ଖୋର୍ଦ୍ଧା: କୂଅରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମଲ୍ଲୀପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗାଁରେ ଶନିବାର କୂଅରେ ପଡ଼ି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତ ଦେହକୁ କୂଅରୁ ଉଦ୍ଧାର କରାଯାଇଛି। ମୃତ ଶିଶୁ ଦ୍ୱୟ ହେଲେ ଫକୀର ବେହେରାଙ୍କ ୪ ବର୍ଷର ପୁଅ ସୌମ୍ୟରଞ୍ଜନ ଓ ଜ୍ୟୋତିରଂଜନ ସାହୁଙ୍କ ୩ ବର୍ଷର ପୁଅ ରାଜା।  ଏ ଦୁହେଁ ସକାଳେ ଖେଳୁଥିବା ଘର ପାଖ କୂଅରେ ପଡ଼ିଯାଇଥିଲେ। ୧୧ଟା ବେଳେ ଏହା ଜଣାପଡ଼ିବା ପରେ, ଶିଶୁ ଦୁଇଟିର ମୃତଦେହକୁ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଜବତ ହେଲା ୭୦ ଲକ୍ଷର ଗଞ୍ଜେଇ, କୋରାପୁଟରୁ ପଞ୍ଜାବ ଚାଲାଣ ସନ୍ଦେହ

୧୭୦୯ ପୁଲିସ୍‌ଙ୍କୁ ମିଳିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ରାସ୍ତା କଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ ରଖିଲେ ମିଳିବ ଟଙ୍କା

ମଧ୍ୟସ୍ଥି ଓ ଦଲାଲଙ୍କ ପ୍ରତି ଆନୁଗତ୍ୟ ଦେଖାଉଛି କଂଗ୍ରେସ : ବିଜେପି

କରୋନା ମୁକାବିଲା: କେନ୍ଦ୍ର ବଢ଼ାଇଲା ସହାୟତା ଅର୍ଥ, ୧୦୬୯ କୋଟି ମଞ୍ଜୁର

ଆରୋଗ୍ୟ ହେଲେ ୩୭୭୯ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ସତ୍ୟନଗର ଶ୍ମଶାନ କହିବ ସତ କ’ଣ ?

ମୃତ୍ୟୁ ପୂର୍ବରୁ ଦୁଆର ମୁହଁରେ ପକାଇଦେଲା କୋଭିଡ୍‌ ଆମ୍ୱୁଲାନ୍ସ!

୮୩ ବର୍ଷ ବୃଦ୍ଧକୁ ପିଟି ପିଟି ଗୋଡ ହାତ ଭାଙ୍ଗିଦେଲା ପୁଲିସ  

କଟକରେ ଦୁର୍ଗା ପୂଜା, ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ରହିବ ଦୋକାନ ବଜାର !

ଭରା ନଈରେ ଦୁଇ ଅଙ୍ଗନବାଡ଼ି କର୍ମୀ

କରୋନା ପାଇଁ ମନଇଚ୍ଛା ଔଷଧ ନଖାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ