ମା’ ପାଇଁ ଦିନଟିଏ: ‘ମିଲନା ଜରୁରୀ ହୋତା ହେ’

Mum, I miss you! This 14th I want to be back home with you… kyonki #MilnaZarooriHai

Rannvijay Singh Singha यांनी वर पोस्ट केले शनिवार, ६ मे, २०१७

ନୂଆଦିଲ୍ଲୀ: ମଦର୍ସ ଡେ’କୁ ଆଉ ଏକ ସପ୍ତାହ ବାକି ଅଛି। ହେଲେ ମଦର୍ସ ଡେ’କୁ ନେଇ ପ୍ରସ୍ତୁତ ହୋଇଥିବା ଏକ ବିଜ୍ଞାପନକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଥିରେ ‘ମିଲନା ଜରୁରୀ ହୋତା ହେ’ ସନ୍ଦେଶ ଦିଆଯାଇଛି। ଏହି ବିଜ୍ଞାପନର ଅବଧି ୨ ମିନିଟ୍‌ରୁ କମ୍‌ ରହିଛି।

ମଦର୍ସ ଡ଼େ’ ପାଇଁ ଅନେକ ବିଜ୍ଞାପନ ବଜାର ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ପ୍ରାୟ ୪ ଲକ୍ଷ ଥର ଦର୍ଶକ ଦେଖି ସାରିଥିବା ବେଳେ ପ୍ରାୟ ୧୮,୦୦୦ ମତାମତ ମିଳିଛି। କେବଳ ସେତିକି ନୁହେଁ ବିଜ୍ଞାପନଟି ୪୨୦୦ ଥର ସେୟାର ହୋଇ ସାରିଲାଣି।