ମା’ ପାଇଁ ଦିନଟିଏ: ‘ମିଲନା ଜରୁରୀ ହୋତା ହେ’

<p>ନୂଆଦିଲ୍ଲୀ: ମଦର୍ସ ଡେ&rsquo;କୁ ଆଉ ଏକ ସପ୍ତାହ ବାକି ଅଛି। ହେଲେ ମଦର୍ସ ଡେ&rsquo;କୁ ନେଇ ପ୍ରସ୍ତୁତ ହୋଇଥିବା ଏକ ବିଜ୍ଞାପନକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଥିରେ &lsquo;ମିଲନା ଜରୁରୀ ହୋତା ହେ&rsquo; ସନ୍ଦେଶ ଦିଆଯାଇଛି। ଏହି ବିଜ୍ଞାପନର ଅବଧି ୨ ମିନିଟ୍&zwnj;ରୁ କମ୍&zwnj; ରହିଛି।</p> <p>ମଦର୍ସ ଡ଼େ&rsquo; ପାଇଁ ଅନେକ ବିଜ୍ଞାପନ ବଜାର ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ପ୍ରାୟ ୪ ଲକ୍ଷ ଥର ଦର୍ଶକ ଦେଖି ସାରିଥିବା ବେଳେ ପ୍ରାୟ ୧୮,୦୦୦ ମତାମତ ମିଳିଛି। କେବଳ ସେତିକି ନୁହେଁ ବିଜ୍ଞାପନଟି ୪୨୦୦ ଥର ସେୟାର ହୋଇ ସାରିଲାଣି।</p>

Ordigital Desk
  • Published: Tuesday, 09 May 2017
  • Updated: 09 May 2017, 02:21 PM IST

Sports

Latest News

<p>ନୂଆଦିଲ୍ଲୀ: ମଦର୍ସ ଡେ&rsquo;କୁ ଆଉ ଏକ ସପ୍ତାହ ବାକି ଅଛି। ହେଲେ ମଦର୍ସ ଡେ&rsquo;କୁ ନେଇ ପ୍ରସ୍ତୁତ ହୋଇଥିବା ଏକ ବିଜ୍ଞାପନକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଥିରେ &lsquo;ମିଲନା ଜରୁରୀ ହୋତା ହେ&rsquo; ସନ୍ଦେଶ ଦିଆଯାଇଛି। ଏହି ବିଜ୍ଞାପନର ଅବଧି ୨ ମିନିଟ୍&zwnj;ରୁ କମ୍&zwnj; ରହିଛି।</p><p>ମଦର୍ସ ଡ଼େ&rsquo; ପାଇଁ ଅନେକ ବିଜ୍ଞାପନ ବଜାର ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ପ୍ରାୟ ୪ ଲକ୍ଷ ଥର ଦର୍ଶକ ଦେଖି ସାରିଥିବା ବେଳେ ପ୍ରାୟ ୧୮,୦୦୦ ମତାମତ ମିଳିଛି। କେବଳ ସେତିକି ନୁହେଁ ବିଜ୍ଞାପନଟି ୪୨୦୦ ଥର ସେୟାର ହୋଇ ସାରିଲାଣି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos