ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏମିତି ବୟାନ ରଖିଲେ ରୋହିତ

ମେଲବର୍ଣ୍ଣ: ଆସନ୍ତା ୨୧ ତାରିଖରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବହୁ ପ୍ରତୀକ୍ଷିତ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଏହାପରେ ଚାଲିବ ୪ଟିକିଆ ଟେଷ୍ଟ ସିରିଜ୍‌। ଏହି ସିରିଜ୍‌ ଉପରେ ସମସ୍ତଙ୍କର ନଜର ରହିଛି। କାରଣ ଭାରତ କେବେ ହେଲେ ବି ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତିନାହିଁ। କିନ୍ତୁ ଏହି ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ସୀମିତ ଓଭର୍‌ ଅଧିନାୟକ ରୋହିତ ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଟିମ୍‌ ପାଖରେ ଉନ୍ନତମାନର […]

r2

r2

Hemant Lenka
  • Published: Monday, 19 November 2018
  • Updated: 19 November 2018, 08:50 PM IST

ମେଲବର୍ଣ୍ଣ: ଆସନ୍ତା ୨୧ ତାରିଖରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବହୁ ପ୍ରତୀକ୍ଷିତ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଏହାପରେ ଚାଲିବ ୪ଟିକିଆ ଟେଷ୍ଟ ସିରିଜ୍‌। ଏହି ସିରିଜ୍‌ ଉପରେ ସମସ୍ତଙ୍କର ନଜର ରହିଛି। କାରଣ ଭାରତ କେବେ ହେଲେ ବି ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତିନାହିଁ।

କିନ୍ତୁ ଏହି ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ସୀମିତ ଓଭର୍‌ ଅଧିନାୟକ ରୋହିତ ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଟିମ୍‌ ପାଖରେ ଉନ୍ନତମାନର ଏବଂ ଦକ୍ଷ ବ୍ୟାଟସ୍‌ମ୍ୟାନ ରହିଛନ୍ତି। ସେମାନେ ଅତିରକ୍ତ ପେସ୍‌ ଓ ବାଉନ୍ସକୁ ସହାୟତା ଦେଉଥିବା ପିଚ୍‌ରେ କେମିତି ଖେଳିବାକୁ ପଡ଼େ, ସେକଥା ଭଲ ଭାବେ ଜାଣିଛନ୍ତି।

କେବଳ ସୀମିତ ଓଭର୍‌ କ୍ରିକେଟ୍‌ ନୁହେଁ ଟେଷ୍ଟ୍‌ରେ ମଧ୍ୟ ଏଭଳି ପିଚ୍‌ରୁ କେମିତି ଫାଇଦା ଉଠାଇବାକୁ ପଡ଼ିବ, ସେକଥା ମଧ୍ୟ ଜାଣିଛନ୍ତି। ଆମେ ଅଷ୍ଟ୍ରେଲିଆରେ ଆମ ଛାପ ଛାଡ଼ିବାକୁ ଚାହୁଁଛୁ। ଏଥର ଆମେ ଏହା କରି ଦେଖାଇବୁ।

ଆମ ଟିମ୍‌ର ଗୋଟିଏ ଲକ୍ଷ୍ୟ କ୍ରିକେଟ୍‌ର ୩ଟି ଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରିବା। ଗତଥର ଆମେ ଏଠାରେ ଭଲ ପ୍ରଦର୍ଶନ କରିଥିଲୁ। ଜିତିବାର ନିକଟବର୍ତ୍ତୀ ମଧ୍ୟ ହେଇଥିଲୁ। କିନ୍ତୁ ଫଳାଫଳ ଆମ ସପକ୍ଷରେ ଯାଇ ନଥିଲା।

ଏଥର ଆମେ ସୁଯୋଗ ହାତଛଡ଼ା କରିବୁ ନାହିଁ। ଯଦି ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିପାରିଲୁ, ତା’ହେଲେ ଆଗକୁ ବିଶ୍ୱକପ୍‌ ଥିବାରୁ ଏହା ଦଳର ମନୋବଳ ଉପରେ ନିଶ୍ଚିତ ଭଲ ପ୍ରଭାବ ପକାଇବ। ତେଣୁ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ଆମେ ରହିବୁ।”

ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ୩ ଟି-୨୦, ପରେ ୪ଟି ଟେଷ୍ଟ ଓ ଶେଷରେ ୩ଟିକିଆ ଦିନିକିଆ ସିରିଜ୍‌ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story