ଟଙ୍କା ଦେଲେନି ସ୍ତ୍ରୀ, ଅଶ୍ଳୀଳ ଫଟୋ ଭାଇରାଲ କରିଦେଲା ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗ୍ନିଙ୍କୁ ସାକ୍ଷୀରଖି ହାତ ଧରିଥିଲେ। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ପତ୍ନୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଜ୍ଞା ନେଇଥିଲେ। ହେଲେ ନିଶା ଖାଇବାକୁ ଟଙ୍କା ନଦେବାରୁ ସୋଶାଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଦେଲେ। ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଅଭିଯୁକ୍ତ ଜଣକ ହେଲେ ସରୋଜ କୁମାର ଦାସ। ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ସରୋଜକୁ ଗିରଫ କରିବା ପରେ କୋର୍ଟ ଚାଲାଣ […]

abhijukta

abhijukta

Niranjan Mishra
  • Published: Tuesday, 07 June 2022
  • Updated: 07 June 2022, 05:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗ୍ନିଙ୍କୁ ସାକ୍ଷୀରଖି ହାତ ଧରିଥିଲେ। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ପତ୍ନୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଜ୍ଞା ନେଇଥିଲେ। ହେଲେ ନିଶା ଖାଇବାକୁ ଟଙ୍କା ନଦେବାରୁ ସୋଶାଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଦେଲେ। ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଅଭିଯୁକ୍ତ ଜଣକ ହେଲେ ସରୋଜ କୁମାର ଦାସ। ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ସରୋଜକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି।

ପୁଲିସର ସୂଚନା ଅନୁସାରେ, ସରୋଜର ସ୍ତ୍ରୀ ଘରୋଇ ସହାୟକ ଭାବେ କାମ କରନ୍ତି। ସରୋଜ ଜଣେ ପାଇପ୍ ମିସ୍ତ୍ରୀ। ସେ ଭଦ୍ରକରେ ରହି କାମ କରେ।  ସରୋଜ ତା'ର ସବୁ ଟଙ୍କା ନିଶାରେ ଉଡ଼ାଇ ଦିଏ। ମଝିରେ ମଝିରେ ସ୍ତ୍ରୀଙ୍କଠାରୁ ଟଙ୍କା ନିଏ। ଏବେ କିଛି ଦିନ ହେଲା ସରୋଜକୁ ତା' ସ୍ତ୍ରୀ ଟଙ୍କା ଦେବା ବନ୍ଦ କରି ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ତେଣୁ ରାଗରେ ସରୋଜ ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲା। ଜଣେ ପଡ଼ୋଶୀ ସେହି ଫଟୋ ଦେଖି ସରୋଜର ସ୍ତ୍ରୀଙ୍କୁ ଜଣାଇଥିଲେ। ଏହା ପରେ ସେ ଭୁବନେଶ୍ୱର ଡିସିପି ଅଫିସ ଯାଇ ସ୍ୱାମୀଙ୍କ ନାମରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story