ପଥର ପାଲଟି ଯାଉଛି ଜିଅନ୍ତା ଝିଅ

ପୁରାଣ ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କ ପାଦସ୍ପର୍ଶରେ ଅହଲ୍ୟା ପାଷାଣ ପାଲଟି ଯାଇଥିଲେ। ବର୍ତ୍ତମାନ ସମୟରେ ବି ଏପରି ଘଟଣା ଘଟୁଛି କହିଲେ କେହି ବିଶ୍ୱାସ କରିବେ ନାହିଁ! କିନ୍ତୁ ଏମିତି ଘଟିଛି ଆମେରିକାରର କନେକ୍ଟିକଟ୍‌ ସହରରେ। ଜଣେ ଯୁବତୀଙ୍କ ଶରୀର ପଥର ପାଲଟି ଯାଉଛି। ତେବେ କାହାରି ସ୍ପର୍ଶରେ ନୁହେଁ, ଏକ ବହୁତ ବିରଳ ରୋଗ ଯୋଗୁଁ ତାଙ୍କ ଶରୀରରେ ହେଉଛି ଏଭଳି ପରିବର୍ତ୍ତନ। ତାଙ୍କ ନାଁ ଜେଜମିନ୍‌ ଫ୍ଲାଇଡ୍‌। ତାଙ୍କୁ ମାତ୍ର ୨୩ ବର୍ଷ ହୋଇଛି। […]

ppp

ppp

Rakesh Mallick
  • Published: Friday, 17 March 2017
  • Updated: 17 March 2017, 02:12 PM IST

Sports

Latest News

ପୁରାଣ ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କ ପାଦସ୍ପର୍ଶରେ ଅହଲ୍ୟା ପାଷାଣ ପାଲଟି ଯାଇଥିଲେ। ବର୍ତ୍ତମାନ ସମୟରେ ବି ଏପରି ଘଟଣା ଘଟୁଛି କହିଲେ କେହି ବିଶ୍ୱାସ କରିବେ ନାହିଁ! କିନ୍ତୁ ଏମିତି ଘଟିଛି ଆମେରିକାରର କନେକ୍ଟିକଟ୍‌ ସହରରେ। ଜଣେ ଯୁବତୀଙ୍କ ଶରୀର ପଥର ପାଲଟି ଯାଉଛି। ତେବେ କାହାରି ସ୍ପର୍ଶରେ ନୁହେଁ, ଏକ ବହୁତ ବିରଳ ରୋଗ ଯୋଗୁଁ ତାଙ୍କ ଶରୀରରେ ହେଉଛି ଏଭଳି ପରିବର୍ତ୍ତନ। ତାଙ୍କ ନାଁ ଜେଜମିନ୍‌ ଫ୍ଲାଇଡ୍‌। ତାଙ୍କୁ ମାତ୍ର ୨୩ ବର୍ଷ ହୋଇଛି। ସେ  Fibrodysplasia oesophicans progressivia ରୋଗରେ ପୀଡ଼ିତ। ଏଣୁ ଦିନକୁ ଦିନ ତାଙ୍କ ମାଂସପେଶୀ ଟାଣ ହୋଇଯାଉଛି। ତାଙ୍କ ଶରୀର ସେହି ଅଂଶକୁ ଛୁଇଁଲେ ପୂରା ପଥର ଭଳି ଲାଗୁଛି।

ଏକ ରିପୋର୍ଟ ମୁତାବିକ, ସାରା ବିଶ୍ୱରେ ଏହି ରୋଗରେ ୮୦୦ ଲୋକ ଶିକାର ହୋଇଛନ୍ତି। ଏହି ରୋଗ ହେଲେ  ମଣିଷର ମାଂସପେଶୀ, ଶିରା ଓ  ସ୍ନାୟୁ  ହାଡ଼ ଭଳି ଟାଣ ହୋଇଯାଏ। ତେଣୁ ଶରୀର ଭିତରେ ଆଉ ଏକ କଙ୍କାଳ ତିଆରି ହୋଇଯାଏ।

ଜେଜମିନଙ୍କ ୫ ବର୍ଷ ହୋଇଥିବା ବେଳେ  ହଠାତ୍ ତାଙ୍କ ବେକରେ ଯନ୍ତ୍ରଣା ହୋଇଥିଲା।  ଶୋଇଲା ବେଳେ ବେକ ମୋଡ଼ି ହୋଇଯାଇଥିବ ବୋଲି ତାଙ୍କ ବାପାମା’ ଭାବି ନେଇଥିଲେ। ପରେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ଜେଜମିନ୍‌ଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରେ ଜଣାପଡ଼ିଲା ଜେଜମିନ୍‌ ଏହି ବିରଳ ରୋଗରେ ପୀଡ଼ିତ ହୋଇଛନ୍ତି।

କିଛି ଦିନ ପରେ ଜେଜମିନ୍‌ଙ୍କୁ  ଖାଦ୍ୟ ଖାଇବା, କଥା କହିବା,  ମୁଣ୍ଡ ଓ ହାତଗୋଡ଼ ହଲାଇବାରେ ଅସୁବିଧା ହୋଇଥିଲା।

ଜେଜମିନ୍‌ ନିଜର ଏକ ବ୍ଲଗ୍ ପେଜ୍ ଆରମ୍ଭ କରିଛନ୍ତି। ଏଥିରେ ସେ ନିଜର ରୋଗ ଓ ଇଚ୍ଛା ସଂପର୍କରେ ବିସ୍ତାରିତ ଭାବେ ବର୍ଣ୍ଣନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story