CIFEJ ବୋର୍ଡ ଅଫ୍‌ ଡାଇରେକ୍ଟର ଭାବେ ମନୋନୀତ ହେଲେ ଓଡିଆ ପୁଅ ଜୀତେନ୍ଦ୍ର

ନୂଆଦିଲ୍ଲୀ: ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର ଇଣ୍ଟରନ୍ୟାସ୍‌ନାଲ୍ ସେଣ୍ଟର ଅଫ୍ ଫିଲ୍ମସ୍ ଫର୍ ଚିଲ୍‌ଡ୍ରେନ୍ ଏଣ୍ଡ ୟଙ୍ଗ ପିପୁଲ(ସିଆଏଫ୍ଇଜେ)ର ବୋର୍ଡ ଅଫ୍ ଡାଇରେକ୍ଟର ଭାବେ ମନୋନୀତ ହୋଇଛନ୍ତି। ଭାରତରେ ଚାଲୁଥିବା ଅନ୍ତର୍ଜାତୀୟ ଚିଲ୍‌ଡ୍ରେନ ଫିଲ୍ମ ଫେଷ୍ଟିଭାଲର ଏକ ସାଧାରଣ ସଭାରେ ସିଆଏଫ୍ଇଜେ ନିର୍ଦ୍ଦେଶକଙ୍କ ସହିତ ୮ ଜଣ ସଦସ୍ୟକୁ ବାଛିବା ପାଇଁ ଭୋଟ ସଂଗ୍ରହ ହୋଇଥିଲା। ଏଥିରେ ୪୦ଟି ଦେଶର ସଦସ୍ୟ ଭାଗନେଇ ନିଜର ମୂଲ୍ୟବାନ ଭୋଟ ଦେଇଥିଲେ। ଜିତେନ୍ଦ୍ର ଏହି ଭୋଟରେ ଅନ୍ୟ ଦାବିଦାରଙ୍କୁ ପଛରେ […]

18519521_10211485866895567_3342214946673086268_n

Rakesh Mallick
  • Published: Friday, 17 November 2017
  • Updated: 17 November 2017, 06:17 PM IST

ନୂଆଦିଲ୍ଲୀ: ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର ଇଣ୍ଟରନ୍ୟାସ୍‌ନାଲ୍ ସେଣ୍ଟର ଅଫ୍ ଫିଲ୍ମସ୍ ଫର୍ ଚିଲ୍‌ଡ୍ରେନ୍ ଏଣ୍ଡ ୟଙ୍ଗ ପିପୁଲ(ସିଆଏଫ୍ଇଜେ)ର ବୋର୍ଡ ଅଫ୍ ଡାଇରେକ୍ଟର ଭାବେ ମନୋନୀତ ହୋଇଛନ୍ତି। ଭାରତରେ ଚାଲୁଥିବା ଅନ୍ତର୍ଜାତୀୟ ଚିଲ୍‌ଡ୍ରେନ ଫିଲ୍ମ ଫେଷ୍ଟିଭାଲର ଏକ ସାଧାରଣ ସଭାରେ ସିଆଏଫ୍ଇଜେ ନିର୍ଦ୍ଦେଶକଙ୍କ ସହିତ ୮ ଜଣ ସଦସ୍ୟକୁ ବାଛିବା ପାଇଁ ଭୋଟ ସଂଗ୍ରହ ହୋଇଥିଲା। ଏଥିରେ ୪୦ଟି ଦେଶର ସଦସ୍ୟ ଭାଗନେଇ ନିଜର ମୂଲ୍ୟବାନ ଭୋଟ ଦେଇଥିଲେ। ଜିତେନ୍ଦ୍ର ଏହି ଭୋଟରେ ଅନ୍ୟ ଦାବିଦାରଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି।

ସିଆଏଫ୍ଇଜେ ହେଉଛି ୟୁନେସ୍କୋ ୧୯୫୫ ଦ୍ୱାରା ସ୍ଥାପିତ ଏକ ଗ୍ଲୋବାଲ ଅଡ଼ିଓ ଭିଜୁଆଲ ମିଡିଆ ନେଟୱାର୍କ। ଯାହା ଫିଲ୍ମ ଓ ମିଡିଆ କ୍ଷେତ୍ରରେ କାର୍ଯ୍ୟରତ ଶିଶୁ ଓ ଯୁବକମାନଙ୍କ ପାଇଁ କାର୍ଯ୍ୟ କରିଥାଏ। ଏହା ସଂସ୍କୃତି ସହିତ ଜଡ଼ିତ ସମସ୍ତ ଦିଗକୁ ପ୍ରତ୍ସାହନ ଦେଇଥାଏ। ଜିତେନ୍ଦ୍ରଙ୍କ ଘର ବଲାଙ୍ଗିର ଜିଲ୍ଲାର ଟିଟ୍‌ଲାଗଡ଼ଠାରେ। ବାପାଙ୍କ ନାଁ ରାଧାମାଧବ ମିଶ୍ର ଓ ମା ସୌଦାମିନି ମିଶ୍ର। ଜିତେନ୍ଦ୍ର ଏକା ଧାରାରେ ଜଣେ ଫିଲ୍ମ ପ୍ରଡ୍ୟୁସର, ପ୍ରମୋଟର୍ ଓ ସ୍ମାଇଲ୍‌ ପାଉଣ୍ଡେସନ୍‌ର ଫେଷ୍ଟିଭାର ଡାଇରେକ୍ଟର ଭାବେ ଜଣାଶୁଣା। ଆଇଏମ୍ କାଲାମ୍, ଡିସାୟାର ଅଫ୍ ଦି ହାର୍ଟ ଭଳି ସଫଳ ଫିଲ୍ମର ପ୍ରଯୋଜନା କରି ସେ ବେଶ୍‌ ପ୍ରଶଂସିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story