ଟ୍ରେନ୍‌ରୁ ଡେଇଁ ପଡିଲେ ଯୁବକ, ଏବେ କ୍ୱାରେଣ୍ଟାଇନ୍‌ରେ

ରାଉରକେଲା:(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନରେ ଶ୍ରମିକଙ୍କୁ ନେଇ ଫେରୁଥିବା ସ୍ୱତନ୍ତ୍ର ଟ୍ରେନ୍ ନ ଅଟକିବାରୁ ଟ୍ରେନ୍‌ରୁ ଡେଇଁଲେ ଯୁବକ। ରାଉରକେଲା ଷ୍ଟେସନଠାରୁ ୭ କିଲୋମିଟର ଦୂର ବନ୍ଧମୁଣ୍ଡା ଷ୍ଟେସନ ନିକଟରେ ଯୁବକ ଜଣକ ଟ୍ରେନ୍‌ରୁ ଡେଇଁପଡ଼ିଛନ୍ତି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ଶୁକ୍ରୁ ଗୌଡ଼। ତାଙ୍କ ଘର ରାଉରକେଲା ରାଜଗାଙ୍ଗପୁରରେ। ସେ ଜଣେ କାର୍ ଡ୍ରାଇଭର। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ତାଙ୍କ ମାଲିକଙ୍କୁ ମାର୍ଚ୍ଚ ୨୩ ତାରିଖରେ ରାଜସ୍ଥାନ ନେଇ […]

690-1

690-1

Tapas Behera
  • Published: Sunday, 03 May 2020
  • Updated: 04 May 2020, 07:45 AM IST

Sports

Latest News

ରାଉରକେଲା:(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନରେ ଶ୍ରମିକଙ୍କୁ ନେଇ ଫେରୁଥିବା ସ୍ୱତନ୍ତ୍ର ଟ୍ରେନ୍ ନ ଅଟକିବାରୁ ଟ୍ରେନ୍‌ରୁ ଡେଇଁଲେ ଯୁବକ। ରାଉରକେଲା ଷ୍ଟେସନଠାରୁ ୭ କିଲୋମିଟର ଦୂର ବନ୍ଧମୁଣ୍ଡା ଷ୍ଟେସନ ନିକଟରେ ଯୁବକ ଜଣକ ଟ୍ରେନ୍‌ରୁ ଡେଇଁପଡ଼ିଛନ୍ତି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି।

ଆହତ ଯୁବକଙ୍କ ନାଁ ଶୁକ୍ରୁ ଗୌଡ଼। ତାଙ୍କ ଘର ରାଉରକେଲା ରାଜଗାଙ୍ଗପୁରରେ। ସେ ଜଣେ କାର୍ ଡ୍ରାଇଭର। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ତାଙ୍କ ମାଲିକଙ୍କୁ ମାର୍ଚ୍ଚ ୨୩ ତାରିଖରେ ରାଜସ୍ଥାନ ନେଇ ଯାଇଥିଲେ। ଲକଡାଉନ୍ ଯୋଗୁଁ ଆଉ ଘରକୁ ଫେରିପାରିନଥିଲେ।

ଶୁକ୍ରବାର ସେ ଜାଣିବାକୁ ପାଇଥିଲେ ଏକ ସ୍ୱତନ୍ତ୍ର ଟ୍ରେନ୍ କୋଟାରୁ ରାଜଗାଙ୍ଗପୁର, ରାଉରକେଲା ଓ ବନ୍ଧମୁଣ୍ଡା ଦେଇ ହଟିଆ ଯାଉଛି। ପରେ କିଛି ସାମାଜିକ ସଂସ୍ଥାର ସହାୟତା କ୍ରମେ ସେ ଟ୍ରେନରେ ବସିଥିଲେ ମାତ୍ର ରାଉରକେଲା ଷ୍ଟେସନରେ ଟ୍ରେନ୍ ନ ରହିବାରୁ ସେ ବିବ୍ରତ ହୋଇପଡ଼ିଥିଲେ। ପରେ ବନ୍ଧମୁଣ୍ଡା ନିକଟରେ ଟ୍ରେନ୍‌ର ବେଗ ଟିକେ କମ୍ ହେବାରୁ ସେ ଟ୍ରେନରୁ ଡେଇଁ ପଡ଼ିଥିଲେ।

ପରେ ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ସେ ଏବେ ସରକାରୀ କ୍ୱାରେଣ୍ଟିନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story