୩ବର୍ଷ ହେଲା ଶ୍ରଦ୍ଧାଳୁଙ୍କ ବାଟ ବନ୍ଦ, ରୂପରେଖ ସଜାଡ଼ିବାକୁ ସାନି ଅନୁଧ୍ୟାନ

ପୁରୀ(ଓଡ଼ିଶା ରିପୋର୍ଟର): ୩ବର୍ଷ ହେବ ଶ୍ରଦ୍ଧାଳୁଙ୍କ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ବାଟ ବନ୍ଦ କରି ବସିଛି ପ୍ରଶାସନ। ହେଲେ ଚାଲିଛି ବାରମ୍ବାର ଅନୁଧ୍ୟାନ ଓ ରୂପରେଖ ସଜାଡିବା ନେଇ ଯୋଜନା ପରେ ଯୋଜନା। ଆଜି ପୁରୀ ଗୁଣ୍ଡିଚା ମନ୍ଦିରର ଯାଇ ସ୍ଥିତିର ସାନି ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ତଥା ଗଜପତି ତଥା ଗଜପତି ଦିବ୍ୟସିଂହ ଦେବ। ଏହାପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ବୈଷୟିକ ଟିମ୍ ସହ ମନ୍ଦିର ମରାମତି ନେଇ ବୈଠକ […]

gajapati

gajapati

Niranjan Mishra
  • Published: Tuesday, 22 November 2022
  • Updated: 22 November 2022, 08:01 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ୩ବର୍ଷ ହେବ ଶ୍ରଦ୍ଧାଳୁଙ୍କ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ବାଟ ବନ୍ଦ କରି ବସିଛି ପ୍ରଶାସନ। ହେଲେ ଚାଲିଛି ବାରମ୍ବାର ଅନୁଧ୍ୟାନ ଓ ରୂପରେଖ ସଜାଡିବା ନେଇ ଯୋଜନା ପରେ ଯୋଜନା। ଆଜି ପୁରୀ ଗୁଣ୍ଡିଚା ମନ୍ଦିରର ଯାଇ ସ୍ଥିତିର ସାନି ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ତଥା ଗଜପତି ତଥା ଗଜପତି ଦିବ୍ୟସିଂହ ଦେବ। ଏହାପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ବୈଷୟିକ ଟିମ୍ ସହ ମନ୍ଦିର ମରାମତି ନେଇ ବୈଠକ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପର ଚାରୋଟି ସ୍ତମ୍ଭ ଓ କ୍ୟାପିଟାଲ ଷ୍ଟୋନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବୈଠକ ପରେ କହିଛନ୍ତି ଗଜପତି ମହାରାଜ।

ଏହି ମରାମତି କାର୍ଯ୍ୟ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ରଥଯାତ୍ରା ପୂର୍ବରୁ ଏହି ଦୁର୍ବଳ ସ୍ଥାନରେ ଆଇରନ୍ ବିମ୍ ଲଗାଯାଇ ସାମୟିକ ମରାମତି ହୋଇଥିଲା। କିନ୍ତୁ ଲୁଣି ପବନ ଯୋଗୁଁ ଏହା ନଷ୍ଟ ହୋଇଯାଇଛି। ତେଣୁ ଏଥର ଷ୍ଟେନ୍‌ ଲେସ୍ ବିମ୍ ଦେଇ ପୂର୍ଣ୍ଣାଙ୍ଗ ମରାମତି ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛି।

ଏଥିସହ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱ ୫ ଏକର ପରିମିତ ଅଂଚଳର ବିକାଶ ପାଇଁ ଦିଲ୍ଲୀର ଲୋଟସ୍ ଷ୍ଟୁଡିଓ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏପରିକି ଲୋଟସ ଷ୍ଟୁଡିଓ ପ୍ରସ୍ତୁତ କରିଥିବା ବୃହତ୍ ଯୋଜନାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ ଦେଇଥିବା ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି। ଏହି ଅନୁଧ୍ୟାନ ବେଳେ ସିବିଆରଆଇର ନିର୍ଦ୍ଦେଶକ ବିଶିଷ୍ଟ ବିଶେଷଜ୍ଞ ଏସ.କେ. ଭଟ୍ଟାଚାର୍ଯ୍ୟଙ୍କ ସମେତ ଶ୍ରୀମନ୍ଦିର ବୈଷୟ କମିଟି ସଦସ୍ୟ ଏନ.ସି. ପାଲ, ବିନ୍ଧେଶ୍ୱର ପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଓ ପରିଚାଳନା କମିଟି ସେବାୟତ ସଦସ୍ୟମାନେ ଉପସ୍ଥିତ ଥିଲେ।

ସେପଟେ ଶ୍ରୀମନ୍ଦିର ପାର୍ଶ୍ଵ ଦେବାଦେବୀ ମନ୍ଦିର ମରାମତି ପାଇଁ ୫ ବର୍ଷିଆ ପ୍ଲାନ୍ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ସୂଚନା ଥାଉକି, କୋଭିଡ୍‌ ନିୟମ ସମ୍ପୂର୍ଣ୍ଣ ହାଲକା ହୋଇସାରିଛି। ହେଲେ ଦୀର୍ଘ ୩ ବର୍ଷ ଧରି ଭକ୍ତଙ୍କ ପାଇଁ ବନ୍ଦ ହୋଇପଡ଼ିଛି ଶ୍ରୀଗୁଣ୍ଡିଚା ମନ୍ଦିର। ଏହା ଶ୍ରୀଜଗନ୍ନାଥଙ୍କ ଜନ୍ମସ୍ଥାନ। ମାତ୍ର ଦୂରଦୂରାନ୍ତରୁ ଭକ୍ତ ଏହି ସ୍ଥାନକୁ ବୁଲିବାକୁ ଆସି ନିରାଶରେ ଦୁଆରୁ ଫେରୁଛନ୍ତି। ସର୍ବସାଧାରଣ ଲୋକଙ୍କ ପରିଦର୍ଶନ ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ଭକ୍ତଙ୍କ ଦାବିକୁ ଦୃଷ୍ଟି ଦେଉନି ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର। ଯାହା ଅସନ୍ତୋଷର କାରଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story