ରାଜ୍ୟରେ କମିଲା, ଖୋର୍ଦ୍ଧାରେ ବଢ଼ିଲା; ପୁଣି ଜଣଙ୍କ ଜୀବନ ନେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକୁ ମିଶାଇ ୩ ଦିନ ହେଲାଣି ରାଜ୍ୟରେ ପ୍ରତିଦିନ ୨୦୦ ରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ବାହାରୁଛନ୍ତି। ତେବେ ଗତକାଲି ଅପେକ୍ଷା ଆଜି ଏହି ସଂଖ୍ୟା କମ୍ ରହିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଶୁକ୍ରବାର (୨୩୪) ଓ ଗୁରୁବାର (୨୧୪) ଠାରୁ ଏହି ସଂଖ୍ୟା କମ୍‌ ରହିଛି। ଅନ୍ୟପକ୍ଷରେ କରୋନାରେ ରାଜ୍ୟରେ ଆଉ ଜଣଙ୍କ […]

Corona

Corona

Niharika Rout
  • Published: Saturday, 27 March 2021
  • Updated: 27 March 2021, 01:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକୁ ମିଶାଇ ୩ ଦିନ ହେଲାଣି ରାଜ୍ୟରେ ପ୍ରତିଦିନ ୨୦୦ ରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ବାହାରୁଛନ୍ତି। ତେବେ ଗତକାଲି ଅପେକ୍ଷା ଆଜି ଏହି ସଂଖ୍ୟା କମ୍ ରହିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଶୁକ୍ରବାର (୨୩୪) ଓ ଗୁରୁବାର (୨୧୪) ଠାରୁ ଏହି ସଂଖ୍ୟା କମ୍‌ ରହିଛି। ଅନ୍ୟପକ୍ଷରେ କରୋନାରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ୨୧୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୬ଟି ହେଉଛି ଲୋକାଲ୍ କେସ୍‌।  ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଗତ ଦୁଇ ଦିନ ଧରି (ଶୁକ୍ରବାର ଓ ଗୁରୁବାର) ଏହି ସଂଖ୍ୟା ଯଥାକ୍ରମେ ୩୨ ଓ ୩୩ ଥିଲା।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୭ ଜଣ ଥିବା ବେଳେ ବାଲେଶ୍ୱରରୁ ୬, ବରଗଡ଼ରୁ ୮, ବଲାଙ୍ଗିରରୁ ୧୨, କଟକରୁ ୧୯, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ଜଣେ, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨, ନୂଆପଡ଼ାରୁ ୨୩, ପୁରୀରୁ ୫, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୧ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି।

୨୧୦ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୯୦୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୬,୪୮୨ ଜଣ ସୁସ୍ଥ ହୋଇସାରିଛନ୍ତି। ୧,୪୪୯ ଜଣ ଚିକିତ୍ସାଧୀନ ଅଛନ୍ତି।

ଆଉ ଜଣଙ୍କ ମୃତ୍ୟୁ

ଦୀର୍ଘ ଦିନ ପରେ କରୋନାରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୦ରେ ପହଞ୍ଚିଛି। ଏହି ମୃତକ ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲାର। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହେବାରେ ଲାଗିଛି। ଲଗାତାର ୪ ଦିନ ଏହି ସଂଖ୍ୟା ଶହେ ଉପରେ ରହିବା ପରେ ଗତ ଗୁରୁବାର ଏହି ସଂଖ୍ୟା ୨୦୦ ଟପିଥିଲା। ଅନ୍ୟପକ୍ଷରେ ପ୍ରାୟ ୧୬୫ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ଆଜି ୬୦ ହଜାର ପାର୍‌ କରିଛି। ସେହିପରି ଦିନକରେ କରୋନା ୨୯୧ ଜଣଙ୍କ ମୁଣ୍ଡ ନେଇଛି। ସେପଟେ କରୋନାର ଦ୍ୱିତୀୟ ଲହର ୧୦୦ ଦିନ ଧରି ଭାରତକୁ କଲବଲ କରିବ ବୋଲି ବିଶେଷଜ୍ଞମାନେ କହିବା ପରେ ଲୋକଙ୍କ ଛାତିରେ ଛନକା ପଶିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story