ପୁରୁଷ ରୂପୀ ମହିଳା; ନାବାଳିକାକୁ ଦେଉଥିଲେ ଯୌନ ନିର୍ଯାତନା, ଘରୁ ମିଳିଲା ହାତ ତିଆରି ସେକ୍ସ ଟୟ

କୋଚି: ଗତ ଦୁଇ ବର୍ଷ ହେଲା ଜଣେ ୧୫ ବର୍ଷର ବାଳିକା ଯୌନ ନିର୍ଯାତନାର ଶିକାର ହୋଇ ଆସୁଥିଲେ। କିନ୍ତୁ ସେ ଜାଣି ନ ଥିଲେ ଯେ ତାଙ୍କୁ ଜଣେ ରାକ୍ଷସ ନୁହେଁ ଜଣେ ରାକ୍ଷସୀ ଦେଇ ଆସୁଥିଲେ ଯୌନ ନିର୍ଯାତନା। ଗତକାଲି ସେ ଜାଣିଲେ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା ବ୍ୟକ୍ତି ଜଣଙ୍କ ପୁରୁଷ ନୁହଁନ୍ତି, ବରଂ ଜଣେ ମହିଳା। ଯୌନ ନିର୍ଯାତନା କଥା ପୀଡ଼ିତା ତାଙ୍କ ଘରେ କାହାକୁ କହି ନ ଥିଲେ। […]

rapevictim

rapevictim

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 05:26 PM IST

Sports

Latest News

କୋଚି: ଗତ ଦୁଇ ବର୍ଷ ହେଲା ଜଣେ ୧୫ ବର୍ଷର ବାଳିକା ଯୌନ ନିର୍ଯାତନାର ଶିକାର ହୋଇ ଆସୁଥିଲେ। କିନ୍ତୁ ସେ ଜାଣି ନ ଥିଲେ ଯେ ତାଙ୍କୁ ଜଣେ ରାକ୍ଷସ ନୁହେଁ ଜଣେ ରାକ୍ଷସୀ ଦେଇ ଆସୁଥିଲେ ଯୌନ ନିର୍ଯାତନା। ଗତକାଲି ସେ ଜାଣିଲେ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା ବ୍ୟକ୍ତି ଜଣଙ୍କ ପୁରୁଷ ନୁହଁନ୍ତି, ବରଂ ଜଣେ ମହିଳା।

ଯୌନ ନିର୍ଯାତନା କଥା ପୀଡ଼ିତା ତାଙ୍କ ଘରେ କାହାକୁ କହି ନ ଥିଲେ। କାରଣ ଅଭିଯୁକ୍ତ ମହିଳା ତାଙ୍କୁ ଧମକ ଦେଇଥିଲେ। ଅଭିଯୁକ୍ତ ମହିଳା କୌଣସି ମତେ ପୀଡ଼ିତା ପୋଷାକ ବଦଳାଉ ଥିବାର ଭିଡିଓ ଉଠାଇ ଦେଇଥିଲେ। ସେହି ଭିଡିଓକୁ ଦେଖାଇ ସେ ଝିଅଟିକୁ ବ୍ଲାକ୍‌ମେଲ୍ଂ କରୁ ଥିଲେ ଓ ଯୌନ ନିର୍ଯାତନା ଦେଉଥିଲେ। ତେବେ ପୀଡ଼ିତାଙ୍କ ବଡ଼ ଭଉଣୀ ଏ କଥା ଜାଣିପାରିଥିଲେ। ପୀଡ଼ିତା ତାଙ୍କ ସହିତ ହେଉଥିବା ଯୌନ ନିର୍ଯାତନା କଥାକୁ ଏକ କାଗଜରେ ଲଖି ବହି ଭିତରେ ରଖିଥିଲେ। ଏହା ତାଙ୍କ ଭଉଣୀଙ୍କ ହାତରେ ପଡ଼ି ଯାଇଥିଲା। ଏନେଇ ସେ ତାଙ୍କ ବାପାମା’ ଓ ଚାଇଲ୍ଡଲାଇନ୍‌କୁ ଜଣାଇଥିଲେ। ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତାଙ୍କୁ ଗିରଫ କଲା ବେଳେ ପୋଲିସ୍ ବି ଜାଣି ନ ଥିଲା ଯେ ସେ ମହିଳା ବୋଲି। ଡାକ୍ତରଖାନାରେ ଡାକ୍ତରୀ ମାଇନା ବେଳେ ଜଣାପଡ଼ିଲା ଅଭିଯୁକ୍ତ ଜଣେ ମହିଳା। ତାଙ୍କ ଘରୁ ପୋଲିସ୍ ପ୍ଲାଷ୍ଟିକ୍‌, କପଡ଼ା ଓ ବେଲୁନ୍‌ରେ ତିଆରି ଏକ ସେକ୍ସ ଟୟ ଜବତ କରିଥିଲା ପୋଲିସ୍। ଏହାକୁ ଅଣ୍ଟାରେ ବାନ୍ଧି ନାବାଳିକାକୁ ଦୁଇ ବର୍ଷ ହେଲା ଯୌନ ନିର୍ଯାତନା ଦେଇ ଆସୁଥିଲେ ଉକ୍ତ ପୁରୁଷ ରୂପି ମହିଳା। ତାଙ୍କ ନାଁ ସିନି ସିୟାଦ ଓରଫ ଚିନୱୀ ଓରଫ ସାନିଆ। ତାଙ୍କ ବୟସ ୨୬। ସେ ନିଜ ଭାଇ ସହିତ ରହୁଥିଲା ଓ ଜଣେ ସେଲ୍‌ସ୍‌ଓମ୍ୟାନ୍‌ ଭାବେ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story