ପୁରୀକୁ ଗ୍ରୀନ୍‌ ସିଗନାଲ: ରଥ କାମ ହେବ ନା ନାହିଁ ?

ପୁରୀ(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ଭୟାବହତା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆୟୋଜନକୁ ନେଇ ଲାଗିରହିଛି ଦ୍ୱଦ୍ୱ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଲକ୍‌ଡାଉନ୍ ପରେ ଅର୍ଥାତ ମେ ୩ ତାରିଖ ପରେ ଏନେଇ ନିଷ୍ପତ୍ତି ହେବ ବୋଲି ସହମତି ହୋଇଥିଲା । କିନ୍ତୁ ଲକ୍‌ଡାଉନ୍ ଅବଧି ଆହୁରି ୨ ସପ୍ତାହ ବଢ଼ିଥିବାରୁ କେବେ ଏବଂ କେମିତି ନିର୍ମାଣ ହେବ ରଥ, ତାକୁ ନେଇ ଆଶଙ୍କା ଦେଖାଦେଇଛି। ଗତକାଲି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ବରିଷ୍ଠ […]

8765

8765

Tapas Behera
  • Published: Saturday, 02 May 2020
  • Updated: 02 May 2020, 08:35 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ଭୟାବହତା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆୟୋଜନକୁ ନେଇ ଲାଗିରହିଛି ଦ୍ୱଦ୍ୱ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଲକ୍‌ଡାଉନ୍ ପରେ ଅର୍ଥାତ ମେ ୩ ତାରିଖ ପରେ ଏନେଇ ନିଷ୍ପତ୍ତି ହେବ ବୋଲି ସହମତି ହୋଇଥିଲା । କିନ୍ତୁ ଲକ୍‌ଡାଉନ୍ ଅବଧି ଆହୁରି ୨ ସପ୍ତାହ ବଢ଼ିଥିବାରୁ କେବେ ଏବଂ କେମିତି ନିର୍ମାଣ ହେବ ରଥ, ତାକୁ ନେଇ ଆଶଙ୍କା ଦେଖାଦେଇଛି। ଗତକାଲି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ବରିଷ୍ଠ ଦଇତାପତି ସେବାୟତମାନେ ରଥଯାତ୍ରା ପାଇଁ ଅନୁରୋଧ କରିଥିଲେ। କରୋନା ସଂକ୍ରମଣ ସ୍ଥିତିରୁ ପୁରୀ ଗ୍ରୀନ୍ ଜୋନ୍‌ରେ ଥିବାରୁ ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ପଦକ୍ଷେପ ନେବା ସପକ୍ଷରେ ସବୁ ସେବାୟତ ମତ ରଖିଥିଲେ। ସେପଟେ ରଥ ନିର୍ମାଣରେ ବିଳମ୍ବକୁ ନେଇ ପ୍ରଶ୍ନ କରିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ।

ଏପରିକି ଏବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ବିଶ୍ୱକର୍ମାଙ୍କ ସହ ଏଯାଏଁ ଆଲୋଚନା କରାଯାଇନଥିବା ସେ କହିଛନ୍ତି। ୩ ତାରିଖ ଭିତରେ ୪୨ ଟି ଚକରେ ସୂତା ବାଡ଼େଇବା, ବିନ୍ଧ କାର୍ଯ୍ୟ ଶେଷ ହୋଇଥାଏ । କିନ୍ତୁ ଏଯାଏଁ କୌଣସି କାର୍ଯ୍ୟ ହୋଇନଥିବାବେଳେ କେମିତି ଏସବୁ ବିଧିବିଧାନ କରାଯିବ ତାକୁ ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ସେହିପରି ବରିଷ୍ଠ ସେବାୟତ କହିଛନ୍ତି ଯେ ରାମଚନ୍ଦ୍ର ଦାଶ ମହାପାତ୍ର କହିଛନ୍ତି ଯେ, ପୁରୀକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଗ୍ରୀନ୍‌ ଜୋନ୍‌ ବୋଲି ଚିହ୍ନଟ କରାଯାଇଛି। ଗ୍ରୀନ୍ ଜୋନ୍‌ରେ ନିର୍ମାଣ କାର୍ଯ୍ୟକୁ ସବୁଜ ସଙ୍କେତ ରହିଛି। ରଥ ନିର୍ମାଣ ବି ଏକ ପ୍ରକାର ନିର୍ମାଣ କାର୍ଯ୍ୟ। ଏଠି କୌଣସି ଧର୍ମର ଏକାଠି ହେବାର ନାହିଁକି କୌଣସି କାର୍ଯ୍ୟକ୍ରମ ହେବାର ନାହିଁ। ଯେହେତୁ ରଥଟି ନିର୍ମାଣରେ ଯାଉଛି ତେଣୁ ରଥ ନିର୍ମାଣକୁ ଅନୁମତି ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଯାହା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ସେଥିରେ ରଥ ନିର୍ମାଣ ବନ୍ଦ ହେବା କଥା କୁହାଯାଇନି।

ଯଦି ବନ୍ଦ ହେବ ଏହାକୁ ରାଜ୍ୟ ସରକାର ସ୍ପଷ୍ଟ କରିବା ଉଚିତ୍। ଏମିତି ଲୁଚି ହୋଇ ରହିବା ବା ଡେରି କରିବା ଏହା ଆଦୌ ସମୀଚିନ ନୁହଁ ବୋଲି ସେ କହିଛନ୍ତି। ପରିସ୍କାର ଭାବେ କହିବା ଦରକାର ରଥ ଯାତ୍ରା ହେବ ନାହିଁକି ରଥ ନିର୍ମାଣ ହେବ ନାହିଁ ତାହା ସରକାର ସ୍ପଷ୍ଟ କରିଦେବା ଉଚିତ୍‌। କାହିଁକି ଝୁଲେଇ ରଖିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଅନୁସାରେ କୌଣସି କଟକଣା ନାହିଁ ବୋଲି ସେ କହିଛନ୍ତି।ଶ୍ରୀମନ୍ଦିର ପ୍ରଶାସନର ଏନେଇ ପ୍ରତିକ୍ରିୟା ମିଳିନଥିବାବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ ହେବ ବୋଲି ଗରାବଡ଼ୁ ନିଯୋଗ ପକ୍ଷରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story