ବିଳମ୍ବିତ ରାତିରେ ଖସି ଗଲା ନିୟନ୍ତ୍ରଣ; ଟ୍ରକ୍‌କୁ ପଛରୁ ପିଟିଲା ବସ୍‌, ଜଣେ ମୃତ

ସୋର: ସୋରର ନାୟକ ବନ୍ଧ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି  ବିଳମ୍ବିତ ରାତିରେ ନାୟକ ବନ୍ଧ ଛକ ନିକଟରେ ଏକ ଟ୍ରକକୁ ଯାତ୍ରୀବାହୀ ବସ୍ ‘କ୍ରିଷ୍ଣାପୂଜା’ ପଛରୁ ଧକ୍କା ଦେଇଥିଲା।  ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି।  ୫ଜଣ ଅାହତ ହୋଇଛନ୍ତି।  ବସ୍‌ଟି କେନ୍ଦ୍ରାପଡ଼ାରୁ ପଶ୍ଚିମବଙ୍ଗର କାନ୍ଥିକୁ ଯାଉଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।