ଜୁଲାଇ ୧ରୁ ବଦଳିବ ଏସ୍‌ବିଆଇର ନିୟମ

ନୂଆଦିଲ୍ଲୀ: ଜୁଲାଇ ୧ ତାରିଖରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ତା’ର କିଛି ନିୟମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି। ଆଉ ଏହା ଦ୍ୱାରା ବ୍ୟାଙ୍କର ୪୨ କୋଟି ଗ୍ରାହକ ସିଧାସଳଖ ଭାବେ ପ୍ରଭାବିତ ହେବେ। ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୧ରୁ ରେପୋ ରେଟ୍‌ ଅନୁସାରେ ଗୃହ ଋଣ ଦିଆଯିବ। ଏହାର ଅର୍ଥ ହେଉଛି, ଆସନ୍ତା ମାସରୁ ଏସ୍‌ବିଆଇର ଗୃହ ଋଣର ସୁଧ ହାର ରେପୋ ରେଟ୍‌ ଉପରେ ଆଧାରିତ ହେବ। ଏହାକୁ […]

sbi1

sbi1

Jitendra Garnayak
  • Published: Saturday, 08 June 2019
  • Updated: 08 June 2019, 12:24 PM IST

Sports

Latest News

ନୂଆଦିଲ୍ଲୀ: ଜୁଲାଇ ୧ ତାରିଖରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ତା’ର କିଛି ନିୟମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି। ଆଉ ଏହା ଦ୍ୱାରା ବ୍ୟାଙ୍କର ୪୨ କୋଟି ଗ୍ରାହକ ସିଧାସଳଖ ଭାବେ ପ୍ରଭାବିତ ହେବେ।

ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୧ରୁ ରେପୋ ରେଟ୍‌ ଅନୁସାରେ ଗୃହ ଋଣ ଦିଆଯିବ। ଏହାର ଅର୍ଥ ହେଉଛି, ଆସନ୍ତା ମାସରୁ ଏସ୍‌ବିଆଇର ଗୃହ ଋଣର ସୁଧ ହାର ରେପୋ ରେଟ୍‌ ଉପରେ ଆଧାରିତ ହେବ। ଏହାକୁ ଆହୁରି ସହଜ ଭାଷାରେ ବୁଝାଇଲେ- ଯେତେବେଳେ ବି ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍ ପରିବର୍ତ୍ତନ କରନ୍ତି, ସେତେବେଳେ ତା’ରି ଆଧାରରେ ଏସ୍‌ବିଆଇର ହୋମ୍ ଲୋନ୍ ବା ଗୃହ ଋଣ ସୁଧ ହାର ବଦଳିଥାଏ।

ସୂଚନାଯୋଗ୍ୟ, ଗତ ଗୁରୁବାର ଆରବିଆଇର ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍‌ରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଫଳରେ ଏହା ୫.୭୫ ପ୍ରତିଶତରେ ପହଞ୍ଚିଛି। ଆଗକୁ ଏମିତି ରେପୋ ରେଟ୍ ହ୍ରାସ ପାଇଲେ ଏସ୍‌ବିଆଇର ଗୃହ ଋଣ ଲଗାତାର ଶସ୍ତା ହେବ। ତେବେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନ ହେଲେ ବା ଏହା ସ୍ଥିର ରହିଲେ ଏସ୍‌ବିଆଇ ହୋମ୍‌ ଲୋନ୍‌ର ସୁଧରେ ସ୍ଥିରତା ରହିବ।

ରେପୋ ରେଟ୍ କ’ଣ?

ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର.ବି.ଆଇ.) ଏବଂ ଆଉ ବାକି ଯେତେ ସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ। ସାଧାରଣ ଲୋକଙ୍କର ଆର୍.ବି.ଆଇ. ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ କହିଲେ ଚଳେ। କାରଣ ଆମେ ଟଙ୍କା ଜମା କରିବା, ଉଠାଇବା ବା କୌଣସି ବ୍ୟାଙ୍କିଙ୍ଗ କାରବାର କରିବା ପାଇଁ ଆର୍.ବି.ଆଇ. ଯାଉନା। ଆମେ ଏସ୍.ବି.ଆଇ., ପିଏନବି, କାନାରା, ଆକ୍ସିସ୍, ଆଇସିଆଇସିଆଇ ଭଳି କେତୋଟି ବ୍ୟାଙ୍କକୁ ଯାଉଛେ। ଯେଉଁଥିରେ କି ଆମେ ଆକାଉଣ୍ଟ ଖୋଲିଛେ।
ଆମର ଜରୁରୀ ହେଲେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ଉପୁଜିଲେ ସେମାନେ ମଧ୍ୟ ଋଣ କରନ୍ତି। ଆଉ ସେମାନଙ୍କୁ ଆର୍.ବି.ଆଇ. ଋଣ ଦିଏ। ଏହା ବଦଳରେ ଆର୍.ବି.ଆଇ. ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ। ଆରବିଆଇ ସବୁ ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରୁଥିବାରୁ ଏହାକୁ ଲେଣ୍ଡର ଅଫ୍ ଦି ଲାଷ୍ଟ ରିଜର୍ଟ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story