ପର୍ଯ୍ୟଟନ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇଛନ୍ତି। ରାଜ୍ୟର ଚତୁର୍ଥ ମନ୍ତ୍ରୀ ଭାବେ ଶ୍ରୀ ପାଣିଗ୍ରାହୀ କରୋନା ପଜେଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି। ଶ୍ରୀ ପାଣିଗ୍ରାହୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ସେ ଏହି ମହାମାରୀରେ ମାର୍ଚ୍ଚ ମଧ୍ୟଭାଗରୁ ନିୟମିତ ଲୋକମାନେ ଯେଭଳି ନିଜକୁ ଏକା ନଭାବିବେ ସେଥିପାଇଁ ସେ ଲୋକଙ୍କ ପାଇଁ ଓ ସରକାରୀ […]

mantree

mantree

Jitendra Garnayak
  • Published: Monday, 07 September 2020
  • Updated: 07 September 2020, 07:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇଛନ୍ତି। ରାଜ୍ୟର ଚତୁର୍ଥ ମନ୍ତ୍ରୀ ଭାବେ ଶ୍ରୀ ପାଣିଗ୍ରାହୀ କରୋନା ପଜେଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।

ଶ୍ରୀ ପାଣିଗ୍ରାହୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ସେ ଏହି ମହାମାରୀରେ ମାର୍ଚ୍ଚ ମଧ୍ୟଭାଗରୁ ନିୟମିତ ଲୋକମାନେ ଯେଭଳି ନିଜକୁ ଏକା ନଭାବିବେ ସେଥିପାଇଁ ସେ ଲୋକଙ୍କ ପାଇଁ ଓ ସରକାରୀ କାର୍ଯ୍ୟ କରୁ ଆସୁଥିଲେ। କୌଣସି ଗୋଟିଏ ଦିନ ବି ତାଙ୍କର ଖାଲି ଯାଇନାହିଁ। କିନ୍ତୁ ଶେଷରେ ସେ ‘କୋଭିଡ-୧୯’ର ଶିକାର ହୋଇଛନ୍ତି। ତେଣୁ ଯେଉଁମାନେ ଗତ ୭ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ସଙ୍ଗରୋଧରେ ରଖିବା ନିମନ୍ତେ ସେ ଅନୁରୋଧ କରିଛନ୍ତି।

ଶ୍ରୀ ପାଣିଗ୍ରାହୀଙ୍କ ପୂର୍ବରୁ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ କରୋନା ସଂକ୍ରମିତ ହୋଇ ଏବେ ବ୍ୟକ୍ତିଗତ ସଙ୍ଗରୋଧରେ ଅଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୁସ୍ଥ ହୋଇସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୫ଦିନ ତଳେ ଶ୍ରୀ ପାଣିଗ୍ରାହୀ ଐତିହ୍ୟ କ୍ୟାବିନେଟ ବୈଠକରେ ସାମିଲ ହେବା ସହ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story