ଗୋପାଳପୁର ଟାଟା ପ୍ରକଳ୍ପ ଗୋଦାମରେ ଅଗ୍ନିକାଣ୍ଡ, ୮ ଆହତ

ଭୁବନେଶ୍ୱର: ଗୋପାଳପୁରସ୍ଥିତ ଟାଟା ପ୍ରକଳ୍ପ ଗୋଦାମରେ ଅଗ୍ନିକାଣ୍ଡ ଘଟି ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗ୍ୟାସ ଲିକ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।