ଗୋପାଳପୁର ଟାଟା ପ୍ରକଳ୍ପ ଗୋଦାମରେ ଅଗ୍ନିକାଣ୍ଡ, ୮ ଆହତ
ଭୁବନେଶ୍ୱର: ଗୋପାଳପୁରସ୍ଥିତ ଟାଟା ପ୍ରକଳ୍ପ ଗୋଦାମରେ ଅଗ୍ନିକାଣ୍ଡ ଘଟି ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗ୍ୟାସ ଲିକ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।