ବର୍ଷ ବର୍ଷ ଧରି ରିଟାର୍ଡ କର୍ମଚାରୀଙ୍କ କବଜାରେ ୩୦୮ ସରକାରୀ କ୍ୱାର୍ଟର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ବର୍ଷ ବର୍ଷ ଧରି ରିଟାର୍ଡ କର୍ମଚାରୀଙ୍କ କବଜାରେ ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସ ରହିଥିଲେ ମଧ୍ୟ ସରକାର ସେଗୁଡ଼ିକୁ ଖାଲି କରିବା ଦିଗରେ ଆଗ୍ରହ ଦେଖାଉନାହାନ୍ତି। ପୂର୍ବରୁ ନେତା ଓ ଅନ୍ୟ ପ୍ରଭାବଶାଳୀ ଲୋକଙ୍କ କବଜାରେ ସରକାରୀ କ୍ୱାର୍ଟର୍ସ ରହୁଥିବା ଅଭିଯୋଗ ହେଉଥିଲା କିନ୍ତୁ ଏବେ ସରକାରୀ ଅଫିସର ଓ କର୍ମଚାରୀମାନେ ଅବସର ପରେ ମଧ୍ୟ ବର୍ଷବର୍ଷ ଧରି ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସକୁ କବଜା କରି ରଖିଥିବା ଜଣାପଡ଼ିଛି। ସୂଚନା […]

909

909

Tapas Behera
  • Published: Monday, 14 December 2020
  • Updated: 15 December 2020, 12:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ବର୍ଷ ବର୍ଷ ଧରି ରିଟାର୍ଡ କର୍ମଚାରୀଙ୍କ କବଜାରେ ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସ ରହିଥିଲେ ମଧ୍ୟ ସରକାର ସେଗୁଡ଼ିକୁ ଖାଲି କରିବା ଦିଗରେ ଆଗ୍ରହ ଦେଖାଉନାହାନ୍ତି। ପୂର୍ବରୁ ନେତା ଓ ଅନ୍ୟ ପ୍ରଭାବଶାଳୀ ଲୋକଙ୍କ କବଜାରେ ସରକାରୀ କ୍ୱାର୍ଟର୍ସ ରହୁଥିବା ଅଭିଯୋଗ ହେଉଥିଲା କିନ୍ତୁ ଏବେ ସରକାରୀ ଅଫିସର ଓ କର୍ମଚାରୀମାନେ ଅବସର ପରେ ମଧ୍ୟ ବର୍ଷବର୍ଷ ଧରି ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସକୁ କବଜା କରି ରଖିଥିବା ଜଣାପଡ଼ିଛି।

ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାରଙ୍କ ଦ୍ୱାରା ସୂଚନା କର୍ମୀ ପ୍ରଦୀପ କୁମାର ପ୍ରଧାନଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ମୋଟ ୩୦୮ଟି ସରକାରୀ କ୍ୱାର୍ଟର୍ସ ଅବସରପ୍ରାପ୍ତ ଅଫିସର ଓ କର୍ମଚାରୀଙ୍କ କବଜାରେ ରହିଛି। ଏଥିରୁ କେତେକ କ୍ୱାର୍ଟର୍ସ ୨୦୦୯ ମସିହାରୁ ବେଆଇନ ଦଖଲରେ ରହିଛି। କେବଳ ସେତିକି ନୁହେଁ ଏହି ରିଟାର୍ଡ କର୍ମଚାରୀଙ୍କ ଉପରେ ଘରଭଡ଼ା ବାବଦରେ ୪.୨୮କୋଟି ଟଙ୍କା ମଧ୍ୟ ବକେୟା ପଡ଼ି ରହିଛି। ଘରଭଡ଼ା ବାବଦ ବକେୟା ୧୦ହଜାର ଟଙ୍କାରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ତାହା ଆଦାୟ କରିବାକୁ ବି ସରକାରୀସ୍ତରରେ ତତ୍ପରତା ଦେଖାଯାଉନାହିଁ। କ୍ୱାର୍ଟର୍ସଗୁଡ଼ିକୁ ବେଆଇନ ଦଖଲରେ ରଖିଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ପିଅନ, କ୍ଲର୍କ, ଡାଇରିଷ୍ଟ, ଶିକ୍ଷକ, ସହାୟକ ନିର୍ବାହୀ ଯନ୍ତ୍ରୀ, ବରିଷ୍ଠ ଟାଇପିଷ୍ଟ, ଡେସ୍କ ଅଫିସର, ଚିଫ ଇଞ୍ଜିନିୟର, ରୁରାଲ ୱାର୍କ ଇଆଇସି, ଡ୍ରାଇଭର, ଦଫାଦାର, କନେଷ୍ଟବଳ, ଚୌକିଦାର, ଓଏଏସ ଅଫିସର, ସେକ୍ସନ ଅଫିସର, ଆସିଷ୍ଟାଣ୍ଟ ଅଡିଟର, ଡେମୋନେଷ୍ଟ୍ରେଟର, ରେକର୍ଡର ଭଳି ଅବସରପ୍ରାପ୍ତ କର୍ମଚାରୀ ରହଛନ୍ତି। ଏହି ଅଫିସର ଓ କର୍ମଚାରୀମାନେ ସରକାରୀ ଚାକିରିରୁ ଅବସର ନେବାପରେ ୨୦୦୯ରୁ ୨୦୨୦ ମସିହା ମଧ୍ୟରେ ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସକୁ ଦଖଲ କରି ରଖିଥିବାରୁ ରାଜ୍ୟ ରାଜକୋଷକୁ ବିପୁଳ ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି। ସରକାରଙ୍କ ପକ୍ଷରୁ ଅନେକଥର କ୍ୱାର୍ଟର୍ସ ଆବଣ୍ଟନ ରଦ୍ଦ ପାଇଁ ଚିଠି ଦିଆଯାଇଥିଲେ ମଧ୍ୟ ସେହି କର୍ମଚାରୀମାନେ ଉକ୍ତ କ୍ୱାର୍ଟର୍ସକୁ ଖାଲି କରିନଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ : ୨ ଦିନିଆ ରିମାଣ୍ଡରେ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ନିୟମ ଅନୁସାରେ, କୌଣସି ସରକାରୀ କର୍ମଚାରୀ ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସକୁ ଜବରଦଖଲରେ ରଖିଥାନ୍ତି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପୁଲିସ ଲଗାଇ ଉକ୍ତ କ୍ୱାର୍ଟର୍ସକୁ ଖାଲି କରାଯାଇଥାଏ। ମାତ୍ର ଆଶ୍ଚର୍ଯ୍ୟର କଥା ସରକାର କେବଳ ଉକ୍ତ କ୍ୱାର୍ଟର୍ସ ଆବଣ୍ଟନ ରଦ୍ଦ ପାଇଁ ଚିଠି ଦେଇ ବର୍ଷବର୍ଷ ଧରି ଚୁପ୍ ରହିଛନ୍ତି। ସରକାରଙ୍କର ଏଭଳି ଆଭିମୁଖ୍ୟ ହିଁ ସରକାରଙ୍କୁ ସନ୍ଦେହଘେରରେ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story