ଗାଁକୁ ରାସ୍ତା ନାହିଁ; ହଇରାଣ ହେଉଛନ୍ତି ଦୁଇ ଶହ ପରିବାର

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଗମ୍ଭାରି ଗ୍ରାମପଞ୍ଚାୟତର ଟୁଆ ଓ ପୋଡ଼ାଢିହ ଗାଁରେ ଦୁଇ ଶହ ପରିବାର ବସବାସ କରନ୍ତି।  ହେଲେ ଏହି ଦୁଇ ଗାଁକୁ ଯିବାକୁ ରାସ୍ତା ଖଣ୍ଡେ ନାହିଁ। କେବଳ ପାଦଚଲା ରାସ୍ତାଟିଏ ରହିଛି, ଯେଉଁଥିରେ ଆଣ୍ଠୁଏ ଆଣ୍ଠୁଏ ବାଲି ଜମି ରହିଛି। ଫଳରେ ଏହି ରାସ୍ତାରେ ସାଇକେଲ ଓ ମୋଟର ସାଇକେଲ୍ ଆଦିରେ ଯିବାରେ ଅସୁବିଧା ହୋଇଥାଏ। ବର୍ଷା ଦିନ ହେଲେ ଏହି ରାସ୍ତା ପାଣିରେ ବୁଡ଼ି […]

road

road

Jyoshna Pradhan
  • Published: Saturday, 18 January 2020
  • Updated: 18 January 2020, 03:06 PM IST

Sports

Latest News

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଗମ୍ଭାରି ଗ୍ରାମପଞ୍ଚାୟତର ଟୁଆ ଓ ପୋଡ଼ାଢିହ ଗାଁରେ ଦୁଇ ଶହ ପରିବାର ବସବାସ କରନ୍ତି।  ହେଲେ ଏହି ଦୁଇ ଗାଁକୁ ଯିବାକୁ ରାସ୍ତା ଖଣ୍ଡେ ନାହିଁ। କେବଳ ପାଦଚଲା ରାସ୍ତାଟିଏ ରହିଛି, ଯେଉଁଥିରେ ଆଣ୍ଠୁଏ ଆଣ୍ଠୁଏ ବାଲି ଜମି ରହିଛି। ଫଳରେ ଏହି ରାସ୍ତାରେ ସାଇକେଲ ଓ ମୋଟର ସାଇକେଲ୍ ଆଦିରେ ଯିବାରେ ଅସୁବିଧା ହୋଇଥାଏ। ବର୍ଷା ଦିନ ହେଲେ ଏହି ରାସ୍ତା ପାଣିରେ ବୁଡ଼ି ଯାଏ। ଫଳରେ ଏହି ଦୁଇ ଗାଁ ଲୋକେ ଏକପ୍ରକାର ଜଳବନ୍ଦୀ ଅବସ୍ଥାରେ ରହନ୍ତି। ତଥାପି  ଚିଲିକା ମଝିରେ ଥିବା ଏହି ଦୁଇ ଗାଁ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ୁ ନଥିବା ଅଭିଯୋଗ ହୋଇଛି। କେବଳ ପ୍ରତିଶ୍ରୁତିରେ ସବୁ ଅଟକି ରହିଛି।

ଟୁଆ ଗାଁର ପ୍ରଶାନ୍ତ ମହାନ୍ତି କହିଛନ୍ତି, “ପିଲାମାନେ ସ୍କୁଲ ଯିବାରେ ଅସୁବିଧା ହେଉଛି। ଏମିତିକି କୌଣସି ରୋଗୀକୁ ଡାକ୍ତରଖାନା ନେବା ପାଇଁ ଆମ୍ୱୁଲାନ୍ସ ଡାକିଲେ ବି ତାହା ଗାଁ ଭିତରକୁ ଆସିପାରୁ ନାହିଁ।”

ସେହଭଳି ଗାଁର ବିଳାସିନୀ ମହାନ୍ତି କହିଛନ୍ତି, “ମୁଁ ଗାଁକୁ ଆସିଲା ଦିନଠୁ ଦେଖୁଛି ଏମିତି ପାଦ ଚଲା ରାସ୍ତା ରହିଛି। ବର୍ଷା ଦିନ ଆଣ୍ଠୁଏ ପାଣିରେ ଯିବା ଆସିବା କରୁଛୁ। ଖରାଦିନ ହେଲେ ବାଲି ରାସ୍ତାରେ ଯାଉଛୁ। ଆସିଲା ଦିନଠୁ ଏହି କଷ୍ଟ ଭୋଗୁଛି। ଏବେ ମରିବାକୁ ବସିଲିଣି। ହେଲେ ରାସ୍ତା ନିର୍ମାଣ ହୋଇ ପାରିଲା ନାହିଁ।”

ସେହିପରି ପୋଡ଼ାଢ଼ିହ ଗାଁର କୃଷ୍ଣଚନ୍ଦ୍ର ମହାନ୍ତି କହିଛନ୍ତି, “ରାସ୍ତା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ। ଗାଁକୁ ଆମ୍ୱୁଲାନ୍ସ ଆସି ପାରୁ ନାହିଁ। ବର୍ଷା ଦିନ ହେଲେ ପିଲାମାନେ ଭାରି ହଇରାଣ ହୋଇ ସ୍କୁଲ ଯାଉଛନ୍ତି। ଏମିତିକି ଅସୁବିଧା ସମୟରେ ଦମକଳ ଗାଡ଼ିକୁ ଖବର ଦେଲେ ମଧ୍ୟ ଆସି ପାରୁ ନାହିଁ। ନେତାମାନେ ଆସୁଛନ୍ତି, ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି। ହେଲେ ଆମ ଦୁଃଖ କଥା କେହି ବୁଝୁ ନାହାନ୍ତି।”

ଏନେଇ କୃଷ୍ଣପ୍ରସାଦ ବ୍ଲକ୍‌ ବିଡିଓ ଅଭିମନ୍ୟୁ ମାଝି କହିଛନ୍ତି, “ଏନ୍‌ଆରଜିଏରେ ପ୍ରୋଜେକ୍ଟ ଆପ୍ରୁଭ ହୋଇଯାଇଛି। ଖୁବଶୀଘ୍ର ଏହି ଦୁଇ ଗାଁର ରାସ୍ତାକାମ ଆରମ୍ଭ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story