ରାଜ୍ୟରେ ଅସମ୍ଭାଳ ତାତି: ବଲାଙ୍ଗିର ଉତ୍ତପ୍ତ ସହର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅସମ୍ଭାଳ ତାତି। ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଆଜି ରାଜ୍ୟର ୮ ସହରର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୧୬ ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିବା ବେଳେ ୨୭ ସହରର ଦିନର ତାତି ୪୦ ଡିଗ୍ରୀରୁ ଅଧିକ ରହିଛି। ୪୪ ଡିଗ୍ରୀ ସହ ବଲାଙ୍ଗିର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୪୪ ଡ଼ିଗ୍ରୀ […]

temp

temp

Niranjan Mishra
  • Published: Monday, 25 April 2022
  • Updated: 25 April 2022, 09:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅସମ୍ଭାଳ ତାତି। ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଆଜି ରାଜ୍ୟର ୮ ସହରର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୧୬ ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିବା ବେଳେ ୨୭ ସହରର ଦିନର ତାତି ୪୦ ଡିଗ୍ରୀରୁ ଅଧିକ ରହିଛି। ୪୪ ଡିଗ୍ରୀ ସହ ବଲାଙ୍ଗିର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

https://twitter.com/mcbbsr/status/1518577804543430658?s=20&t=ZrqHSMDdnhQqwR1g5m5gdg

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ଚାନ୍ଦବାଲିରେ ୪୦.୩ ଡିଗ୍ରୀ, କଟକରେ ୪୦.୨ ଡିଗ୍ରୀ, ଭୁବନେଶ୍ୱରରେ ୪୦.୮ ଡିଗ୍ରୀ, ଅନୁଗୋଳରେ ୪୩.୭ ଡିଗ୍ରୀ, ବାରିପଦାରେ ୪୩.୭ ଡିଗ୍ରୀ, ଝାରସୁଗୁଡାରେ ୪୩.୨ ଡିଗ୍ରୀ, କେଉଁଝରରେ ୪୦.୮ ଡିଗ୍ରୀ, ସମ୍ବଲପୁରରେ ୪୩ ଡିଗ୍ରୀ, ସୁନ୍ଦରଗଡରେ ୪୨.୫ ଡିଗ୍ରୀ, ହୀରାକୁଦରେ ୪୨.୬ ଡିଗ୍ରୀ, ଭବାନୀପାଟଣାରେ ୪୨.୫ ଡିଗ୍ରୀ, ଟିଟିଲାଗଡରେ ୪୩.୮ଡିଗ୍ରୀ, ତାଳଚେରରେ ୪୩ ଡିଗ୍ରୀ, ଭଦ୍ରକରେ ୪୧.୫ ଡିଗ୍ରୀ, ଯାଜପୁରରେ ୪୧.୨ ଡିଗ୍ରୀ, ଢେଙ୍କାନାଳରେ ୪୦.୫ ଡିଗ୍ରୀ, ଦେଓଗଡ଼ରେ ୪୨.୬ ଡିଗ୍ରୀ, ବରଗଡ଼ରେ ୪୨ ଡିଗ୍ରୀ, ନୂଆପଡ଼ାରେ ୪୧ଡିଗ୍ରୀ, ଖୋର୍ଦ୍ଧାରେ ୪୨ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୨.୨ଡିଗ୍ରୀ, ସୋନପୁରରେ ୪୩.୪ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ନୟାଗଡ଼ରେ ୪୧ ଡିଗ୍ରୀ, ପାରଳାଖିମୁଣ୍ଡି ଓ ମାଲକାନଗିରିରେ ୪୦ ଡିଗ୍ରୀ ତାତି ରେକର୍ଡ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos