ମୁଖ୍ୟମନ୍ତ୍ରୀ ବିଧାନସଭା ନ ଆସିବା ପାଇଁ VC ବ୍ୟବସ୍ଥା ଏକ ବାହାନା : ଜୟ ନାରାୟଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନେ ଚାହିଁଲେ ବିଧାନସଭା ନଯାଇ ଭିଡିଓ କନଫରେସିଂରେ ଯୋଗଦେଇପାରିବେ। ଏଭଳି ନୂଆ ବ୍ୟବସ୍ଥା ସରକାର ଅଚାନକ ଲାଗୁ କରିଥିବା ବେଳେ ଏହାକୁ ବିଜେପିର ବିରୋଧ କରିଛି। ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ ଆସିବେ ସେଥିପାଇଁ ଭିସି ବ୍ୟବସ୍ଥା ଏକ ବାହାନା ହୋଇଛି ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି। ସର୍ବଦଳୀୟ ବୈଠକରେ ସେ ଏନେଇ ଅଭିଯୋଗ କରିବା ସହ ଦାବି କରିଛନ୍ତି ଯେ, ଏପରି ବ୍ୟବସ୍ଥାକୁ ବିଜେପି ବିରୋଧ […]

jaya

jaya

Niranjan Mishra
  • Published: Monday, 21 November 2022
  • Updated: 21 November 2022, 04:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନେ ଚାହିଁଲେ ବିଧାନସଭା ନଯାଇ ଭିଡିଓ କନଫରେସିଂରେ ଯୋଗଦେଇପାରିବେ। ଏଭଳି ନୂଆ ବ୍ୟବସ୍ଥା ସରକାର ଅଚାନକ ଲାଗୁ କରିଥିବା ବେଳେ ଏହାକୁ ବିଜେପିର ବିରୋଧ କରିଛି। ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ ଆସିବେ ସେଥିପାଇଁ ଭିସି ବ୍ୟବସ୍ଥା ଏକ ବାହାନା ହୋଇଛି ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି।

ସର୍ବଦଳୀୟ ବୈଠକରେ ସେ ଏନେଇ ଅଭିଯୋଗ କରିବା ସହ ଦାବି କରିଛନ୍ତି ଯେ, ଏପରି ବ୍ୟବସ୍ଥାକୁ ବିଜେପି ବିରୋଧ କରୁଛି। ବିଧାୟକମାନେ ବିଧାନସଭା ଗାରିମା ରକ୍ଷା କରିବା ପାଇଁ ବିଧାନସଭାରେ ଆସି ବସନ୍ତୁ।

ସେହିପରି ମୁଲତବୀ ପ୍ରସ୍ତାବ ସବୁବେଳେ ମୁଖ୍ୟ ବିରୋଧୀ ଦଳ ହିଁ ଦେଇଥାଏ। ସେଥିପାଇଁ ମୁଖ୍ୟ ବିରୋଧୀ ଦଳ ହିସାବରେ କେବଳ ବିଜେପିକୁ ସେ ସୁଯୋଗ ଦିଆଯାଉ ବୋଲି ସେ ଦାବି କରିଛନ୍ତି।

ସେପଟେ ବିଧାନସଭା ଅଧିବେଶନ ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ ସୂଚନା ଦେଇଛନ୍ତି ଯେ, ପୂର୍ବରୁ ଥିବା କୋଭିଡ କଟକଣା ହଟିଛି। ତେଣୁ ସ୍ୱାଭାବିକ ଭାବେ ଚାଲିବ ଗୃହ। ବିଧାୟକ ନିଜ ନିଜ ଆସନରେ ବସି ଅଧିବେଶନରେ ଭାଗ ନେବେ। ଲିଖିତ ଭାବେ ଜଣାଇଲେ ଭିଡିଓ କନଫରେନ୍ସରେ ଭାଗ ନେଇପାରିବେ। ପ୍ରେସ୍ ଗ୍ୟାଲେରୀ ଯିବାକୁ ମିଡିଆ ପ୍ରତିନିଧିଙ୍କୁ ଅନୁମତି ମିଳିବ। ସକାଳ ୧୦ଟାରୁ ଅପରାହ୍ନ ସାଢ଼େ ୧ଟା ଓ ଅପରାହ୍ନ ୪ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗୃହ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story