ବୁଥ୍‌ରେ ପ୍ରଣବ ବଳବନ୍ତରାୟଙ୍କୁ ବିରୋଧ, ଫେରିଗଲେ

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ (ଲିକୁ) ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ବଳବନ୍ତରାୟଙ୍କୁ କଡା ଟକ୍କର ଦେଉଛନ୍ତି।

Pranab Balabanta Roy PhotoOR

ପ୍ରଣବ କୁମାର ବଳବନ୍ତରାୟ

Jitendra Garnayak
  • Published: Saturday, 01 June 2024
  • Updated: 01 June 2024, 06:47 PM IST

Sports

Latest News

ଧର୍ମଶାଳା ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟଙ୍କୁ ବିରୋଧ। ଆଜି ମତଦାନ ଚାଲିଥିବା ବେଳେ ସେ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଣ୍ଟିଆ ପଞ୍ଚାୟତ ହାଇସ୍କୁଲ ସ୍ଥିତ ୬୬ ନମ୍ବର ବୁଥ୍‌କୁ ବୁଲିବାକୁ ଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ କର୍ମୀମାନେ ବିଧାୟକଙ୍କୁ ତୀବ୍ର ବିରୋଧ କରିଥିଲେ। ଏପରିକି ଅନେକ ଲୋକ ସ୍ୱାଧୀନ ପ୍ରାର୍ଥୀ ଲିକୁ ସାହୁଙ୍କ ନାଁ ନେଇ ଜିନ୍ଦାବାଦ ନାରା ଦେଇଥିଲେ। ଫଳରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବାଧ୍ୟ ହୋଇ ସେଠାରୁ ଫେରି ଆସିଥିଲେ।

ବିଧାୟକ ପ୍ରାର୍ଥୀ ଭାବେ ସେ ବୁଥ୍‌ଗୁଡ଼ିକୁ ଯାଇ ସ୍ଥିତି ଦେଖିପାରିବେ। ତେବେ କାହିଁକି ତାଙ୍କୁ ସେଠାରେ ବିରୋଧ କରାଗଲା, ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ିନି। ଏ ସମ୍ପର୍କରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିନାହିଁ। ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ (ଲିକୁ) ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ବଳବନ୍ତରାୟଙ୍କୁ କଡା ଟକ୍କର ଦେଉଛନ୍ତି।

Also Read

ସୂଚନାଯୋଗ୍ୟ, ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ କଣ୍ଟାପଡ଼ା ବ୍ଲକ୍ ଡିମିରି ସ୍କୁଲ୍ ୧୦୯ ନମ୍ବର ବୁଥ୍‌କୁ ଯାଇଥିଲେ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ। ତେବେ ଲୋକେ ତାଙ୍କୁ ଗାଳିଗୁଲଜ କରି ବାହାର କରି ଦେଇଥିଲେ ବୋଲି ଜଣାପଡ଼ିଛି। ସେ ନିଜ ସପକ୍ଷରେ ମତଦାନ ପାଇଁ ଉପସ୍ଥିତ ଭୋଟରଙ୍କୁ ପ୍ରବର୍ତ୍ତାଇ ଥିଲେ ବୋଲି ଅଭିଯୋଗ ହୋଇଛି।

ରିପୋର୍ଟ- ଯାଜପୁରରୁ ଗୁଲାମ ଗସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story