ବିଳମ୍ବିତ ରାତିରେ ଖସି ଗଲା ନିୟନ୍ତ୍ରଣ; ଟ୍ରକ୍‌କୁ ପଛରୁ ପିଟିଲା ବସ୍‌, ଜଣେ ମୃତ

<p>ସୋର: ସୋରର ନାୟକ ବନ୍ଧ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି &nbsp;ବିଳମ୍ବିତ ରାତିରେ ନାୟକ ବନ୍ଧ ଛକ ନିକଟରେ ଏକ ଟ୍ରକକୁ ଯାତ୍ରୀବାହୀ ବସ୍ &lsquo;କ୍ରିଷ୍ଣାପୂଜା&rsquo; ପଛରୁ ଧକ୍କା ଦେଇଥିଲା। &nbsp;ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। &nbsp;୫ଜଣ ଅାହତ ହୋଇଛନ୍ତି। &nbsp;ବସ୍&zwnj;ଟି କେନ୍ଦ୍ରାପଡ଼ାରୁ ପଶ୍ଚିମବଙ୍ଗର କାନ୍ଥିକୁ ଯାଉଥିଲା।</p>

Ordigital Desk
  • Published: Friday, 26 May 2017
  • Updated: 26 May 2017, 07:53 AM IST

Sports

Latest News

<p>ସୋର: ସୋରର ନାୟକ ବନ୍ଧ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି &nbsp;ବିଳମ୍ବିତ ରାତିରେ ନାୟକ ବନ୍ଧ ଛକ ନିକଟରେ ଏକ ଟ୍ରକକୁ ଯାତ୍ରୀବାହୀ ବସ୍ &lsquo;କ୍ରିଷ୍ଣାପୂଜା&rsquo; ପଛରୁ ଧକ୍କା ଦେଇଥିଲା। &nbsp;ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। &nbsp;୫ଜଣ ଅାହତ ହୋଇଛନ୍ତି। &nbsp;ବସ୍&zwnj;ଟି କେନ୍ଦ୍ରାପଡ଼ାରୁ ପଶ୍ଚିମବଙ୍ଗର କାନ୍ଥିକୁ ଯାଉଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos