ମା’ ତୁଝେ ସଲାମ....

ସମ୍ବଲପୁର(ଓଡ଼ିଶା ରିପୋର୍ଟର): କୁହାଯାଏ ମାତୃତ୍ଵ ଈଶ୍ୱରଙ୍କର ଏକ ସାର୍ଥକ ସୃଷ୍ଟି। ଏକ ସୁନ୍ଦର ସ୍ଵପ୍ନ । ସେ ସ୍ଵପ୍ନ ସାକାର ହୁଏ ଯେବେ ମା’ର କୋଳ ପୂର୍ଣ୍ଣ କରି ଏକ ସୁସ୍ଥ ଶିଶୁଟିଏ ଜନ୍ମ ନିଏ । ହେଲେ ମାତୃତ୍ଵର ଏ ପଥ ସବୁବେଳେ ନିରାପଦ ନୁହେଁ । ଟିକିଏ ଅସାବଧାନତା ହେଲେ ମା’ ଓ ଶିଶୁର ଜୀବନ ବିପଦଘେରକୁ ଚାଲିଯିବାର ଆଶଙ୍କା ରହିଛି। ହେଲେ କର୍ମକୁ ଆଦରି ନେଇଥିବା ଜଣେ ମହିଳା କର୍ମଚାରୀଙ୍କ ପାଖରେ ମାତୃତ୍ୱର […]

90-1

90-1

Tapas Behera
  • Published: Saturday, 02 May 2020
  • Updated: 03 May 2020, 08:18 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): କୁହାଯାଏ ମାତୃତ୍ଵ ଈଶ୍ୱରଙ୍କର ଏକ ସାର୍ଥକ ସୃଷ୍ଟି। ଏକ ସୁନ୍ଦର ସ୍ଵପ୍ନ । ସେ ସ୍ଵପ୍ନ ସାକାର ହୁଏ ଯେବେ ମା’ର କୋଳ ପୂର୍ଣ୍ଣ କରି ଏକ ସୁସ୍ଥ ଶିଶୁଟିଏ ଜନ୍ମ ନିଏ । ହେଲେ ମାତୃତ୍ଵର ଏ ପଥ ସବୁବେଳେ ନିରାପଦ ନୁହେଁ । ଟିକିଏ ଅସାବଧାନତା ହେଲେ ମା’ ଓ ଶିଶୁର ଜୀବନ ବିପଦଘେରକୁ ଚାଲିଯିବାର ଆଶଙ୍କା ରହିଛି। ହେଲେ କର୍ମକୁ ଆଦରି ନେଇଥିବା ଜଣେ ମହିଳା କର୍ମଚାରୀଙ୍କ ପାଖରେ ମାତୃତ୍ୱର ସେହି ସୁଖ ଯେମିତି ତୁଚ୍ଛ ହୋଇଯାଇଛି।

ପେଟରେ ବଢ଼ୁଥିବା ସନ୍ତାନ କଥା ଭୁଲି ସେ ସାଜିଛନ୍ତି କରୋନା ଯୋର୍ଦ୍ଧା। ୮ ମାସର ଗର୍ଭବତୀ ଥାଇ ମଧ୍ୟ ଜନସାଧାରଣଙ୍କ ସେବାରେ ବ୍ରତୀ ହୋଇଛନ୍ତି ସେ। କରୋନା ବିପତ୍ତି ସମୟରେ ନିଜ ଜୀବନକୁ ବାଜି ଲଗାଇ ସମ୍ବଲପୁର ଟାଉନ ଥାନା ସବ୍‌ଇନ୍ସପେକ୍ଟର ଟେରେସା ଖେସ୍‌। ସମ୍ବଲପୁର  ଗସ୍ତ ବେଳେ ଡିଜିପି ଅଭୟ ଏସ୍‌ଆଇ ସବ୍‌ଇନ୍ସପେକ୍ଟର ଟେରେସ ବିଷୟରେ ଜାଣିବାକୁ ପାଇଥିଲେ।
https://twitter.com/DGPOdisha/status/1255865026339942400?s=20

କର୍ତ୍ତବ୍ୟ ପ୍ରତି ତାଙ୍କ ନିଃସ୍ୱାର୍ଥପର ସେବା ଦେଖି ତାଙ୍କୁ ପ୍ରଂଶସା କରିଛନ୍ତି। ଡିଜିପି ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଟେରେସା ଦ୍ୱିତୀୟ ସନ୍ତାନର ଜନନୀ ହେବାକୁ ଯାଉଛନ୍ତି। ଟେରେସା କହିଛନ୍ତି ଆମେ ଛୁଟିଆ କର୍ମଚାରୀ ବୋଲି ସେ ଆସି ସୁଖ ଦୁଃଖ ବୁଝୁଛନ୍ତି। ଆମକୁ ବେଶ ଖୁସି ଲାଗୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story