁ ବାପା ମାଙ୍କ ଭାଗ୍ୟରେ ଜୁଟୁନି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଳପତି ଜିଲ୍ଲା ଗୁମ୍ମା ଖ୍ରୀଷ୍ଟିୟାନ ସାହିରେ । ୩୦ ବର୍ଷର ଏକମାତ୍ର ପୁଅ ଭିନ୍ନକ୍ଷମ  ହୋଇପଡ଼ିଥିବା ବେଳେ ତାର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସେପଟେ ପୁଅର […]

790

790

Tapas Behera
  • Published: Monday, 08 February 2021
  • Updated: 08 February 2021, 06:35 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାଶ) ପୁଅ ବଡ ହେଲେ ବାପା ମା'ଙ୍କ ସହାୟତା କରିବ । ଫଳରେ ସେମାନେ ଶାନ୍ତିରେ ରହିବେ। ଏହା ପ୍ରତ୍ୟେକ ବାପା ମାଙ୍କ ସ୍ୱପ୍ନ।  କିନ୍ତୁ ଏହି ଆଶା ସବୁ ବାପା ମାଙ୍କ ଭାଗ୍ୟରେ ଜୁଟୁନି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଳପତି ଜିଲ୍ଲା ଗୁମ୍ମା ଖ୍ରୀଷ୍ଟିୟାନ ସାହିରେ । ୩୦ ବର୍ଷର ଏକମାତ୍ର ପୁଅ ଭିନ୍ନକ୍ଷମ  ହୋଇପଡ଼ିଥିବା ବେଳେ ତାର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସେପଟେ ପୁଅର ଏଭଳି ଅବସ୍ଥା ଦେଖି ବାପା ଆଖି ବୁଜିଥିବା ବେଳେ ଭିନ୍ନକ୍ଷମ ପୁଅକୁ ଧରି ଘାଣ୍ଟି ହେଉଛନ୍ତି ବିଧବା ମା' । ସରକାରୀ ଏବଂ ବେସରକାରୀ ସହାୟତା ମିଳିଲେ ପୁଅର ଚିକିତ୍ସା ହୋଇପାରନ୍ତା ବୋଲି ସେ କହିଛନ୍ତି ।

ଗଜପତି ଜିଲ୍ଲା ଗୁମ୍ମା ଖ୍ରୀଷ୍ଟିୟାନ ସାହିର ଦୀପକ ବେବର୍ତ୍ତା । ୩୦ ବର୍ଷୀୟ ଦୀପକ ଜନ୍ମରୁ ଭଲ ଥିଲେ । ବପା ମା’ଙ୍କ କାନ୍ଧରେ  ବୋଝ କମ କରିବା ପାଇଁ କାମ କରିବାକୁ କେରଳ ଚାଲିଯାଇଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ୨୦୧୯ ମସିହା ଜାନୁୟାରୀରେ କେରଳରୁ ଘରକୁ ଫେରିବା ସମୟରେ ବାଟରେ ହଠାତ୍ ଦେହ ଖରାପ ହେଲା । କୌଣସି ପ୍ରକାରେ ଘରେ ପହଂଚିବା ପରେ ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ସେତେବେଳକୁ ସେ ଭିନ୍ନକ୍ଷମ ହୋଇସାରିଥିଲେ । ବର୍ତ୍ତମାନ ଦୀପକଙ୍କର ଡାହାଣ ପଟ ହାତ ଓ ୨ଟି ଯାକ ଗୋଡ କାମ କରୁନାହିଁ । ଫଳରେ ଏକ ପ୍ରକାର ଶଯ୍ୟାଶାୟୀ । ତାଙ୍କ ଚିକିତ୍ସା ପାଇଁ ବାପା ଜୋଶୟ ବିଭିନ୍ନ ସ୍ଥାନକୁ ତାକୁ ନେଇଥିଲେ ।

ହେଲେ ଏହି ଚିକିତ୍ସା ସମୟ ସାପେକ୍ଷ ଏବଂ ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହିଥିଲେ । ହେଲେ ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବା ଯୋଶୟଙ୍କ ପାଇଁ ସହଜ ହୋଇନଥିଲା । ଭେଣ୍ଡା ପୁଅ ରୋଗ ଶଯ୍ୟାରେ ପଡିଥିବା ବେଳେ ତାଙ୍କ ଚିକିତ୍ସା କରାଇନପାରିବା ଦୁଃଖରେ ଭାଙ୍ଗି ପଡି ଗତ ବର୍ଷ ବାପା ଯୋଶୟ ଆଖି ବୁଜିଥିଲେ । ବର୍ତ୍ତମାନ ବିଧବା ମା’ ସୁପ୍ରଭା ପୁଅର ସେବା କରିବା ସହ ଚିକିତ୍ସା କରାଇବାକୁ ଚାହୁଁଛନ୍ତି । ହେଲେ ଅର୍ଥ ସାଜିଛି ବାଧକ । ତେଣୁ ସରକାରୀ କିମ୍ବା ବେସରକାରୀ ସ୍ତରରେ ସହାୟତା ମିଳିଥିଲେ ପୁଅର ଚିକିତ୍ସା କରାଇଥାନ୍ତି ବୋଲି ସେ କହିଛନ୍ତି।

ଯେଉଁ ବୟସରେ ବାପା ମା'ଙ୍କୁ ପୋଷିବା କଥା ସେହି ବୟସରେ ଦୀପକ ରୋଗ ଶଯ୍ୟାରେ। ତେଣୁ ସେ ମଧ୍ୟ ଭାଙ୍ଗି ପଡିଛନ୍ତି । ବିଧବା ମା’ ପୁଅର ସମସ୍ତ ସେବା କରିବା ମଧ୍ୟ ଦୀପକଙ୍କ ପାଇଁ ଅସହ୍ୟ ହେଉଛି । ତେଣୁ ତାଙ୍କ ପାଇଁ ବଂଚିବା ମଧ୍ୟ କଷ୍ଟକର ହୋଇପଡିଛି । ଯଦିଓ ସେ କିଛି କହିପାରୁନାହାନ୍ତି, କିନ୍ତୁ ତାଙ୍କ ଆଖିର ଲୁହ ଅନେକ କିଛି କହୁଛି । ଏନେଇ ସ୍ଥାନୀୟ ଲୋକେ ମଧ୍ୟ ସରକାରୀ କିମ୍ବା ବେସରକୀ ସହାୟତା ପାଇଁ ନିବେଦନ କରିଛନ୍ତି । ଦୀପକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରି ପତ୍ର ଲେଖାଯାଇଥିବା ସ୍ଥାନୀୟ ବିଡିଓ କହିବା ସହ ସେଠାରୁ କୌଣସି ନିର୍ଦ୍ଦେଶ ଆସିଲେ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story