‘କାହିଁକି ହାପ୍‌ ପ୍ୟାଣ୍ଟ ପିନ୍ଧିଛୁ’ କହି ଜୁନିଅର ଛାତ୍ରଙ୍କୁ ପିଟିଲେ ସିନିଅର

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ‘କାହିଁକି ହାପ୍‌ ପେଣ୍ଟ ପିନ୍ଧିଛୁ’। ଏପରି କହି ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ସଂଘବଦ୍ଧ ଭାବେ ପିଟିଲେ ଶେଷ ବର୍ଷର ଛାତ୍ର। ଏହି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ୟୁନିର୍ଭସିଟି ଅଫ ଟେକ୍ନୋଲୋଜି (ଭିସୁଟ)ରେ। ଏନେଇ ଜୁନିଅର ଛାତ୍ର ଜଣଙ୍କ ପୁଲିସ ଓ କୁଳପତି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୋକ ଲାଗିବାରୁ ସେ ହଷ୍ଟେଲ ପରିସରରେ ଥିବା ଦୋକାନରୁ କିଛି […]

burla vssut

burla vssut

Tapaswini Nayak
  • Published: Thursday, 24 November 2022
  • Updated: 24 November 2022, 07:02 PM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ‘କାହିଁକି ହାପ୍‌ ପେଣ୍ଟ ପିନ୍ଧିଛୁ’। ଏପରି କହି ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ସଂଘବଦ୍ଧ ଭାବେ ପିଟିଲେ ଶେଷ ବର୍ଷର ଛାତ୍ର। ଏହି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ୟୁନିର୍ଭସିଟି ଅଫ ଟେକ୍ନୋଲୋଜି (ଭିସୁଟ)ରେ। ଏନେଇ ଜୁନିଅର ଛାତ୍ର ଜଣଙ୍କ ପୁଲିସ ଓ କୁଳପତି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୋକ ଲାଗିବାରୁ ସେ ହଷ୍ଟେଲ ପରିସରରେ ଥିବା ଦୋକାନରୁ କିଛି ସ୍ନାକ୍ସ ଆଣିବାକୁ ଯାଇଥିଲେ। ହେଲେ ଦୋକାନ ବନ୍ଦ ହୋଇଯାଇ ଥିବାରୁ ସେ ଉପର ମହଲାରେ ଥିବା ନିଜ ରୁମକୁ ଫେରି ଆସୁଥିଲେ। ଏହି ସମୟରେ କିଛି ସିନିଅର ଛାତ୍ର ତାଙ୍କୁ ଡାକିଥିଲେ। ସେ ପାଖକୁ ଗଲା ପରେ ‘ହାପ ପ୍ୟାଣ୍ଟ କାହିଁକି ପିନ୍ଧିଛୁ’ ବୋଲି ସେମାନେ ପଚାରି ଥିଲେ। ଏହାସହ ବିଭିନ୍ନ ପ୍ରଶ୍ନ ପଚାରି ତାଙ୍କ ଶାର୍ଟ କଲରକୁ ଟାଣି ମାଡ଼ ମାରିଥିଲେ। ସେ ପ୍ରତିବାଦ କରିବାରୁ ଶେଷ ବର୍ଷର ଅନ୍ୟ କିଛି ଛାତ୍ରଙ୍କୁ ସେମାନେ ଡାକିଥିଲେ। ତା’ପରେ ସମସ୍ତେ ମିଶି ଛାତ୍ରଙ୍କୁ ପିଟି ଥିଲେ।

ଏହା ପରେ ସଂପୃକ୍ତ ଛାତ୍ର ଜଣକ ପୁଲିସକୁ ଫୋନ କରି ସବୁ କଥା କହିଥିଲେ। ବୁର୍ଲା ପୁଲିସ୍ ହଷ୍ଟେଲରେ ପହଞ୍ଚି ତାଙ୍କୁ ଥାନାକୁ ନେଇ ଯାଇଥିଲ। ସିନିଅର ଛାତ୍ରମାନେ ନିଶାରେ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ଲିଖିତ  ଅଭିଯୋଗ ଆଧାରରେ ବୁର୍ଲା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଭିସୁଟର କୁଳପତି ବଂଶୀଧର ମାଝି କହିଛନ୍ତି, ସଂପୃକ୍ତ ଛାତ୍ର ଜଣଙ୍କ ମୋତେ ଏକ ଲିଖିତ ଅଭିଯୋଗ କରିଛନ୍ତି। ମୁଁ ଅଭିଯୋଗ ପାଇବା ପରେ  କଲେଜ ମ୍ୟାନେଜମେଣ୍ଟକୁ ପଠାଇ ଦେଇଛି। ଘଟଣାର ତଦନ୍ତ ହେବ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story