କୂଅ ଭିତରେ ଚାଲିଗଲା ଶ୍ୱଶୁରଙ୍କ ପ୍ରାଣ, ଉଦ୍ଧାର କରିବାକୁ ଯାଇ ଜ୍ୱାଇଁ ଗୁରୁତର

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): କୂଅ ସଫା କରିବାକୁ ଭିତରେ ପଶିଥିଲେ। ହେଲେ କୂଅ ଭିତରେ ହିଁ ଛାଡ଼ିଗଲା ପ୍ରାଣ। କୂଅ ଭିତରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଜ୍ୱାଇଁ ଗୁରୁତର ଅବସ୍ଥାରୁ ଭିତରୁ ଉଦ୍ଧାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ଧର୍ମଗଡ଼ ପରୁଆଗୁଡା କଲୋନୀପଡାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ମୃତକ ଜଣକ କଲମପୁର ବ୍ଲକ ଅଧିନସ୍ଥ ପରୁଆଗୁଡ଼ା କଲୋନୀପଡ଼ାର ସଦାଶିବ ମାଝୀ(୪୭)। ଗୁରୁତର ଜଣଙ୍କ ତାଙ୍କର ଜ୍ୱାଇଁ ଜୁନାଗଡ଼ ବ୍ଲକ ଅଧିନସ୍ଥ ରାଜପୁର […]

Son-in-Law

Son-in-Law

Niranjan Mishra
  • Published: Wednesday, 01 June 2022
  • Updated: 01 June 2022, 10:10 PM IST

Sports

Latest News

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): କୂଅ ସଫା କରିବାକୁ ଭିତରେ ପଶିଥିଲେ। ହେଲେ କୂଅ ଭିତରେ ହିଁ ଛାଡ଼ିଗଲା ପ୍ରାଣ। କୂଅ ଭିତରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଜ୍ୱାଇଁ ଗୁରୁତର ଅବସ୍ଥାରୁ ଭିତରୁ ଉଦ୍ଧାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ଧର୍ମଗଡ଼ ପରୁଆଗୁଡା କଲୋନୀପଡାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ମୃତକ ଜଣକ କଲମପୁର ବ୍ଲକ ଅଧିନସ୍ଥ ପରୁଆଗୁଡ଼ା କଲୋନୀପଡ଼ାର ସଦାଶିବ ମାଝୀ(୪୭)। ଗୁରୁତର ଜଣଙ୍କ ତାଙ୍କର ଜ୍ୱାଇଁ ଜୁନାଗଡ଼ ବ୍ଲକ ଅଧିନସ୍ଥ ରାଜପୁର ନିକଟସ୍ଥ କନକପୁର ଗ୍ରାମର ଶାନ୍ତାନୁ ମଶ୍ରା।

ସୂଚନା ମୁତାବକ, ସଦାଶିବ ନିଜର ୩ ଫୁଟ ଓସାର ୨୪ ଫୁଟ ଗଭୀର କୂଅକୁ ସଫେଇ କରିବାକୁ ଭିତରେ ପଶିଥିଲେ। କିଛି ସମୟ ପରେ ସେ ଅଣନିଶ୍ୱାସୀ ହେଇ ପଡ଼ିଥିଲେ। ଏହା ଦେଖି କୂଅ ଉପରେ ଥିବା ତାଙ୍କର ଜ୍ୱାଇଁ କୂଅ ଭିତରରେ ପଶି ଶ୍ୱଶୁରଙ୍କୁ ଉଦ୍ଧାର କରିବାକୁ ତତକ୍ଷଣାତ ଚେଷ୍ଟା କରିଥିଲେ। ହେଲେ ଉଭୟ ଭିତରେ ଅଣନିଶ୍ୱାସୀ ହୋଇ କୂଅ ଭିତରେ ରହିଯାଇଥିଲେ।

ଦୁହିଁଙ୍କୁ ଉଦ୍ଧାର ପାଇଁ ପରିବାର ଲୋକ କଲମପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଉଭୟଙ୍କୁ କୂଅ ଉପରକୁ ଅଣାଯାଇସାରିଥିଲା। ତେଣୁ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ସହାୟତାରେ ସେମାନଙ୍କୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସଦଶିବଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶାନ୍ତାନୁଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସଦାଶିବଙ୍କ ମୃତ୍ୟୁ ଖବର ପାଇ କଲମପୁର ପୁଲିସ ଫାଣ୍ଡି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story