ପ୍ରତିଷ୍ଠା ଦିବସରେ ବିଜେଡି ଦେଖିଲା ଗୋଷ୍ଠୀ କନ୍ଦଳ !

ଗୋଟିଏ ନିର୍ବାଚନ ମଣ୍ଡଳିରେ ଗୋଠ ଖଣ୍ଡିଆ ହୋଇ ଏକାଧିକ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନେଇ ଟେନସନରେ ସୁପ୍ରିମୋ !

Manoj Swain
  • Published: Wednesday, 27 December 2023
  • Updated: 27 December 2023, 11:47 AM IST

Sports

Latest News

୨୭ ତମ ପ୍ରତିଷ୍ଠା ଦିବସରେ ବିଜେଡିର ଦୁଇଟି ଚିତ୍ର । ଗୋଟିଏ ପଟେ ଶଙ୍ଖଭବନରେ ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ନେତାଙ୍କ ଶପଥ ପାଠ। ଅନ୍ୟପଟେ ରାଜ୍ୟ ତମାମ ବିଦ୍ରୋହୀଙ୍କ ସମାନ୍ତରାଳ ପ୍ରତିଷ୍ଠା ଦିବସ ପାଳନ। ଚରମରେ ବିଜେଡିର ଗୋଷ୍ଠୀ କନ୍ଦଳ। ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳିରେ ଗୋଠ ଖଣ୍ଡିଆ ହୋଇ ଏକାଧିକ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନେଇ ଟେନସନରେ ସୁପ୍ରିମୋ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos