'ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପାଣ୍ଡିଆନ ହେଉଛନ୍ତି ମିଡିୟମ'

କଟକ ନେତାଙ୍କୁ ପାଣ୍ଡିଆନଙ୍କ ଟାସ୍କ ।

Manoj Swain
  • Published: Friday, 05 January 2024
  • Updated: 05 January 2024, 07:13 PM IST

Sports

Latest News

କଟକ ନେତାଙ୍କୁ ପାଣ୍ଡିଆନଙ୍କ ଟାସ୍କ ଘଟଣା। ଏହାକୁ ନେଇ ବିଜେଡି ନେତା ଦେବାଶୀଷ ସାମନ୍ତରାୟଙ୍କ ପ୍ରତିକ୍ରିୟା। କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପାଣ୍ଡିଆନ ଆମ ମିଡିୟମ। ସୂଚନା ଅନୁସାରେ କଟକସ୍ଥିତ ଉପର ବାଲିଯାତ୍ରା ପଡ଼ିଆରେ ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଧନ୍ୟବାଦ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ପଦାଧିକାରୀମାନଙ୍କୁ ସମ୍ବୋଧିତ କରି ପାଣ୍ଡିଆନ କହିଥିଲେ ଯେ, ସର୍ବାଧିକ ବ୍ୟବଧାନରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନାଇଦେବି। ଯିଏ ସର୍ବାଧିକ ମାର୍ଜିନରେ ଜିତିବେ, ତାଙ୍କୁ ନବୀନ ନିବାସ ଡାକିବି। ନବୀନ ନିବାସ ଡାକି ମୁଖ୍ୟମନ୍ତ୍ରୀଙ୍କ ସହ ପରିଚୟ କରାଇବି। ସେମାନଙ୍କର ଯେଉଁ କାମ ଅଛି ତାକୁ ଜୋରଦାର କରାଯିବ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos