ତୁଛ ହେଲା ମାତୃତ୍ୱ, ନବଜାତକୁ ବୁଦା ମୂଳେ ଛାଡ଼ି ଚାଲିଗଲା ମା’

ଉମରକୋଟ(କାର୍ତ୍ତିକ ମଲିକ): ତୁଛ ହୋଇଗଲା ମା’ର ମାତୃତ୍ୱ। ନବଜାତ ଶିଶୁକୁ ରାସ୍ତା କଡ଼ ବୁଦା ମୂଳରେ ଛାଡ଼ି ଚାଲିଗଲା ମା। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାର୍ଶ୍ଵରେ ଏଭଳି ଘଟଣା ଘଟିଛି। ଜଣେ ମହିଳା ତାଙ୍କ ନବଯାତ ଶିଶୁପୁତ୍ରକୁ ଏଠାରେ ଥିବା ଏକ ନିର୍ଜନ ଲଟା ବୁଦା ମୂଳେ ଛାଡ଼ି ଚାଲି ଯାଇଛନ୍ତି। ଗତକାଲି ସନ୍ଧ୍ୟାରେ ଘଟଣା ଘଟିଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି। ଦୁନିଆରେ ନିଜ ଛୁଆ […]

New-born

New-born

Niranjan Mishra
  • Published: Tuesday, 31 May 2022
  • Updated: 31 May 2022, 08:24 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲିକ): ତୁଛ ହୋଇଗଲା ମା’ର ମାତୃତ୍ୱ। ନବଜାତ ଶିଶୁକୁ ରାସ୍ତା କଡ଼ ବୁଦା ମୂଳରେ ଛାଡ଼ି ଚାଲିଗଲା ମା। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାର୍ଶ୍ଵରେ ଏଭଳି ଘଟଣା ଘଟିଛି। ଜଣେ ମହିଳା ତାଙ୍କ ନବଯାତ ଶିଶୁପୁତ୍ରକୁ ଏଠାରେ ଥିବା ଏକ ନିର୍ଜନ ଲଟା ବୁଦା ମୂଳେ ଛାଡ଼ି ଚାଲି ଯାଇଛନ୍ତି। ଗତକାଲି ସନ୍ଧ୍ୟାରେ ଘଟଣା ଘଟିଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି।

ଦୁନିଆରେ ନିଜ ଛୁଆ ପାଇଁ ମା’ ର ମମତାକୁ ଶ୍ରେଷ୍ଠ ପ୍ରେମ ବୋଲି ବିବେଚନା କରାଯାଏ। ତେବେ ନିଜ ଜନ୍ମିତ ଛୁଆକୁ ରାସ୍ତା କଡ଼ରେ ଛାଡି ଚାଲିଯିବା ଘଟଣା ମା’ର ମାତୃତ୍ୱରେ କଳଙ୍କ ଲଗାଇଛି। ଦୀର୍ଘ ୧୦ ମାସ ଗର୍ଭରେ ଧରି ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ମା ତା’ ଜୀବନର ସବୁକିଛି ଉତ୍ସର୍ଗ କରିଦେଇଥାଏ। ଶିଶୁ ଜନ୍ମ ପରେ ତାକୁ ଖୁବ୍ ଯତ୍ନରେ ପାଳି ବଡ଼ ମଣିଷ କରିଥାଏ। ହେଲେ ଏଠାରେ ସବୁକିଛି ବିଡ଼ମ୍ବନା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାର୍ଶ୍ଵରେ ଜଣେ ଗର୍ଭବତୀ ମହିଳା ଜଣେ ଶିଶୁପୁତ୍ରକୁ ଜନ୍ମ କରି ଏକ ଲଟା ବୁଦା ଥିବା ନିର୍ଜନ ସ୍ଥାନରେ ଛାଡି ଚାଲି ଯାଇଥିଲେ। ବୁଦା ମଧ୍ୟରୁ ଶିଶୁର କାନ୍ଦ ଶୁଣି ବାଇଗାଁ ଗ୍ରାମର ଚମ୍ପା ତନ୍ତୀ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ। ଶିଶୁଟି ଦେହରେ ପିମ୍ପୁଡ଼ି ଲାଗି ଯାଇଥିବାରୁ ତା ଶରୀରର କେତେକ ସ୍ଥାନରେ କ୍ଷତ ମଧ୍ୟ ହୋଇଥିଲା। ଚମ୍ପା ଲଟା ବୁଦା ମଧ୍ୟରୁ ଶିଶୁକୁ ଯତ୍ନର ସହ ନିଜ ଘରକୁ ଆଣି ସଫା ସୁତୁରା କରି ରଖିଥିଲେ। ଛୋଟ ଶିଶୁ ପୁତ୍ରକୁ ଦେଖିବାକୁ ଦାଢ଼ିଆ ଗୁଡ଼ା ଠାରେ ଗତକାଲି ସନ୍ଧ୍ୟାରେ ପ୍ରବଳ ଭିଡ଼ ରହିଥିଲ॥ ଶିଶୁ ପୁତ୍ରକୁ ଜନ୍ମ କରି ଚାଲି ଯାଇଥିବା ମହିଳାଙ୍କୁ ଠାବ କରାଯାଇନାହିଁ। ତେବେ ଏହି ମହିଳା ଜଣକ ନିକଟ ଅଞ୍ଚଳର ବୋଲି ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story